Latest Odisha News

BREAKING NEWS

ଉଦାସୀ ବସନ୍ତର ବିଳାପ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବସନ୍ତର ଆଗମନ ଧରାପୃଷ୍ଠକୁ ସୁନ୍ଦର ଭାବରେ ସଜ୍ଜିତ କରୁଛି । ସତେ ଯେପରି ଏକ ଶିଶୁ ମନର ଦ୍ୱାରରେ ଠକ୍ ଠକ୍ କରୁଛି । ଯଦିଓ ଲୋକମାନେ ସେମାନଙ୍କର ବ୍ୟସ୍ତତାର ଶବ୍ଦରେ ବୁଡ଼ିଯାଇଥିବା ବେଳେ ତା'ର ଆଗମନକୁ ଶୁଣିପାରି ନଥାନ୍ତି । ଆମ ସାହିତ୍ୟରେ ବସନ୍ତର…

ସାମ୍ବାଦିକ ମାଧବାନନ୍ଦ ବେହୁରାଙ୍କୁ ପିଏଚ୍‌ଡି ଉପାଧି

ଭୁବନେଶ୍ୱର : ଓଡ଼ିଆ ଭାଷା ତଥା ସାହିତ୍ୟରେ ଉଚ୍ଚତର ଗବେଷଣା କରି ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା ଉତ୍କଳ ସଂସ୍କୃତି, ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଉପାଧି ଲାଭ କରିଛନ୍ତି । ବିଗତ ପାଞ୍ଚ ବର୍ଷ ଧରି ‘ଓଡ଼ିଆ ଉପନ୍ୟାସ ଆଧାରିତ ଚଳଚ୍ଚିତ୍ର : ଏକ ଗବେଷଣାତ୍ମକ ଅନୁଧ୍ୟାନ’ ବିଷୟ ଉପରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ପରଦିନ ପଦ୍ମିନୀ ଅଫିସରୁ ଫେରିବା ପୂର୍ବରୁ ସରୋଜ ଗ୍ୟାସ ଲଗାଇ ଜଳଖିଆ ପ୍ରସ୍ତୁତ କରିସାରିଥିଲେ । ବିଶ୍ୱାସ ସେତେବେଳ ଯାଏଁ ଶୋଇଛି । ଘରର କୋଣେ କୋଣେ ଶୂନ୍ୟତା ଅନୁଭବ କରି ତାଙ୍କ ଭିତରର ଏକାକୀତ୍ୱ ଅଧିକ ପୀଡ଼ା…

ଭାଷା ଭାଗବତ : ସ୍ବଭାଷା ସରସା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସାମ୍ୟ ସହିତ ବୈପରୀତ୍ୟ ମିଶିଲେ ଗଢ଼ଂତି ସାହିତ୍ୟ ବ୍ୟକ୍ତିର ଦୃଢ଼ ଆନୁଗତ୍ୟ ବିଚାର କରେନି ଔଚିତ୍ୟ ଔଦ୍ଧତ୍ୟ କିଂବା ଆଭିଜାତ୍ୟ ଯୋଗୁଁ ସାଧକ ହେଲେ ଭୃତ୍ୟ ଶବ୍ଦର ସୁରମ୍ୟ ସ୍ଥାପତ୍ଯ ଲୁଚାଇ ରଖିପାରେ ସତ୍ୟ ସହସ୍ରାଧିକ ବର୍ଷ ଧରି…

କବିତା : ଫଗୁଣ ଆସୁଛି ବୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ  ବନ ଉପବନ ପୁଲକିତ ଆଜି ଫଗୁଣ ଆସିଛି ବୋଲି , ଆମ୍ବଡାଳେ ବସି ପଞ୍ଚମ ତାନରେ ଗୀତ ଯେ ଗାଏ କୋଇଲି । କାକରଭିଜା ଏ ଫଗୁଣ ସକାଳେ ଶିହରିତ ହୁଏ ମନ , ଚମ୍ପକ ବନର ମଧୁର ମହକ କରୁଛି ସତେ ଉଛନ୍ନ । ପହିଲି ବସନ୍ତ ନିଆରା ମଳୟ ଆଣୁଛି ଚୋରା ଚଇତି ,…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ କାର୍ତ୍ତିକ ମାସ ପବିତ୍ର ପଞ୍ଚକର ଆଜି ତୃତୀୟ ଦିବସ ଅର୍ଥାତ ଆଜି କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ। କାଲି ଶ୍ରୀଜୀଉମାନଙ୍କର ହୋଇଥିଲା ବାଙ୍କଚୂଡ଼ ବେଶ ବା ବାମନ ବେଶ…

ଖରାଦିନେ ପିଅନ୍ତୁ ଆଖୁରସ…

ଋତୁ ପରିବର୍ତ୍ତନ ହେଉଛି । ଦିନକୁ ଦିନ ବଢ଼ୁଛି ତାତି । ସେଥିପାଇଁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖାଇବା ଅପେକ୍ଷା ପାନୀୟ ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବିଶେଷ କରି ଖରାଦିନେ ଲୋକମାନେ ବିଭିନ୍ନ ପ୍ରକାରର ଆମ୍ବ, କମଳା ପରି ଫଳ ପସନ୍ଦ…

ପରୀକ୍ଷା ହଲରୁ ବାହାରିବା ପରେ ପ୍ରେମିକାକୁ ଲହୁଲୁହାଣ କଲା ପ୍ରେମିକ

ରାୟଗଡା: ପ୍ରେମିକାକୁ ପ୍ରେମିକର ମରଣାନ୍ତକ ଆକ୍ରମଣ। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଗୁମୁଡାଠାରେ ଥିବା ଦ୍ରୌପଦୀ ଜୁନିୟର କଲେଜରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗୁମୁଡା କଲେଜରେ +୨ ପରୀକ୍ଷା ଚାଲିଥିଲା। ପରୀକ୍ଷା ସରିବା ପରେ ବାହାରକୁ ବାହାରିଥିଲେ…

ଆଜି ପୁରୀରେ ହେବ ପିଣ୍ଟୁଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ହାଇଦ୍ରାବାଦରୁ ବିମାନ ଯୋଗେ ଭୁବନେଶ୍ୱର ଆସିଲା ଅଭିନେତା ପିଣ୍ଟୁ ନନ୍ଦଙ୍କ ମର ଶରୀର। ବିମାନବନ୍ଦରରୁ ମର ଶରୀର ବାହାରକୁ ଅଣାଯିବା ବେଳେ ପିଣ୍ଟୁଙ୍କ ପତ୍ନୀ, ସମ୍ପର୍କୀୟ ଏବଂ ଓଲିଉଡ ଅଭିନେତା ଉପସ୍ଥିତ ଥିଲେ। ହାଇଦ୍ରାବାଦରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ…

କୋରାପୁଟରେ ଗଞ୍ଜେଇ କିଣିବାକୁ ଯାଉଥିବା ବେଳେ ବିଡାବିଡା ନୋଟ୍ ସହ ରାଜସ୍ଥାନର ଦୁଇ ଜଣ ଗିରଫ

ଜୟପୁର: ଗଞ୍ଜେଇ କିଣିବୁକା ଯାଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୨ ଜଣକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ରାଜସ୍ଥାନର ଗୋପାଳ ଲାଲ ଜାଟ, ଗୋପାଳ ଲାଲ ଗୁଜର। ପୋଲିସ ସୁଚନା ଅନୁଯାଇ ଜୟପୁର ସଦର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପାତ୍ରପୁଟ, କୋଟା ଛକ ଦେଇ ଆନ୍ଧ୍ରକୁ ଯାଉଥିବା ବେଳେ…