Latest Odisha News

BREAKING NEWS

ନୂଆ ଲୁକ୍‌ରେ ପୁଣି ଆସିଲେ ଉର୍ଫି: ହଟ୍ ଡ଼୍ରେସରେ ଅଜବ ଷ୍ଟାଇଲ

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ୍ ସୋସିଆଲ ମିଡିଆ ସେନ୍‌ସ୍‌ସ ପାଲଟିଛନ୍ତି । ସେ ନିଜର ଅଜବ ପୋଷାକ ବା ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ଏଭଳି ଭିନ୍ନ ଭିନ୍ନ ପୋଷାକ ଦେଖି ଲୋକେ ଚକିତ ହୋଇଯାଆନ୍ତି । ଏବେ ତାଙ୍କୁ ପୁଣି ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି, ଯାହାକୁ…

ଧର୍ମେନ୍ଦ୍ରଙ୍କ ଅନୁରୋଧ ରଖିଲେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ; ସେତୁ ନିର୍ମାଣ ପାଇଁ ମଞ୍ଜୁର କଲେ ୨୮୭ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ  ।  ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସଓ୍ୱାଇ) ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ…

ରଥକାଠ ସଂଗ୍ରହ ସମ୍ପର୍କିତ ବୈଠକ ଅନୁଷ୍ଠିତ

ପୁରୀ: ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତ ଙ୍କ ଭାବାବେଗ ରଥଯାତ୍ରା ସହ ଜଡ଼ିତ । ତେଣୁ ରଥଯାତ୍ରାର ମୁଖ୍ୟ ଆଧାର ଶ୍ରୀଜୀଉ ମାନଙ୍କ ରଥ ନିର୍ମାଣ ପାଇଁ ସମସ୍ତେ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ପରାମର୍ଶ ଦେଇଛନ୍ତି…

ନିଜ ଦେହରେ ପତ୍ନୀଙ୍କ ମୁହଁ ଆକୃତିର ଟାଟୁ କଲେ ସ୍ୱାମୀ, ପତ୍ନୀ ଦେଖି ଖପ୍ପା

ପ୍ରେମ ବ୍ୟକ୍ତ କରିବାକୁ ଆଜିକାଲି ଶରୀରରେ ଟାଟୁ କରିବା ଏକ ସାଧାରଣ କଥା ହୋଇଗଲାଣି । ଅଧିକାଂଶ ଲୋକେ ନିଜ ପ୍ରିୟ ଲୋକଙ୍କ ନାଁକୁ ହିଁ ଶରୀରରେ ଟାଟୁ କରିଥାନ୍ତି । କିନ୍ତୁ ଏଠି ଏମିତି ଜଣେ ବ୍ୟକ୍ତି ଯିଏ ନିଜ ପ୍ରେମ ବ୍ୟକ୍ତ କରିବାକୁ ନୁହେଁ, ମଜାରେ ମଜାରେ ନିଜ ପତ୍ନୀଙ୍କ ମୁହଁ ଆକୃତିର…

ବିଧାନସଭାରେ ହାତୀଙ୍କ ହିସାବ ନିକାଶ ! ୧୦ ବର୍ଷ ଭିତରେ ମରିଛନ୍ତି ୭୮୪ ଓ ମାରିଛନ୍ତି ୯୨୫ ମଣିଷ

ଭୁବନେଶ୍ବର : ଗତ ୧୦ ବର୍ଷ ଭିତରେ, ଅର୍ଥାତ ୨୦୧୨-୨୦୨୨ ମଧ୍ୟରେ ରାଜ୍ୟରେ ୭୮୪ ହାତୀ ପ୍ରାଣ ହରାଇଛନ୍ତି ଓ ହାତୀଙ୍କ ଆକ୍ରମଣରେ ୯୨୫ ଜଣ ଲୋକଙ୍କର ଜୀବନ ହରାଇଛନ୍ତି । ହାତୀ ଓ ମଣିଷ ଲଢେଇରେ କାହାର କେତେ ଜୀବନ ଯାଇଛି, ଏନେଇ ଆଜି ବିଧାନସଭାରେ ବିସ୍ତୃତ ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ…

ବର୍ଷାଙ୍କୁ ଅନୁଭବଙ୍କ ଆକୁଳ ନିବେଦନ: ଆପୋଷ ବୁଝାମଣା କରି ଯଥାଶୀଘ୍ର ଅଲଗା ହୁଅ

ଭୁବନେଶ୍ୱର:କିଛି ଦିନ ଧରି ନିରବି ଯାଇଥିବା ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଝଡ ପୁଣି  ସୋସିଆଲ ମିଡିଆରେ ଉଠିଛି । କିଛି ସମୟ ପୂର୍ବରୁ ନିଜ ଟୁଇଟର ପେଜରେ ଅନୁଭବ କରିଥିବା ଟୁଇଟକୁ ନେଇ ଏହି ଦାମ୍ପତ୍ୟ କଳି ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଟୁଇଟରେ ଅନୁଭବ ବର୍ଷାଙ୍କୁ ତାଙ୍କ ଜୀବନରୁ ଏବଂ…

୫ ଦିନ ପ୍ରାକ୍ ମୌସୁମୀ କାଳବୈଶାଖୀ ବର୍ଷା, କଣ କରିବେ ଚାଷୀ ?

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ଯାଏ ଘଡ଼ଘଡ଼ି ବର୍ଷା ହେବ । ଯାହାକୁ ନେଇ ପାଣିପାଗ ବିଭାଗ ଅନେକ ଜିଲ୍ଲାକୁ ୧୯ ତାରିଖ ସକାଳ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୬ ତାରିଖରୁ କାଳବୈଶାଖୀ ବର୍ଷା ସହ ପବନର ବେଗ ବଢ଼ିବା ଆଶଙ୍କା କରାଯାଉଛି । ଯାହାକୁ ନେଇ…

ଓସ୍କାର ପୁରସ୍କାର ପାଇଁ ମୋଦୀ ଜୀ ଶ୍ରେୟ ନେବାକଥା ନୁହେଁ; କଂଗ୍ରେସ ନେତା ଖଡଗେ

ନୂଆଦିଲ୍ଲୀ: ରାଜାମୌଲିଙ୍କ ଫିଲ୍ମ RRRର ନାଟୁ ନାଟୁ ଗୀତ ଆମେରିକାରେ ଓସ୍କାର ପୁରସ୍କାର ଜିତିବା ପରେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ମଙ୍ଗଳବାର ରାଜ୍ୟସଭାରେ ବି ଏହାର ଚର୍ଚ୍ଚା ଦେଖିବାକୁ ମିଳିଥିଲା। ତେବେ ଫିଲ୍ମ ପୁରସ୍କାର ପାଇଲା ଦେଶ ପାଇଁ ଗର୍ବର କଥା ହେଲେ କେନ୍ଦ୍ର ସରକାର…

ହିନ୍ଦୁ ଧର୍ମର ପ୍ରଚାର ନାଁରେ ଅବମାନନା କରାଯାଉଥିବା ଅଭିଯୋଗ; ମାମଲା ଥାନାରେ

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ମନ୍ଦିରରେ ତୀର୍ଥଯାତ୍ରୀଙ୍କୁ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ଦେଖାଇବା ନାଁରେ ହିନ୍ଦୁ ଧର୍ମର ଅବମାନନା କରୁଥିବା ଅଭିଯୋଗ ଆଣି ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଜିତୁ ମିଶ୍ରଙ୍କ ନାମରେ ଏକ ଅଭିଯୋଗ ଦାଏର କରାଯାଇଛି ।  ପ୍ରଫୁଲ୍ଲ କୁମାର ସ୍ୱାଇଁ ଏହି…

ଚଳିତ ବର୍ଷରୁ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପାଥୋଲୋଜି ପାଠ୍ୟକ୍ରମ

କଟକ: କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକତ୍ତୋର କ୍ୟାନସର୍ ପ୍ରତିଷ୍ଠାନରେ ନିଦାନ ଶାସ୍ତ୍ର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଖୋଲିବା ପାଇଁ ଜାତୀୟ ମେଡିକାଲ୍ କାଉନସିଲ୍ ତରଫରୁ ସ୍ୱୀକୃତି ପ୍ରକାଶ କରାଯାଇଛି । ୪ ଟି ସିଟ୍ ପାଇଁ ଏହି ସ୍ୱୀକୃତି ମିଳିଛି । ଏଥିପାଇଁ ଚଳିତବର୍ଷ ଫେବ୍ରୁଆରୀ…