Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚରେ ପୁନର୍ବାର ବର୍ଷା ଆଶଙ୍କା

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ମୁକାବିଲା ଦେଖିବା ପାଇଁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ପ୍ରଥମ ମ୍ୟାଚ ବାତିଲ ହେବା ପରେ ଏବେ ସୁପର ୪ ମୁକାବିଲା ମଧ୍ୟ ଖେଳାଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପାଣିପାଗ ରିପୋର୍ଟ ଅନୁସାରେ ରବିବାର ଦିନ ଏଠାରେ…

ଯୁବରାଜ୍ ଓ ବୁମ୍ରାଙ୍କ ପରେ ଆଉ ଜଣେ ଷ୍ଟାର୍ କ୍ରିକେଟର୍ ଏବେ ବାପା ହେବାକୁ ଯାଉଛନ୍ତି

ନୁଆଦିଲ୍ଳୀ: ବର୍ତ୍ତମାନ ଭାରତୀୟ ଦଳ ଏସିଆ କପ୍ ୨୦୨୩ ରେ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ ଅନେକ କ୍ରିକେଟରଙ୍କ ଘରେ ଖୁସିର ପ୍ରତିଧ୍ୱନୀ ଶୁଣାଯାଉଛି। ସମ୍ପ୍ରତି ଜସପ୍ରୀତ ବୁମ୍ରା ଏବଂ ସଞ୍ଜନା ପିତାମାତା ହୋଇଛନ୍ତି । ଏହାପୂର୍ବରୁ ଯୁବରାଜ୍ ସିଂ ଏବଂ ତାଙ୍କ ପତ୍ନୀ ହେଜେଲ ଦ୍ୱିତୀୟ ଥର ପାଇଁ…

ଦୁଇ ଭାଇଙ୍କୁ ଛୁରୀ ମାଡ଼ କରି ଦୁର୍ବୃତ୍ତ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା

କେନ୍ଦୁଝର: ଗୁରୁବାର ଦିନ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଦୁଇ ଭାଇଙ୍କୁ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ କଙ୍କଡାହାଡା ଥାନା ଅନ୍ତର୍ଗତ ଗୋଲାଗଡିଆ ଗ୍ରାମର ଶରତ ସାହୁ ଓ ଭରତ ସାହୁ ନାମକ ଦୁଇ ଭାଇ କେନ୍ଦୁଝର ଜିଲ୍ଲା ତେଲକୋଇ…

କଥା କଟାକଟିରୁ ହତ୍ୟା, ପ୍ରେମିକ ଛାତିରେ ଛୁରୀ ଭୁଶିଲା ପ୍ରେମିକା

ବେଙ୍ଗାଲୁରୁ: ମଙ୍ଗଳବାର ବେଙ୍ଗାଲୁରୁର ଏକ ଫ୍ଲାଟରେ ଝଗଡ଼ାକୁ କେନ୍ଦ୍ର କରି ଜଣେ 34 ବର୍ଷୀୟ ମହିଳା ତାଙ୍କ ଲିଭ୍ ଇନ୍ ପାର୍ଟନରଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପୁଲିସ ସୂଚନା ମୁତାବକ, କର୍ଣ୍ଣାଟକର ବେଲଗଭି ଜିଲ୍ଲାର 34 ବର୍ଷୀୟା ରେଣୁକା ଗତ ସାଢ଼େ ତିନି…

୯ ଲକ୍ଷ ବର୍ଷ ତଳେ ପୃଥିବୀରେ ବଂଚି ରହିଥିଲେ ମାତ୍ର ୧୨୮୦ ଲୋକ

ନ୍ୟୁୟର୍କ:ଆଜିଠାରୁ ୯ ଲକ୍ଷ ବର୍ଷ ତଳେ ପୃଥିବୀପୃଷ୍ଠରେ ମାତ୍ର ୧୨୮୦ ଲୋକ ବଂଚି ରହିଥିଲେ । ଏହା ପୂର୍ବରୁ ପାଖାପାଖି ୯୮ ହଜାର ଲୋକ ବାସ କରୁଥିଲେ । ପାଣିପାଗରେ ଆକସ୍ମିକ ପରିବର୍ତନ ଯୋଗୁ ଲୋକଙ୍କ ମୃତ୍ୟୁ ଘଟିବାକୁ ଲାଗିଲା । ଏହି ସ୍ଥିତିକୁ ବଟଲନେକ କୁହାଯାଏ । ପ୍ରାୟ ୧ ଲକ୍ଷ ୧୭ ହଜାର…

ପୂର୍ବତଟ ରେଳପଥ ଦ୍ୱାରା କ୍ଷେତ୍ରୀୟ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନଠାରେ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC)ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାଂସଦ ଭର୍ତ୍ତୁହାରୀ ମହତାବ (ସାଂସଦ /…

ଏନଡିଏ ବନାମ ଇଣ୍ଡିଆ: ଶୁକ୍ରବାର ୬ ରାଜ୍ୟର ୭ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବ

ନୂଆଦିଲ୍ଲୀ: ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଶୁକ୍ରବାର ଭୋଟ୍ ଗଣତି ହେବ। ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଓ କେରଳର ହୋଇଥିବା ଉପନିର୍ବାଚନ ଫଳାଫଳ ଉପରେ ଏବେ ଦେଶର ଇଣ୍ଡିଆ ଓ ଏନଡିଏ ମେଣ୍ଟ ଉପରେ ରହିଛି ନଜର।  ମଙ୍ଗଳବାର ଉପନିର୍ବାଚନ ହୋଇଥିବା…

ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ, କହିଲେ ଏସିଆନ ସମ୍ମିଳନୀ ଗସ୍ତ ସଫଳ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଅନୁଷ୍ଠିତ ୨୦ତମ ଏସିଆନ-ଇଣ୍ଡିଆ ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଫେରି ଆସିଛନ୍ତି। ଏସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବ୍ୟାପକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ଏହାର…

ବାଲେଶ୍ୱର ରେଳ ଷ୍ଟେସନ ଭିତ୍ତିଭୂମି ପାଇଁ ୬.୪୯ କୋଟି ଓ ସମ୍ବଲପୁର ପାଇଁ ୫.୪୩ କୋଟି ଟଙ୍କା ଅନୁମୋଦନ

ଭୁବନେଶ୍ୱର: ସମ୍ବଲପୁର ସିଟି ରେଳ ଷ୍ଟେସନରେ ଟ୍ରେନ୍ କୋଚରେ ଜଳର ଉପଲବ୍ଧତାକୁ ସୁଗମ କରିବା ପାଇଁ ରେଳ ବୋର୍ଡ ଦ୍ୱାରା ୫.୪୩ କୋଟି ଟଙ୍କା ମୂଲ୍ୟରେ “ଦ୍ରୁତ ଜଳଯୋଗାଣ ବ୍ୟବସ୍ଥା” ବା କୁଇକ ୱାଟରିଂ ସିଷ୍ଟମ ନାମକ ଏକ ନୂତନ ବ୍ୟବସ୍ଥା ଅନୁମୋଦନ କରାଯାଇଛି। ଦ୍ରୁତ ଜଳ ଯୋଗାଣ ସୁବିଧା ଯାତ୍ରୀ…

ରେଳ ଧାରଣାରେ ପଡ଼ିଗଲା ଶାଳ ଗଛ, ଅଟକି ରହିଛି ଟ୍ରେନ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଳ ଷ୍ଟେସନରେ ଗୁରୁବାର ଦୁଇଟି ଟ୍ରାକ୍ ଉପରେ ଏକ ଶାଳଗଛ ପଡ଼ିଯିବାରୁ ଟ୍ରେନ ଚଳାଚଳ ଠପ୍ ହୋଇପଡ଼ିଛି। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ରେଳ ଧାରଣା ଉପରେ ଥିବା ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟ୍ରେନ୍ ଅଟକି ରହିବାରୁ…