ସିଂଘମ ଏଗେନରେ ଟାଇଗରଙ୍କ ଏଂଟ୍ରି, ଫାଷ୍ଟ ଲୁକ ଜାରୀ
ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ବହୂ ପ୍ରତିକ୍ଷୀତ ସିଂଘମ ଏଗେନରେ ଟାଇଗର ଶ୍ରଫଙ୍କ ଏଂଟ୍ରି ହୋଇଛି । ମେକର୍ସଙ୍କ ପକ୍ଷରୁ ଏହାରୁ ଫାଷ୍ଟ ଲୁକ ଜାରୀ କରାଯାଇଛି । କପ ୟୁନିଭର୍ସର ଏହି ଫିଲ୍ମରେ ଅଜୟ ଦେବଗାନ, ରଣବୀର ସିଂ, ଅକ୍ଷୟ କୁମାର ଅଭିନୟ କରୁଛନ୍ତି । କିଛି ଦିନ ତଳେ ଦୀପିକା ପାଦୁକୋନଙ୍କ…