Latest Odisha News

BREAKING NEWS

ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ଲୋମଟାଙ୍କୁରା ବୟାନ; ବାପା କରୁଥୁଲେ ଯୌନଶୋଷଣ

ନୂଆଦିଲ୍ଲୀ : ପିଲାବେଳେ ବାପା ମୋର ବାରମ୍ବାର ଯୌନଶୋଷଣ କରୁଥିଲେ । ଏକଥା ନିଜେ କହିଛନ୍ତି, ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ। ସ୍ୱାତୀ କହିଛନ୍ତି, ମୋ ପିଲାବେଳେ ମୋ ବାପା ମୋର ବାରମ୍ବାର ଯୌନଶୋଷଣ କରୁଥିଲେ । ସେ ଯେବେବି ଘରକୁ ଆସୁଥିଲେ, ମୁଁ ଡରି ଯାଉଥିଲି, ଭୟରେ ଶେଜ…

ସତ୍ୟବାଦୀରେ ଏଥର ଉମା ନା ସଞ୍ଜୟ ?

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ବିଧାନସଭା କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ଏଥର ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏହି ମାଟି ସବୁବେଳେ ଟ୍ରେଣ୍ଡରୁ ବାହାରକୁ ଯାଇ ନିଷ୍ପତ୍ତି ଶୁଣାଇଛି।…

ବନ୍ଦ ହୋଇଗଲା ଆମେରିକାର ସିଲିକନ ଭ୍ୟାଲୀ ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକାର ୧୬ତମ ବଡ ବ୍ୟାଙ୍କ ସିଲିକନ ଭ୍ୟାଲି ବ୍ୟାଙ୍କ ବନ୍ଦ ହୋଇଯାଇଛି । କ୍ୟାଲିଫୋର୍ଣ୍ଣିୟାର ଡିପାର୍ଟମେଂଟ ଅଫ ଫାଇନାନ୍ସିଆଲ ପ୍ରୋଟେକ୍ସନ ଓ ଇନୋଭେଶନ ପକ୍ଷରୁ ବ୍ୟାଙ୍ଗ ରେଗୁଲେଟର୍ସକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ ହୋଇଛି । ଆମେରିକା ଇତିହାସରେ ୨୦୦୮ ପରେ…

ତିହାରରୁ ସିସୋଦିଆଙ୍କ ତୀର! କଏଦ କରି କଷ୍ଟ ଦେଇ ପାରନ୍ତି କିନ୍ତୁ ମୋ ମନୋବଳ ଭାଙ୍ଗିବନି

ନୂଆଦିଲ୍ଲୀ : ତିହାର ଜେଲରେ ଥାଇ ବି ଜୋଶଭରା ଅନ୍ଦାଜରେ ବୟାନ ରଖିଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଜରିଆରେ ସାହେବ ସମ୍ବୋଧନ ସହ ସିସୋଦିଆ କହିଛନ୍ତି, ଜେଲରେ ମୋତେ ପୁରାଇ ମୋତେ କଷ୍ଟ ଦେଇ ପାରନ୍ତି କିନ୍ତୁ ମୋର ମନୋବଳ ଭାଙ୍ଗି…

ହିତ୍ରିକ ଓ ସବାଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା : ଫ୍ୟାନ କଲେ ସମାଲୋଚନା

ମୁମ୍ବାଇ: ଅଭିନେତା ହ୍ରିତିକ ରୋଶନ ଏବଂ ତାଙ୍କ ବହୁ ଚର୍ଚ୍ଚିତ ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ରିଲେସନକୁ ନେଇ ବଲିଉଡ଼ରେ ଏବେ ଢେର ଚର୍ଚ୍ଚା । ଆଜିକାଲି ଅନେକ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି । ନିକଟରେ ୱେବ୍ ଶୋ ‘ରକେଟ୍ ବୟଜ୍ ୨\'ର ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ…

ଚତୁର୍ଥ କ୍ରିକେଟ ଟେଷ୍ଟ: ଭାରତର ଦୃଢ଼ ଜବାବ, ୨୮୯/୩

ଅହମ୍ମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୮୦ ରନ ଜବାବରେ ଭାରତ ଦୃଢ଼ ଜବାବ ଦେଇଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ ୩ ୱିକେଟ ବିନିମୟରେ ୨୮୯ ରନ ସଂଗ୍ରହ କରି ନେଇଛି । ଦଳ ଏବେ ବି ଅଷ୍ଟ୍ରେଲିଆର ପ୍ରଥମ…

ଧୁମ୍‌ଧାମ୍‌ରେ ପାଳିତ ହେଲା ଦୁଇ କୁକୁରଙ୍କ ବିବାହ

ଗୋଟିଏ ଦିନ ପୂର୍ବରୁ ଘରକୁ ବିଭିନ୍ନ ଅଲୋକମାଳାରେ ସଜାଯାଇଥିଲା । ଭୋଜିଭାତର ସମସ୍ତ ପ୍ରସ୍ତୁତି ବି ସରିଥିଲା । ବେଦୀକୁ ବି ରଙ୍ଗବେରଙ୍ଗର ଫୁଲ ଓ ବେଲୁନ୍‌ରେ ସଜା ଯାଇଥିଲା । ଘରକୁ ସମ୍ପର୍କୀୟ ବି ଆସିଥିଲେ । ସକାଳୁ ସକାଳୁ ବରକନ୍ୟା ବି ସଜେଇ ହେଲେ । କନ୍ୟା ଘର ଲୋକେ ଅପେକ୍ଷାରେ ଥିଲେ…

ପୁଣି ହଟ୍ ଲୁକ୍‌ରେ ବିଦ୍ୟା ବାଲାନ

ମୁମ୍ବାଇ: ପୁଣି ଥରେ ହଟ୍‌ଲୁକ୍‌ରେ ଦେଖିବାକୁ ମିଳିଛି ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ । ତାଙ୍କର ଏହି ହଟ୍ ଲୁକ୍‌ର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ଫିଲ୍ମ ‘ଡାର୍ଟି ପିକ୍‌ଚର’କୁ ନେଇ ବିଦ୍ୟା ବେଶ ଚର୍ଚ୍ଚିତ ହୋଇଥିବା ବେଳେ ଏବେ ପୁଣି ତାଙ୍କର ଏହି…

ଡରାଇଲାଣି H3N2 ! ରାଜ୍ୟରେ ୫୯ ଆକ୍ରାନ୍ତ ଚିହ୍ନଟ, ସତର୍କ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: କୋଭିଡ୍‌ ଭୟ ମନରୁ ଯାଇ ନଥିବାବେଳେ ବର୍ତ୍ତମାନ ଡରାଇଲାଣି H3N2 ଇନଫ୍ଲୁଏଞ୍ଜା। ତେଣୁ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ଯେଉଁଥିରେ ସେ କୋଭିଡ ବିରୋଧୀ ୫ଟି ସୂତ୍ରୀ ନିୟମ ପାଳନ କରିବାକୁ…

ଜେଲ୍‌‌ ବିଭାଗର ଅଭିନବ ଯୋଜନା; କଏଦୀଙ୍କୁ ପାଠ ପଢ଼଼ାଇବେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କଏଦୀ, ପାଇବେ ପାରିଶ୍ରମିକ

ଭୁବନେଶ୍ୱର: ଏଣିକି ଜେଲରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କଏଦୀ ଅନ୍ୟ କଏଦୀଙ୍କୁ ପାଠ ପଢ଼଼ାଇବେ। କିଛି ଏଭଳି ଅଭିନବ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ଜେଲ୍‌‌ ବିଭାଗ ଯୋଜନା କରିଛି। ସୂଚନା ଅନୁସାରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା କଏଦୀ ପାଠ ପ୍ରତି ଆଗ୍ରହୀ ଅନ୍ୟ କଏଦୀଙ୍କୁ ପାଠ…