Latest Odisha News

BREAKING NEWS

ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କୁ ମିଳିଲା ଜାମିନ  । ହାଇକୋର୍ଟ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଛନ୍ତି । ୩ଟି ମାମଲାରୁ ମାତ୍ର ୨ଟି ମାମଲାରେ ଜଗବନ୍ଧୁଙ୍କୁ ମିଳିଛି  ଜାମିନ । ଗୋଟିଏ ମାମଲାରେ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ…

ସୁନା ଭଳି ଦେଖାଯାଉଥିବା ଓସ୍କାର ଟ୍ରଫି ବିକିଲେ ବି ମିଳିପାରିବନି ଦିନଯାକର ଖାଦ୍ୟ

ଲଣ୍ଡନ: ଦୁନିଆର ସବୁଠୁ ବଡ ଚଳଚ୍ଚିତ୍ର ପୁରସ୍କାର 'ଓସ୍କାର' ମନୋରଞ୍ଜନ ଜଗତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଭାବରେ ପରିଚିତ । ଓସ୍କାର ଟ୍ରଫି ପାଇବା ପାଇଁ ଅଭିନେତା/ଅଭିନେତ୍ରୀଙ୍କ ସହ ମନୋରଞ୍ଜନ ଜଗତ ସହ ଜଡିତ ସମସ୍ତ ବ୍ୟକ୍ତି ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରନ୍ତି । କିନ୍ତୁ ଆପଣ…

ଡାକ୍ତରଖାନା ନ ଗଲେ ମଧ୍ୟ ବୀମା ରାଶି ଦାବି କରିପାରିବେ ରୋଗୀ

ଭଦୋଦାରା: ଡାକ୍ତରଖାନାରେ ଭର୍ତ୍ତି ନ ହୋଇ ମଧ୍ୟ ଆପଣ ମେଡିକାଲ ଇନ୍ସ୍ୟୁରାନ୍ସ ଦାବି କରିପାରିବେ । ଏମିତିକି  ୨୪ ଘଣ୍ଟାରୁ କମ ସମୟ  ଡାକ୍ତରଖାନାରେ ରହିଲେ ବି ଆପଣ ଇନ୍ସ୍ୟୁରାନ୍ସ ପାଇଁ ଦାବି କରିପାରିବେ । ଏ ନେଇ ଭଦୋଦାରା କନ୍ୟୁଜମର ଫୋରମ ଏ ନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି ।…

ଆରପାରିରେ ଭେଟେରାନ ଆକ୍ଟର ସମୀର ଖାଖର

ମୁମ୍ବାଇ: ଭେଟେରାନ ଆକ୍ଟର ସମୀର ଖାଖର ଆଉ ନାହାନ୍ତି । ସେ କିଛି ଦିନ ଧରି ଶ୍ୱାସକ୍ରିୟା ଏବଂ କୀଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ୭୧ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ହୋଇ ଯାଇଥିବା ନେଇ ତାଙ୍କ ଭାଇ ଗଣେଶ ଖାଖର ସୂଚନା ଦେଇଛନ୍ତି । ସମୀର ଖାଖର ଟିଭି ସିରିଏଲ ନୁକ୍କଡରେ…

ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ସଂଘ; ରାଜରାସ୍ତାକୁ ଓହ୍ଲାଇ ଗର୍ଜିଲେଣି ଡ୍ରାଇଭର

ଭୁବନେଶ୍ୱର : ଜିଦ୍‌ରେ ଅଟଳ ଅଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ । ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ କରୁଛନ୍ତି ଜୋରଦାର । ଏବେଠୁ ଦେଖା ଗଲାଣି ଟ୍ରାଫିକ ସମସ୍ୟା । ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା । ଉଚିତ ଦରମା, ଚାକିରି ସୁରକ୍ଷା,…

ମିଛ ନୁହେଁ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଆଜିକାଲି ଆଉ କିଏ କଣ ମିଛ କହୁଛନ୍ତି? ନା, ଏବେ ସମସ୍ତେ ସତ କହିବା ଶିଖିଯାଇଛନ୍ତି । ଆଜ୍ଞା ! ଆପଣମାନେ ଅନୁସନ୍ଧାନ କରୁନାହାନ୍ତି ! ବଳେ ଜାଣିଯିବେନି! ଏମିତିକା ଏତେ ସତ କହୁଛନ୍ତି ଯେ, କେହି ମିଛବୋଲି କହି ପାରିବେନି । ବାପା କହିଲେ ପୁଅରେ! ମୁଁ ଘରେ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତାଙ୍କ କଥାର ମାୟାଜାଲ ଭିତରେ ଆମେ ସମସ୍ତେ ଛନ୍ଦି ହୋଇଯାଇଥିଲୁ । କାହାର କିଛି କହିବାର ନଥିଲା । ସେ ଦିଲ୍ଲୀ ଯିବା ଦିନ ଶୋଇଥିବା ପୁଅକୁ ଛାତି ଉପରକୁ ଉଠାଇ ଆଣି, ତା’ର କୁନି ଓଠରେ ଚୁମା ଦେଇଥିଲେ । ମୋ ମୁଣ୍ଡରେ…

କବିତା : ଫୁଲଶର

ଗଦାଧର ସାହୁ ଫୁଲ ସବାରୀରେ ବସି ଫଗୁଣ ଆସିଛି ମୋ କାନରେ ତୁମ କଥା କହେ ହସି ହସି । ତା ଚୋରା ଚଇତି କରେ ତୁମ ଚିତ୍ତ ଚୋରି ମୋ ଚିତ୍ତ କେତେ ସହିବ କେତେ ଧୈର୍ଯ୍ଯ ଧରି । ଆହୁରି ଡରାଏ ମୋତେ ତୁମେ ଆନମନା ତା ପରଶ କାଉଁରିରେ ମୁଁ ମନେ ପଡେନା । ଫୁଲ ଫଗୁଣ ଫଗୁରେ ଯେତେ…

ଅରୁଆ ଭାତ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ….

ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଭାତ ପ୍ରମୁଖ ଖାଦ୍ୟ । ଭାତ ଖାଇବାକୁ ସମସ୍ତେ ଅଧିକ ପସନ୍ଦ କରିଥାଆନ୍ତି । ଅଧିକାଂଶ ଲୋକେ ଦିନରେ ଭାତ ଖାଇବା ସହ ରାତିରେ ଭାତ ଖାଇଥାଆନ୍ତି । କିଛି ଲୋକ ଉଷୁନା ଭାତ ଖାଉବାକୁ ଭଲ ପାଉଥିବା ବେଳେ ଅନ୍ୟ କିଛି ଲୋକ ଅରୁଆ ଭାତ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି ।…

ବିଜୟ ନାୟକଙ୍କ ପ୍ରବନ୍ଧ ସଙ୍କଳନ ‘କଳ୍ପନାର ବାସ୍ତବତା’ର କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ନୂଆଦିଲ୍ଲୀ : ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ପ୍ରବନ୍ଧ ସଙ୍କଳନ “କଳ୍ପନାର ବାସ୍ତବତା”ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରରେ ସାଂସଦ ଭତୃହରି ମହତାବ, ଲେଖିକା ପ୍ରତିଭା ରାୟ, ବିଶିଷ୍ଟ କବି ଅମରେନ୍ଦ୍ର ଖଟୁଆ ପ୍ରମୁଖ ଅତିଥି ଭାବରେ…