Latest Odisha News

BREAKING NEWS

ତୃତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ, ଚେତାବନୀ ଦେଲେ ପୋଲିସ ଡିଜି

ଭୁବନେଶ୍ୱର: ଥମୁନି ଡ୍ରାଇଭର ଏକତା ମହାସଂଘର ଆନ୍ଦୋଳନ । ଗତକାଲି ମୁଖ୍ୟ ଶାସନ ସଚିବଙ୍କୁ ମହାସଂଘ ଭେଟିବା ପରେ ୩ ମାସ ମଧ୍ୟରେ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ଚିଠି କରାଯାଇଥିଲା । ହେଲେ ଆଜି ସ୍ଥିତି ବଦଳିନି । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭର…

୭୦୦ ଲୋକଙ୍କୁ ଗୋଟିଏ ନଳକୂପ, ଅଚଳକୁ ସଜାଡ଼ୁନି ପ୍ରଶାସନ

ଜୟପୁର: ଖରା ଆରମ୍ଭ ହେଲାଣି ହେଲେ ପ୍ରଶାସନର ନିଘା ନାହିଁ । ମାସ ମାସ ଧରି ନଳକୂପ ଅଚଳ ହୋଇ ପଡ଼ିଥିଲେ ବି ମରାମତି ହେଉନି । ଫଳରେ ଲୋକେ କିଲୋ କିଲୋ ମିଟର ଚାଲି ଚାଲି ଯାଇ କୂଅ ଓ ପୋଖରି ପାଣି ପିଉଛନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଗ୍ରୀଷ୍ମ ଆରମ୍ଭରୁ ଦେଖା ଦେଇଛି ଜଳକଷ୍ଟ ।…

ବିଶ୍ୱବିଦ୍ୟାଳୟର ଅଜବ ପରୀକ୍ଷା; ଫୁଲମାର୍କ ୧୦୦ରୁ ପିଲା ରଖିଲେ ୧୧୫

ମୁମ୍ବାଇ:ପରୀକ୍ଷାରେ ଆଶା କରିଥିବା ନମ୍ବରରୁ ଅଧିକ ପାଇଲେ ସମସ୍ତଙ୍କୁ ଖୁସି ଲାଗେ । ମୁମ୍ବାଇ ବିଶ୍ୱ ବିଦ୍ୟାଳୟର କିଛି ପିଲାଙ୍କୁ ମିଳିଥିଲା ଆଶାତୀତ ନମ୍ବର ଏବେ ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଶ୍ୱବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ୫ମ ସେମିଷ୍ଟାର ଗଣିତ ପରୀକ୍ଷାରେ ୧୧୫ ନମ୍ବର…

ସମାଜ ସଂସ୍କାରକ ହୋଇଥିଲେ କ’ଣ କରିଥାନ୍ତେ ? ଆଖି ଓଦା କରିଦେବ ୫ମ ଶ୍ରେଣୀ ଛାତ୍ରଙ୍କ ଉତ୍ତର

ଛୋଟ ପିଲାଟିଏ  । ହେଲେ ମୁଣ୍ଡରେ ତାର କେତେ ବଡ କଥା ଚିନ୍ତା କରିପାରୁଛି ! ଖାଇବା, ଖେଳିବା ବୟସରେ ସେ କେତେ ବଡ ବଡ କଥା ଭାବି ପାରୁଛି ! ସମାଜର ଅନେକ କଳଙ୍କିତ ପ୍ରଥା ଏଇ ଛୋଟ ପିଲାଟିକୁ କେତେ ପ୍ରଭାବିତ କରିଛି ସତରେ ? ୫ମ ଶ୍ରେଣୀରେ ପଢୁଥିବା ଏହି ପିଲାଟିର ଉତ୍ତର ଦେଖିଲେ ଆପଣ ବି…

ସେକେଣ୍ଡ ହ୍ୟାଣ୍ଡ ସ୍ମାର୍ଟଫୋନ କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଏସବୁ ତଥ୍ୟ, ନଚେତ ଘରେ ପହଞ୍ଚିପାରେ ପୋଲିସ

ଆପଣ କୌଣସି ଦାମୀ ଫୋନକୁ ସେକେଣ୍ଡ ହ୍ୟାଣ୍ଡ ଭାବେ ଶସ୍ତାରେ କିଣିବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ସେକେଣ୍ଡ ହ୍ୟାଣ୍ଡ ଫୋନ କିଣିବା ପୂର୍ବରୁ ଏସବୁ କଥା ଉପରେ ଗୁରୁତ୍ୱ ଦିଅନ୍ତୁ ନଚେତ ଆପଣ ଫସିଯାଇପାରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ବାବଦରେ କହିବୁ, ଯାହାକୁ ଆପଣ…

ପିଏମଓର ବରିଷ୍ଠ ଅଧିକାରୀ କହି କାଶ୍ମୀରରେ ବୁଲିଲେ, ଜେଡ ପ୍ଲସ ସୁରକ୍ଷା ପାଇଲେ, ଶେଷରେ ଧରାପଡିଲେ

ଶ୍ରୀନଗର:  ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ବୋଲି କହୁଥିଲେ । ଏହି ନାଁରେ  ବେଶ କିଛି ଦିନ ସରକାରୀ ସୁବିଧା ସୁଯୋଗ ପାଇଲେ ।  Z+ ସିକ୍ୟୁରିଟିର ବି ପାଇଲେ । ଶେଷରେ ଧରାପଡି ମାମୁ ଘରକୁ ଗଲେ ଠକ  କିରଣଭାଇ ପଟେଲ । ତେବେ ୧୦ ଦିନ ତଳୁ ପୋଲିସ ତାଙ୍କୁ ଗିରଫ…

କୋହଲି-ସଚିନଙ୍କଠାରୁ ବି ଅଧିକ ଧନୀ ଗିଲଖ୍ରୀଷ୍ଟ! ମିଛ ରିପୋର୍ଟ ଦେଖି କଟାକ୍ଷ କଲେ ଖେଳାଳି

ନୂଆଦିଲ୍ଲୀ: କ୍ରିକେଟ ଖେଳିବା ବ୍ୟତୀତ ବିଜ୍ଞାପନ, କମେଣ୍ଟ୍ରି ଇତ୍ୟାଦିରୁ କ୍ରିକେଟରମାନେ ବିପୁଳ ଟଙ୍କା ରୋଜଗାର କରନ୍ତି । ନିଜ ଦେଶ ପାଇଁ ଖେଳିବା ବ୍ୟତୀତ ଆଇପିଏଲ ଭଳି ବିଭିନ୍ନ ଲିଗ ମ୍ୟାଚରୁ ମଧ୍ୟ କ୍ରିକେଟରମାନେ ଆୟ କରିଥାନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ କ୍ରିକେଟ…

ଡ୍ରାଇଭର ମହାସଂଘ ନିଷ୍ପତ୍ତି: ସରକାର ଘୋଷଣା ନ କଲା ଯାଏ ଆନ୍ଦୋଳନ ଜାରି ରହିବ

ଭୁବନେଶ୍ୱର: ଡ୍ରାଇଭର ମହାସଂଘର ତୃତୀୟ ଦିନରେ ପହଞ୍ଚିଛି । ଆଜି ଡ୍ରାଇଭର ମହାସଂଘ ଆନ୍ଦୋଳନରୁ ଓହରିବ ବୋଲି ଆଶା କରାଯାଉଥିଲା।   ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର ଏକ ବୈଠକ ବସିଥିଲା ।  ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ…