ଫିଲ୍ମ ‘ଭୋଲା’ର ପ୍ରମୋସନ ପାଇଁ କପିଲ ଶର୍ମା ଶୋ’ରେ ଅଜୟ-ତବୁ
ମୁମ୍ବାଇ: ଆଗାମୀ ଫିଲ୍ମ ‘ଭୋଲା’ର ପ୍ରମୋସନକୁ ନେଇ ବଲିଉଡ଼ର ସିଙ୍ଘମ୍ ତଥା ଅଭିନେତା ଅଜୟ ଦେବଗନ ପୁରା ବ୍ୟସ୍ତ । ନିକଟରେ ସେ ନିଜ ଫିଲ୍ମର ପ୍ରମୋସନ ପାଇଁ ଲୋକପ୍ରିୟ କମେଡ଼ି ଶୋ ‘କପିଲ ଶର୍ମା ଶୋ’ରେ ଅଭିନେତ୍ରୀ ତବୁଙ୍କ ସହ ନଜର ଆସିଛନ୍ତି । ଏହି ଶୋ’ରେ ଉଭୟ କପିଲଙ୍କ ସହ କଥାବାର୍ତ୍ତା…