ଇନ୍ଦୋର ପିଚକୁ ଖରାପ କହିଲା ଆଇସିସି
ଇନ୍ଦୋର: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଇନ୍ଦୋର ପିଚକୁ ଅତି ନିମ୍ନମାନର ବୋଲି ଶୁକ୍ରବାର କହିଛି । ଏଠାରେ ଅନୁଷ୍ଠିତ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ୩ ଦିନ ମଧ୍ୟରେ ଶେଷ ହୋଇ ଯାଇଥିଲା । ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ଆଇସିସି ପିଚକୁ ୩ ଡିମେରିଟ ପଂଏଟ ଦେଇଛି । ପିଚ ଏତେ…