Latest Odisha News

BREAKING NEWS

ମୋଦିଙ୍କୁ ଖଡଗେଙ୍କ ଟାର୍ଗେଟ ! କହିଲେ, ତାନାଶାହ ପରି ଦେଶ ଚଳାଉଛନ୍ତି ପିଏମ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ସଂସଦ ପରିସରରେ ପରୋକ୍ଷରେ ତାନାଶାହ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ଗଣମାଧ୍ୟମରେ ଖଡଗେ କହିଛନ୍ତି, ମୋଦି ନିଜେ ଗଣତନ୍ତ୍ରର ହତ୍ୟା କରୁଛନ୍ତି ଓ କେନ୍ଦ୍ରୀୟ ଏଜେନସିର ଅପବ୍ୟବହାର କରୁଛନ୍ତି, ଯେଉଁଠି…

କରଜରେ ଡୁବି ଗଲାଣି ପାକିସ୍ତାନ, ଶ୍ରୀଲଙ୍କା ଭ‌ଳି ହେବା ପରିସ୍ଥିତି !

ପଡୋଶୀ ପାକିସ୍ତାନର ହାଲ୍ ଏବେ ଆହୁରି ବେହାଲ ! 20 ଲକ୍ଷ କୋଟିର ବୈଦେଶିକ ଋଣ, ଖରାପ ଅର୍ଥ ବ୍ୟବସ୍ଥା ଓ ରାଜନୈତିକ ଅସ୍ଥିରତା ଭିତରେ ପେଶି ହେଉଛନ୍ତି ପାକିସ୍ତାନର ବାସିନ୍ଦା. ଏସବୁ ଭିତରେ ଦେଶର ସ୍ଥିତି ସୁଧାରିବାକୁ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ସମ୍ଭବ ହେବ…

ସ୍କୁଲ ଛାତରୁ ଖସୁଛି ଅତଡ଼ା, ମଣ୍ଡପରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା

ନୂଆପଡ଼ା : ଭୁଶୁଡିପଡିଛି ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା ଅବସ୍ଥାରେ ପଡି ରହିଛି ପ୍ରାଥମିକ ସ୍କୁଲ। ମଣ୍ଡପରେ ଚାଲିଛି ପାଠ ପଢା  । ଏ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଠାରେ ଥିବା ଶବରପଡା ସରକାରୀ ପ୍ରକଳ୍ପ ପଥମିକ ବିଦ୍ୟାଳୟର ଅବସ୍ଥା  । ସ୍କୁଲ ଘର ଭାଙ୍ଗିଯିବାରୁ…

ଦିଲ୍ଲୀରେ ବଢିଲା ବିଧାୟକ ଓ ମନ୍ତ୍ରୀଙ୍କ ବେତନ: ଜାଣନ୍ତୁ, ମାସିକ କିଏ ପାଇବେ କେତେ ଦରମା

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା । ଦିଲ୍ଲୀ ବିଧାନସଭାର ବିଧାୟକଙ୍କ ଦରମାରେ ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ଘଟିଛି । ସଂଶୋଧିତ  ବେତନ ହାର ଅନୁଯାୟୀ ବିଧାୟକମାନେ ମାସିକ ୯୦ ହଜାର ଟଙ୍କା ବେତନ ପାଇବେ । ବର୍ତ୍ତମାନ ବିଧାୟକଙ୍କ ମାସିକ ଦରମା  ୫୪  ହଜାର ଟଙ୍କା…

ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଭାରତ ପାଇଁ ଏକ ଐତିହାସିକ ଦିନ । ଏସଏସ ରାଜେମୌଲିଙ୍କର ଫିଲ୍ମ RRRର ନାଟୁ ନାଟୁ ଗୀତକୁ ମିଳିଛି ଓସ୍କାର ସମ୍ମାନ । ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନୋମିନେଟେ ହୋଇଥିଲା ନାଟୁ-ନାଟୁ ଗୀତ । ଶେଷରେ ସବୁ ଗୀତକୁ ପଛରେ ପକାଇ ଓସ୍କାର ପୁରସ୍କାର ହାତେଇଛି  ‘ନାଟୁ ନାଟୁ’ ଗୀତ…

ଭାରତକୁ ଡବ୍ଲ୍ୟୁଟିସି ଫାଇନାଲ ଟିକେଟ ଉପହାର ଦେଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଚମତ୍କାର ପ୍ରଦର୍ଶନ ଯୋଗୁ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଟେଷ୍ଟରେ ବିଜୟ ହାସଲ ଏକ ପ୍ରକାର ଜରୁରୀ ହୋଇ ପଡିଥିଲା । ତେବେ ନ୍ୟୁଜିଲାଣ୍ଡ ସଂଘର୍ଷପୂର୍ଣ୍ଣ…

ହକି ପ୍ରୋ ଲିଗ:ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବୃହତ ବିଜୟ

ରାଉରକେଲା: ହରମନପ୍ରୀତ ସିଂଙ୍କ ହ୍ୟାଟ୍ରିକ ବୋଲ ବଳରେ ଭାରତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ହକି ପ୍ରୋ ଲିଗ ମୁକାବିଲାରେ ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ପରାସ୍ତ କରିଛି । ହରମନପ୍ରୀତ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ୧୩ତମ, ୧୪ତମ ଓ ୫୫ତମ ମିନିଟରେ ୩ଟି ଯାକ ଗୋଲ କରିଥିଲେ । ପ୍ରଥମ…

ନିଧି ଗର୍ଗଙ୍କ ଅନୂଦିତ ପୁସ୍ତକ ‘ବୁଦ୍ଧମ୍ ଶରଣମ୍’ ରାଜ୍ଯପାଳଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ବର : ନିଧି ଗର୍ଗଙ୍କ ଅନୂଦିତ ପୁସ୍ତକ 'ବୁଦ୍ଧମ୍ ଶରଣମ୍' ରାଜ୍ୟପାଳ  ଗଣେଶୀ ଲାଲଙ୍କ କର କମଳରେ ରାଜ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଅନୁବାଦିକାଙ୍କ ସହ ନମ୍ରତା ଚଢା, ବିଜୟ ଗର୍ଗ, ରାକେଶ ଗର୍ଗ ଏବଂ ସୁରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।…

ଯାତ୍ରୀଙ୍କ ମୃ୍ତ୍ୟୁ ଘଟିବାରୁ କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ପାକିସ୍ତାନ କରାଚି ସ୍ଥିତ ଜିନ୍ନା ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ  କଲା ଇଣ୍ଡିଗୋ ବିମାନ । ବିମାନଟି ଦୁବାଇ ଅଭିମୁଖେ ଯାଉଥିବାବେଳେ ଏହାକୁ କରାଚିରେ ଅବତରଣ  କରାଯାଇଥିଲା । ବିମାନରେ ଯାଉଥିବା ଜଣେ ନାଇଜେରିଆନ ନାଗରିକଙ୍କର ହଠାତ ମୃତ୍ୟୁ ଘଟିବାରୁ ଏହାକୁ ଜରୁରୀ…

ଏଥର ପୂର୍ବତନ ପତି ନବୀନ କହିଲେ, ସ୍ୱାତୀ ମିଛ କହୁଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କ ବୟାନ ସାରା ଦେଶରେ ଝଡ ସୃଷ୍ଟି କରିଥିଲା । ଏହାର ମୂଖ୍ୟ କାରଣ ଥିଲା ସେ ତାଙ୍କ ବାପାଙ୍କ ବିରୋଧରେ ଯୌନ ଶୋଷଣ ପରି ମାରାତ୍ମକ ଅଭିଯୋଗ ଆଣିଥିଲେ । ରବିବାର ବିଜେପି ପକ୍ଷରୁ ସ୍ୱାତୀଙ୍କ ବୟାନ ନେଇ ଟାର୍ଗେଡ କରାଯାଇଥିଲା ।…