Latest Odisha News

BREAKING NEWS

ପୁରୀରେ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଡକାଯିବ ଟେଣ୍ଡର

ପୁରୀ: ଖୁବଶୀଘ୍ର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ । ଏଥିପାଇଁ ଟେଣ୍ଡର ଡକାଯିବା ପରେ ଭୂମିପୂଜନ କରାଯାଇ ଗୁରୁକୂଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସମୁଦାୟ ୩୨ ଏକର ଜମିରେ ଏକାଡେମିକ ଭବନ, ଯଜ୍ଞ ଶାଳା, ଖେଳ ପଡ଼ିଆ, ହଷ୍ଟେଲ ଆଦି ନିର୍ମାଣ କରାଯିବ ।…

ଅଜବ ନିୟମ: ପେଟପୁରା ଖାଆନ୍ତୁ, ନଷ୍ଟ କଲେ ଭରିବେ ଜରିମାନା

ଇନ୍ଦୋର: ୬୦ ଟଙ୍କାରେ ପେଟ ଭରି ଖାଆନ୍ତୁ । କିନ୍ତୁ ଖାଦ୍ୟ ନଷ୍ଟ କଲେ ଜରିମାନା ଭରିବାକୁ ପଡ଼ିବ । ଏମିତି ଅଜବ ନିୟମ ରଖିଛି ଇନ୍ଦୋର ସହରରେ ଥିବା ଏକ ହୋଟେଲ, ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଜରିମାନା ସମ୍ବନ୍ଧୀୟ ସୂଚନା ମଧ୍ୟ ହୋଟେଲ କାନ୍ଥରେ ଉଲ୍ଲେଖ ରହିଛି ।…

ଓଡ଼ିଶା ସଚିବାଳୟ ସେବା ସଂଘ ପକ୍ଷରୁ କାର୍ଯ୍ୟକ୍ରମ ‘ଅଭ୍ୟାନ୍ନ’ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ସେବା ସଂଘ ତରଫରୁ ଲୋକ ସେବା ଭବନ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ 'ଅଭ୍ୟାନ୍ନ' ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କାର୍ଯ୍ୟକ୍ରମକୁ…

ବେଦାନ୍ତ ଆଲୁମିନିୟମ୍ ଓ ଡାଲମିଆ ସିମେଣ୍ଟ ସହଯୋଗିତାରେ ଉତ୍ପାଦନ ହେବ ସ୍ୱଳ୍ପ କାର୍ବନ ସିମେଣ୍ଟ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଡାଲମିଆ ସିମେଣ୍ଟସହିତ ଫ୍ଲାଏ ଆଶ ପାଉଁଶ ଭଳି ଶିଳ୍ପ ବର୍ଜ୍ୟବସ୍ତୁ ଯୋଗାଣ ପାଇଁ ଦୀର୍ଘଦିନ ହେଲା ସହଯୋଗିତା କରି ଆସୁଛି ଓ ସ୍ୱଳ୍ପ ଅଙ୍ଗାରକାମ୍ଳ ସିମେଣ୍ଟ ଉତ୍ପାଦନ ପାଇଁ ପଟ ଲାଇନିଂ ଖର୍ଚ୍ଚ କରୁଛି । ଏହି…

ଇତିହାସ ରଚିଲା: ୭ଟି ଓସ୍କାର ଆୱାର୍ଡ ହାତେଇଲା ହଲିଉଡ଼ ଫିଲ୍ମ

ମୁମ୍ବାଇ: ସଦ୍ୟଘୋଷିତ ୯୫ ତମ ଓସ୍କାର ଆୱାର୍ଡ ଉତ୍ସବରେ ଭାରତ ଦୁଇଟି ପୁରସ୍କାର ଜିତିଛି, ଯାହାକୁ ନେଇ ସାରା ଦେଶ ଗର୍ବ କରିଛି । ଏଭଳି ସମୟରେ ଏହି ଓସ୍କାର ଆୱାର୍ଡ ଉତ୍ସବରେ ହଲିଉଡର ଏକ ଫିଲ୍ମ ଏକାଥରକେ ୭ଟି ଆୱାର୍ଡ ହାତେଇ ଇତିହାସ ରଚିଛି । ଫିଲ୍ମଟି ହେଲା ‘ଏଭ୍ରିଥିଙ୍ଗ ଏଭ୍ରିହୋୟାର ଅଲ…

ବିବାହର ୧୮ ବର୍ଷ ପରେ ମାଆ ହେଲେ ଅଭିନେତ୍ରୀ ଶିଳ୍ପା

ମୁମ୍ବାଇ: ବିବାହର ଦୀର୍ଘ ୧୮ ବର୍ଷ ପରେ ମାଆ ହୋଇଛନ୍ତି ଟେଲି ଅଭିନେତ୍ରୀ ଶିଳ୍ପା ସାକଲାନି । ଶିଳ୍ପା ନିକଟରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ମାଆ ହେବା ପରେ ସେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି । ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ‘କ୍ୟୁଙ୍କି ସାସ୍ ଭି କଭି ବୋହୂ ଥି'ରେ…

ବିରଳ ପ୍ରଜାତିର ଧଳା ହରିଣକୁ ନେଇ ଚର୍ଚ୍ଚା

ୟୁପି: ଆଜିକାଲି ଭାରତୀୟ ବନ ସେବାର ଅନେକ ଅଧିକାରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ଅନେକ ଅଧିକାରୀ ଏପରି ଭିଡିଓ ଏବଂ ଫଟୋ ପୋଷ୍ଟ କରୁଛନ୍ତି ଯେଉଁଠାରୁ ଆମେ ବନ୍ୟ ଜନ୍ତୁ ଏବଂ ଜଙ୍ଗଲ ବିଷୟରେ ବହୁତ ସୂଚନା ପାଇପାରୁଛୁ । ନିକଟରେ ଜଣେ ଆଇଏଫଏସ ଅଧିକାରୀ ଏକ ବିରଳ ଆଲବିନୋ ହରିଣର ଫଟୋ…

୧୦ ବର୍ଷରେ ଓଡିଶାରେ କେତୋଟି ମାମଲାରେ ତଦନ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ ? ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ କ୍ରାଇମବ୍ରାଞ୍ଚର ତଦନ୍ତ କାର୍ଯ୍ୟକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ରାଜ୍ୟରେ ଗତ ୧୦ ବର୍ଷ (୨୦୧୩ରୁ ୨୦୨୨) ମଧ୍ୟ‌ରେ କ୍ରାଇମ୍‌ବ୍ରାଞ୍ଚ ମୋଟ ୨୨୫ଟି ମାମଲାର ତଦନ୍ତ କରିଛି…

କିଏ ଦଖଲ କରିବ ନବଙ୍କ ଗଡ଼ ?

ଭୁବନେଶ୍ୱର: ଉପନିର୍ବାଚନ ଘୋଷଣା ହୋଇନି ଆରମ୍ଭ ହୋଇଗଲାଣି ଲଢେଇ। ଏମିତି କିଛି ଦେଖିବାକୁ ମିଳିଛି ଝାରସୁଗୁଡ଼ାରେ। ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ରହିଛି। କୋଉ ମୁହୂର୍ତ୍ତରେ ସେଠାରେ ଉପନିର୍ବାଚନ ଘୋଷଣା ହୋଇପାରେ। କିନ୍ତୁ ଏହାର ବହୁ ପୂର୍ବରୁ ଦଳୀୟ ଟିକେଟ ଆଶାୟୀଙ୍କ…

ଝାରସୁଗୁଡାରୁ କିଏ ହେବ ବିଜେଡି ପ୍ରାର୍ଥୀ ଦୀପାଳି ନା ଚାର୍ଭି ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାବେଳେ ବିଜେଡି ଟିକେଟ କିଏ ନେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୈତିକ ଲଢେଇ ତୀଵ୍ରରୁ ତୀବ୍ରତର ହେବାରେ ଲାଗିଛି। ସେହିପରି ସମାନ୍ତରାଳ ଭାବେ ବିଜେଡି ଟିକେଟ ପାଇଁ ପ୍ରମୁଖ…