ନାଟୁ ନାଟୁ ଗୀତର ତାଳେ ତାଳେ ନାଚିଲେ ଆମେରିକୀୟ ପୋଲିସ
ମୁମ୍ବାଇ: ଓସ୍କାର ଜିତିବା ପରେ ନାଟୁ ନାଟୁ ଗୀତର ଚାହିଦା ଏବେ ସାରା ବିଶ୍ୱରେ ବଢିଛି । ଏହି ଗୀତ ବାଜିବା କ୍ଷଣି ଗୋଡ଼ ଉଠିବା ସ୍ୱଭାବିକ । କେବଳ ଭାରତ କାହିଁକି, ସମଗ୍ର ବିଶ୍ୱରେ ଲୋକମାନେ ଏହି ଗୀତ ନାଟୁ-ନାଟୁରେ ନାଚିବାରେ ନିଜକୁ ଅଟକାଇ ପାରୁ ନାହାନ୍ତି । ଏବେ ଏହି ଗୀତର ଏକ ଭିଡିଓ…