ପଶ୍ଚିମ ଓଡ଼ଶାବାସୀଙ୍କୁ ପୁଣି ଏକ ମିଥ୍ୟା ପ୍ରତିଶ୍ରୁତି ଦେବେ ମୁଖ୍ୟମନ୍ତ୍ରୀ: ପ୍ରଦୀପ ପୁରୋହିତ
ଭୁବନେଶ୍ୱର: ଗତ ୨୦୧୬ ମସିହାରେ ବରଗଡ ଜିଲ୍ଲା ସୋହେଲାଠାରେ ଚାଷୀ ସମାବେଶରେ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ କରିବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ । ଆସନ୍ତା କାଲି ପୁଣି ପଶ୍ଚିମ ଓଡିଶା ଗସ୍ତ କରୁଛନ୍ତି । ଏହି ଗସ୍ତ ଅବସରରେ ବରଗଡ,…