Latest Odisha News

BREAKING NEWS

ନିର୍ବାଚନରେ ବିଜୟୀ ହେବାକୁ ଚେଷ୍ଟା କର, ବିଜେପିର ସନାତନ ଧର୍ମ ପ୍ରସଙ୍ଗରୁ ନିବୃତ୍ତ ରୁହ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ରଣନୀତି ଉପରେ ଧ୍ୟାନ ଦେବାକୁ କଂଗ୍ରେସ ନେତାମାନଙ୍କୁ ରାହୁଲ ଶନିବାର ଆହ୍ୱାନ ଦେଇଛନ୍ତି। ସନାତନ ଧର୍ମକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଦୂରେଇ ରହିବାକୁ ରାହୁଲ ଦଳୀୟ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପିଜୁଳି

ଦିଲ୍ଲୀ: ପିଜୁଳି ହେଉଛି ଏକ ଏମିତି ଫଳ  । ଯାହାକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି  । ପିଜୁଳିର ମୂଲ୍ୟ ବେଶୀ ଅଧିକ ନୁହେଁ , ମାତ୍ର ଶରୀର ପାଇଁ ଏହା ବହୁ ଉପକାରୀ  ।   ଆସନ୍ତୁ ଜାଣିବା ପିଜୁଳି ଖାଇବା ଆମ ଶରୀର ପାଇଁ କେତେ ଉପକାରୀ । ପିଜୁଳିକୁ ଭିଟାମିନ୍ ସି ର ଏକ ସମୃଦ୍ଧ ଉତ୍ସ…

ଗଳ୍ପ : ଟିକେ ଆଧୁନିକା

ଅଳକା ମହାପାତ୍ର  ଝିଅ ମୋର , ଉଚ୍ଚ ଶିକ୍ଷିତ ମଲ୍ଟି ନେସନାଲ କମ୍ପାନୀରେ ଉଚ୍ଚ ପଦବୀରେ ଅଧିଷ୍ଠିତ । ମନ ଲାଖି ବର ନିଜେ ପସନ୍ଦ କରି ବାହା ହେଇଛି । ଜ୍ବାଇଁ ବାବୁ, ଭାରି ଭଲ ପାଆନ୍ତି ମୋ ଝିଅକୁ । ତା ଇଶାରାରେ ଉଠ ବସ ହୁଅନ୍ତି । ମେଡ ସର୍ଭେଣ୍ଟ କିମ୍ବା କୁକ୍ ଠିକ୍ ସମୟରେ ନ ପହଞ୍ଚିଲେ…

ଶିଶୁ ଗପ : ଦୁଇ ସାଙ୍ଗ

କୁଞ୍ଜ ବିହାରୀ ସାହୁ ସବୁଦିନ ରମେଶ ତା ସାଥୀ ସୁରେଶ ସହ ସ୍କୁଲକୁ ଯାଏ । ବାଟରେ ଗପି ଗପି ସ୍କୁଲରେ ପହଞ୍ଚି ଯାଆନ୍ତି । ପ୍ରାର୍ଥନା ସମୟରେ ଧାଡ଼ିରେ ଠିଆ ହୋଇ ଆହେ ଦୟାମୟ ବିଶ୍ୱବିହାରୀ .. ଗୀତ ବୋଲନ୍ତି । ଗୁରୁଜୀ ଗୁରୁମାମାନେ ନିତିଶିକ୍ଷା ଦିଅନ୍ତି ଛୋଟ ଗପଟେ କହି । ରମେଶ ଓ…

କବିତା : ଭୋଦୁଅ କଇଁ

ରାଜ କିଶୋର ନାୟକ କାଦୁଆ ମାଟିରେ ଭୋଦୁର କଇଁ ରଙ୍ଗ ଧୋବ ଫରଫର ଦିଦି ତୋଳୁଥିଲା ଭାଲୁକୁଣୀ ପାଇଁ ପଢି କେତେ ଯେ ମନ୍ତର ସେ ମନ୍ତ୍ରରେ ଥିଲା ଅନେକ ବେଦନା କୋହ ଭରା ମୁହୂର୍ତ୍ତର ଜୀବନର କିଛି ଅଭୁଲା ସ୍ମୃତିକୁ ମନ୍ଥୁଥିଲା ବାରମ୍ବାର ଯାଇଛି ସେ ବେଳ ଆସିବନି ଫେରି ତଥାପି ମନ…

ଆଜି ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ: ବାଲୁକାକଳା ଜରିଆରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ପବିତ୍ର ବିଶ୍ବକର୍ମା ପୂଜା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ। ଏହି ଅବସରରେ ଆଜିଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ବିଶ୍ବକର୍ମା ଯୋଜନା  ।  ସାରା ଭାରତରେ ତାଙ୍କର ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି  । ୧୯୫୦ ମସିହା ଆଜିର ଦିନରେ…

କଲେଜରେ ଲାଗିବ ସରକାରୀ ଯୋଜନାର ହୋର୍ଡିଂ, ଶିକ୍ଷାବିତ୍ କହିଲେ ନଷ୍ଟ ହୋଇପାରେ ଶୈକ୍ଷିକ ମାହୋଲ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ହୋର୍ଡିଂ ଲାଗିବ। ଏଥିସହ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ବ୍ୟବସ୍ଥା ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ…

ଭାଷା ଭାଗବତ : ସଦ୍ୟତମ ଜ୍ଞାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ ଭାଷାର ବିସ୍ତୃତ ସଂସାର ' ସାହିତ୍ୟ ' କ୍ଷୁଦ୍ରାଂଶ ତହିଁର ବହିରେ ତତ୍କାଳୀନ ଜ୍ଞାନ କରେ ସର୍ବଦା ଅବସ୍ଥାନ ଅନେକ ଗ୍ରଂଥାଶ୍ରିତ ଜନ ସଂଗ୍ରହ କରି ବାସି ଜ୍ଞାନ କରଂତି ସଜ ବୋଲି ଦାବି ଏଯାଏଁ ନୁହଂତି ପ୍ରଭାବୀ ଲୋକଂକ…

ପରଲୋକରେ ଗୀତା ମେହେଟ୍ଟା: ଶେଷ ଦର୍ଶନ ପାଇଁ ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପରଲୋକରେ ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଛି  । ଗତକାଲି ଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି  । ୧୯୪୩ ମସିହାରେ ନୂଆଦିଲ୍ଲୀରେ ସେ ଜନ୍ମଗ୍ରହଣ କରିଥିଲେ  । ସେ ହେଉଛନ୍ତି…

ଓଡ଼ିଶାର ୪ ଜଣ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୮୪ ଜଣ କଳାକାରଙ୍କ ମଧ୍ୟରୁ ଓଡ଼ିଶାର ୪ ଜଣ ବରିଷ୍ଠ କଳାକାରଙ୍କୁ ମର୍ଯ୍ୟାଦାଜନକ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ କରାଯାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ୭୫ ବର୍ଷରୁ ଅଧିକ ବୟସର ୮୪ ଜଣ କଳାକାରଙ୍କୁ 'ଆଜାଦୀ କା ଅମୃତ…