ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ପୂର୍ବରୁ ବିପକ୍ଷଙ୍କୁ ମୋଦିଙ୍କ ଟାର୍ଗେଟ: କନ୍ଦାକଟା କରିବା ପାଇଁ ବହୁତ ସମୟ ଅଛି
ନୂଆଦିଲ୍ଲୀ:ଆରମ୍ଭ ହୋଇଛି ସଂସଦର ବିଶେଷ ଅଧିବେଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚିଛନ୍ତି । ବିଶେଷ ଅଧିବେଶନ ପୂର୍ବରୁ ସେ ମିଡିଆକୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୨ର ସଫଳତାଠାରୁ ଆରମ୍ଭ କରି ଜି-୨୦ର ସଫଳତା ପର୍ଯ୍ୟନ୍ତ ସବିଶେଷ ବିବରଣୀ…