ଏମସିଏଲ୍ ପରିଦର୍ଶନ କଲେ କୋଲ ଇଣ୍ଡିଆ ଅଧ୍ୟକ୍ଷ
ସମ୍ବଲପୁର : ଓଡ଼ିଶାର ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ଥିବା ଏମସିଏଲ୍ର ବସୁନ୍ଧରା ଏବଂ ମହାଲକ୍ଷ୍ମୀ କ୍ଷେତ୍ରକୁ ପରିଦର୍ଶନ କରିଛନ୍ତି କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ପି.ଏମ୍. ପ୍ରସାଦ । ଏହି ପରଦର୍ଶନ ସମୟରେ କୁଲଦା ଏବଂ ଗର୍ଜନବାହାଲ ଓପନକାଷ୍ଟ ଖଣି କ୍ଷେତ୍ର ମଧ୍ୟ ତଦାରଖ କରିଛନ୍ତି ।…