‘ଜଣେ ଅଭିଯୁକ୍ତର ମୃତ୍ୟୁରେ ଖୁସି, ଅନ୍ୟ ଜଣେ ଦଣ୍ଡିତ ହେବା ଦରକାର’, କାହାକୁ ଇସାରା କଲେ ମମିତାଙ୍କ ମା?
ବଲାଙ୍ଗୀର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଦଣ୍ଡିତ ହେବା ଦରକାର। ସେ ଏବେ ବୁଲୁଛନ୍ତି। ମମିତାଙ୍କ ମା ଆଜି ଏହା କହିଛନ୍ତି। ସଂପୃକ୍ତ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନି ସିବିଆଇ ଏହି ମାମଲାର ତଦନ୍ତ କଲେ ସଂପୃକ୍ତ ଅଭିଯୁକ୍ତ ଦଣ୍ଡିତ…