Latest Odisha News

BREAKING NEWS

ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କ ଭତ୍ତା ବଢ଼ାଇବାକୁ ଦାବି କଲେ ତିନି ପ୍ରମୁଖ ଦଳର ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଶୁକ୍ରବାର ଦିନ ବିଧବା ଓ ଭିନ୍ନକ୍ଷମମାନଙ୍କୁ ଦିଆଯାଉଥିବା ପେନସନ୍ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ବଢୁଥିବା ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ତିନି ପ୍ରମୁଖ ରାଜନୈତିକ ଦଳର ବିଧାୟକମାନେ ଏହି ଦାବି…

ପକ୍ଷୀ ସହ ପିଟି ହେବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଏୟାର ଏସିଆ

ଭୁବନେଶ୍ୱର: ମଝି ଆକାଶରେ ପକ୍ଷୀ ସହ ପିଟି ହେବା ପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି ଏୟାର ଏସିଆ ବିମାନ। ସଂଧ୍ୟା ୭ଟାରେ ବେଙ୍ଗାଲୁରୁ ଅଭିମୁଖେ ଏୟାର ଏସିଆର ଆଇ୫-୧୫୬୩ ବିମାନ ଉଡାଣ ଭରିଥିଲା। ଉଡାଣ ଭରିବାର କିଛି ସମୟରେ ପକ୍ଷୀଟି ସହ ବିମାନଟି ପିଟି ହୋଇଥିବା…

ବୟସ ହାର ମାନିନି : ୧୦୩ ବର୍ଷ ବୟସରେ ବି ଫିଟ୍

ସୁସ୍ଥ ରହିବାର ମନ୍ତ୍ର ହେଉଛି ନିଜର ଦୈନିକ ଜୀବନଚର୍ଯ୍ୟା ଓ ଦୈନନ୍ଦିନ ଖାଦ୍ୟ ପାନୀୟ ଭିତରେ ସନ୍ତୁଳନ ରଖିବା । ଏକଥା ସମସ୍ତେ ଜାଣିଥିଲେ ବି ବଦଳୁଥିବା ଜୀବନ ଶୈଳୀ ତଥା ରୋଜଗାରର ଆବଶ୍ୟକତା ଭିତରେ ସୁସ୍ଥ ରହିବାର ଉପାୟ ଫିକା ପଡ଼ିଯାଇଛି । କମ ବୟସରେ ବି ବିଭିନ୍ନ ପ୍ରକାର ଛୋଟବଡ଼ ରୋଗ ଆମ…

ଜାତୀୟ ଜନଜାତି କଳାବସ୍ତୁ ମେଳାର ପଞ୍ଚମ ସନ୍ଧ୍ୟା

ଭୁବନେଶ୍ୱର : ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀର ପଞ୍ଚମ ସନ୍ଧ୍ୟାରେ ମଧ୍ୟ ଅନ୍ୟ ଦିନ ପରି ବେଶ ଭିଡ ଜମିଥିଲା । ଗୁଜୁରାଟ, ତେଲେଙ୍ଗାନା, ଅରୁଣାଞ୍ଚଳ ପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜନଜାତି କାରିଗରମାନଙ୍କ ସମାଗମ ଓ ସେମାନଙ୍କ…

ବିଲେଇର ଫଟୋ ସୁଟ୍‌: ଅସଲି ନା ନକଲି ତାକୁ ନେଇ ଦ୍ୱନ୍ଦ୍ୱ

ସୋସିଆଲ ମିଡିଆରେ ଏମିତି ଅଜବ ଜିନିଷ ଭାଇରାଲ ହୋଇଥାଏ, ଯାହା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ ହିଁ କରିଥାଏ । ଏବେ ସେମିତି ଦୁଇଟି ବିଲେଇର ଭିଡ଼ିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକେ ଏହା ଅସଲି ନା ନକଲି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ…

ଆୟର୍ଲାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ ଭାରତ

ଡବଲିନ: ଚଳିତ ବର୍ଷ ଅଗଷ୍ଟରେ ବିଶ୍ୱର ଏକ ନମ୍ବର ଟିମ ଭାରତ ସହ ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ଆୟର୍ଲାଣ୍ଡ ଖେଳିବ । ଅଗଷ୍ଟ ୧୮ରୁ ୨୩ ପର୍ଯ୍ୟନ୍ତ ଏହି ସିରିଜ ମାଲାହାଇଡରେ ଏହି ମ୍ୟାଚଗୁଡିକ ଖେଳାଯିବ । ଆୟର୍ଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି ।…

୩ ବର୍ଷର ବ୍ୟବଧାନ ପରେ ନୂଆଦିଲ୍ଲୀରେ ‘ଓଡ଼ିଶା ପର୍ବ-୨୦୨୩’

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ପୁନଃ ପ୍ରଦର୍ଶିତ ହେବ ଓଡ଼ିଶାର ଅଦ୍ୱିତୀୟ କଳାସଂସ୍କୃତି ଓ କାରିଗରୀ । ପାରମ୍ପରିକ ଲୋକକଳା ଓ ଲୋକନୃତ୍ୟରେ ଦୁଲୁକିବ ମଞ୍ଚ । ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଜାତୀୟ ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି 'ଓଡ଼ିଶା ପର୍ବ-୨୦୨୩' । ଯାହା ହେଉଛି ପରିଚୟ ଓଡ଼ିଆ…

କଲେଜରେ ହୁଏ ବାହାଘର: ଜୁନିୟର ଛାତ୍ରୀଛାତ୍ର କରାନ୍ତି ସିନିୟରଙ୍କ ବିବାହ

ଲାହୋର: ସମୟ ବଦଳିବା ସହ ଲୋକଙ୍କ ମାନସିକତା ଓ ଚଳଣିରେ ଅନେକ ପରିବର୍ତ୍ତନ ଆସିଛି । ବିଶେଷକରିି ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ ପଦ୍ଧତିରେ ଅନେକ ନୂଆ ନୂଆ ଧାରା ପ୍ରୟୋଗ ଦେଖିବାକୁ ମିଳିଛି । ତେବେ ଏମିତି ଏକ ବାହାଘର କଥା କହୁଛୁ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।…

ବିଜେପୁର ହତ୍ୟା ମାମଲାରେ ଜୟନାରାୟଣଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ୨୦୧୮ ବରଗଡ଼ ସୋହେଲାରେ ବିଜେଡି ନେତାଙ୍କୁ ହତ୍ୟା ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଶ୍ୱସ୍ତି ମିଳିଛି । ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ ଜୟନାରାୟଣ ମିଶ୍ରଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ବିଜେଡି ନେତା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜୟନାରାୟଣଙ୍କ…

ଟାଟା କଞ୍ଜୁମର ପ୍ରଡକ୍ଟସ କିଣିବ ନାହିଁ ବିସଲେରୀ କମ୍ପାନୀ

ନୂଆଦିଲ୍ଲୀ: ଟାଟା କଞ୍ଜୁମର ପ୍ରଡକ୍ଟସ ଶୁକ୍ରବାର ବିସଲେରୀ କମ୍ପାନୀ କିଣିବ ନାହିଁ ବୋଲି ସ୍ପଷ୍ଟ କରିଛି । ଇକୋନୋମିକ ଟାଇମ୍ସରେ ଗତବର୍ଷ ନଭେମ୍ବରରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଟାଟା ଗ୍ରୁପ ଲୋକପ୍ରିୟ ମିନରାଲ ୱାଟର କମ୍ପାନୀ ବିସଲେରୀକୁ କ୍ରୟ କରିବା ପାଇଁ ଯୋଜନା କରୁଛି । ବିସଲେରୀ…