ରାଜଧାନୀରେ ଜମି ଜାଲିଆତି, ଦୁଇ ଠକ ଗିରଫ
ଭୁବନେଶ୍ୱର: ମୂଳ ଜମି ମାଲିକର ଦସ୍ତାବିଜକୁ ନକଲି କରି ଜମି ବିକ୍ରି କରି ମାଲାମାଲ ହେବାକୁ ଚେଷ୍ଟା କରୁଥିବା ଦୁଇ ଠକ ଗିରଫ। ରବିବାର ୨ଜଣ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଏହି ରାକେଟର ମାଷ୍ଟରମାଇଣ୍ଡ୍ କଟକ ଜିଲ୍ଲା ଆଠଗଡ଼ ମଞ୍ଜରିପଡ଼ା…