ବିଭିନ୍ନ ଦାବି ନେଇ ଶ୍ରୀକ୍ଷେତ୍ର ଚିତ୍ରକାର ମହାସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ପୁରୀ: ପୁରୀ ଜିଲ୍ଲା ଶ୍ରୀକ୍ଷେତ୍ର ଚିତ୍ରକାର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ହେବ ମହାସଂଘର ସଭ୍ୟମାନେ ପୁରୀ ସହର, ପୁରୀ ଜିଲ୍ଲା ତଥା ବ୍ଲକର କୋଣ ଅନୁକୋଣରେ ରହି ଚିତ୍ରଶିଳ୍ପୀ ଭାବରେ କାର୍ଯ୍ୟ କରୁଛନ୍ତି। ବିବାହ, ବ୍ରତଘରରେ ଚିତ୍ର ଆଙ୍କିବା…