Latest Odisha News

BREAKING NEWS

ଶାମ୍ଭବୀ ପୁରସ୍କାର ୨୦୨୩ରେ ସାମାଜିକ ପରିବର୍ତ୍ତନକାରୀ ସମ୍ମାନିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍‌ଲିମିଟେଡ଼ (ଇମ୍ପା)ର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଆଡଭୋକେସି କ୍ଷେତ୍ରରେ ଯୋଗଦାନ ପାଇଁ ଡଃ ମହମ୍ମଦ ଇମ୍ରାନ୍ ଅଲ୍ଲୀଙ୍କୁ…

ରାହୁଲ ଗାନ୍ଧୀଙ୍କ ସହ ଅଛି ଓଡ଼ିଶା କଂଗ୍ରେସ: ଶରତ ପଟ୍ଟନାୟକ

ଭୁବନେଶ୍ୱର: ନରେନ୍ଦ୍ର ମୋଦି ସରକାର ବ୍ୟକ୍ତିର ବାକ୍ ସ୍ୱାଧୀନତା ଉପରେ ସଂପୂର୍ଣ୍ଣରୂପେ ରୋକ ଲଗାଇବା ପାଇଁ ଆଜିକୁ ୮ବର୍ଷ ହେଲା କାର୍ଯ୍ୟ କରୁଛି । ଏକଛତ୍ର ବାଦ ଶାସନ ବ୍ୟବସ୍ଥାକୁ ଆପଣାଇବା ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଚେଷ୍ଟା ଚଳାଇଛନ୍ତି । ସତ୍ୟ ଓ ଅହିଂସାର ମାର୍ଗ ରାହୁଲ…

୨୦୨୩ ଏସିଆ କପ ପାକିସ୍ତାନରେ ହୋଇପାରେ

ନୂଆଦିଲ୍ଲୀ: ୨୦୨୩ ଏସିଆ କପ କ୍ରିକେଟ ପାକିସ୍ତାନରେ ହୋଇପାରେ । ଗୁରୁବାର କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ଓ ପିସିବି ଏଥିନେଇ ଆଲୋଚନା କରିଛନ୍ତି । ଏସିଆ କପ ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି । ୟୁଏଇ, ଓମାନ, ଶ୍ରୀଲଙ୍କା ଓ ଇଂଲଣ୍ଡରେ ଭାରତ ମ୍ୟାଚ ଆୟୋଜନ…

ଯକ୍ଷ୍ମା ଓ ମେରୁଦଣ୍ଡ ଯକ୍ଷ୍ମା ରୋଗର ନିରାକରଣ ସମ୍ଭବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ ଯକ୍ଷ୍ମାରୋଗ ପ୍ରତି ସଚେତନତା ସୃଷ୍ଟି ସହ ଏହାର  ନିରାକରଣ ‘ବିଶ୍ୱ ଯକ୍ଷ୍ମା ଦିବସ’ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୪ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ…

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ଫିକି ଇଣ୍ଡିଆ ସଭାପତି ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଗତକାଲି ନୂଆଦିଲ୍ଲୀସ୍ଥିତ ନର୍ଥ ବ୍ଲକ କାର୍ଯ୍ୟାଳୟରେ ଫିକି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସାକ୍ଷାତକରିଛନ୍ତି । ଏହି ସାକ୍ଷାତ…

ବିୟର ବୋତଲ ପିଛା ନେଉଥିଲେ ଅଧିକ ୧୦ ଟଙ୍କା, ଏବେ ଗଲେ ଜେଲ୍

ନୂଆଦିଲ୍ଲୀ: ମଦ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତଥାପି ଅନେକ ଲୋକ ମଦ ପିଅନ୍ତି । ସକାଳ ପାଇଲେ ମନ୍ଦିର ଅପେକ୍ଷା ମଦ ଦୋକାନରେ କହିଲେ ହୁଏତ ଅଧିକ ଭିଡ଼ ହୋଇଥାଏ । ଆଉ ଯାହାର ଫାଇଦା ନେଇଥାନ୍ତି ମଦ ଦୋକାନୀ । ଅନେକ ସମୟରେ ମଦ ଦୋକାନୀ ସର୍ବାଧିକ ଧାର୍ଯ୍ୟ ମୂଲ୍ୟ (MRP) ଠାରୁ ଅଧିକ ଟଙ୍କା…

ଏଏଚଏଫ ଦ୍ୱାରା ସମ୍ବର୍ଦ୍ଧିତ ହେଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ହକି ବିଶ୍ୱକପ ୨୦୨୩କୁ ସଫଳତାର ସହ ଆୟୋଜନ କରିଥିବା ନେଇ ଏସିଆନ ହକି ମହାସଂଘ ହକି ଇଣ୍ଡିଆକୁ ସମ୍ବର୍ଦ୍ଧିତ କରିଛି । ଦକ୍ଷିଣ କୋରିଆର ମୁଙ୍ଗୟେୟୋଙ୍ଗରେ ଆୟୋଜିତ ବୈଠକରେ ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆ ସମ୍ମାନୀତ ହୋଇଛି । ଏଚଆଇର ମହାସଚିବ ଭୋଳନାଥ ସିଂ ଏହି ପୁରସ୍କାର…

ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ ! ଯାଇ ପାରନ୍ତି ଜେଲ୍…

ଭୁବନେଶ୍ୱର: ଅବହେଳା ଓ ଖାମ ଖିଆଲ୍ ମନୋଭାବ ପାଇଁ ଘଟୁଥିବା ଦୁର୍ଘଟଣା ଏଡ଼ାଇବାକୁ ମଦୁଆଙ୍କ ଉପରେ ନଜର ରଖିବ ପରବହନ ବିଭାଗ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟରେ ମଦ ପିଇ ଗାଡ଼ି ଚାଳନା କରୁଥିବା ଡ୍ରାଇଭରଙ୍କୁ ଧରାଯିବ । ଜାରି ନିର୍ଦ୍ଦେଶନାମା ଅନୁସାରେ,…

ଅମିତ ଶାହାଙ୍କୁ ଜୟରାମଙ୍କ ଟାର୍ଗେଟ୍ ! ବିବାଦୀୟ ବୟାନ ନେଇ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସର ମହାସଚିବ ଜୟରାମ ରମେଶଙ୍କ ଟାର୍ଗେଟ । ଅମିତ ଶାହା ମେଘାଳୟର ପୂର୍ବତନ କୋନରାଡ ସାଙ୍ଗମା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏପରିକି ତଦନ୍ତ ପାଇଁ ସେ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର…

ବାଲିମେଳା ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ବାଲିମେଳା ସଂରକ୍ଷିତ ଜଙ୍ଗଲର ତାଇମାଲ ଗାଁ ନିକଟରୁ ସ୍ୱତନ୍ତ୍ର ଅପରେସନ୍ ବେଳେ ବିଏସଏଫ୍ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ଆନ୍ଧ୍ର ସୀମାକୁ ଲାଗି ରହିଥିବା ଚିତ୍ରକୋଣ୍ଡା ଥାନା ତାଇମାଲ ଓ ଲାରିଗୁଡ଼ା ଗାଁ ନିକଟରୁ ମାଓ ସାମଗ୍ରୀ…