Latest Odisha News

BREAKING NEWS

ସେପ୍ଟେମ୍ବର ୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ୍ ଟର୍ମିନାଲ

କଟକ: ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି) ଆସନ୍ତା ସେପ୍ଟେମ୍ବର ୧୬ ତାରିଖରୁ କାର୍ଯ୍ୟକ୍ଷମ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ବସ୍ ଟର୍ମିନାଲକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି କଟକ ମେୟର ସୁବାସ ସିଂହ ଗୁରୁବାର ସୂଚନା ଦେଇଛନ୍ତି।…

ଓଡ଼ିଆଇ ବିଶ୍ୱକପରେ ଇଶାନ୍ କିଶନ୍ ଓ କେ.ଏଲ୍. ରାହୁଲଙ୍କ ଚୟନକୁ ନେଇ କଡ଼ା ମନ୍ତବ୍ୟ ଦେଲେ ଗୌତ୍ତମ୍ ଗମ୍ଭୀର୍   

ଭୁବନେଶ୍ୱର: ନେପାଳ ବିପକ୍ଷରେ ବିଜୟ ସହ ଭାରତ ଏସିଆ କପ୍‌ର ସୁପର-୪ ରେ  ନିଜର ସ୍ଥାନ ସୁନିଶ୍ଚିତ କରିଥିଲା । ଏହି ସମୟରେ  ୨୦୨୩ ରେ ହେବାକୁ ଥିବା ଆଇସିସି ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେୟାର ଲିଷ୍ଟ୍ ଘୋଷଣା କରାଯାଇଛି । ସେଥିରେ ଉଭୟ କେ.ଏଲ୍. ରାହୁଲ୍ ଏବଂ ଇଶାନ୍ କିଶାନଙ୍କୁ ଚୟନ…

ବାଣୀବିହାରରେ ପୋଷ୍ଟର ଓ୍ବାର: ଏବିଭିପିର ଓଡ଼ିଆ ମହାପୁରୁଷ, ବିସିଜେଡିର ଫାଇଭ ଟି ସଚିବ !

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପୋଷ୍ଟର ଓ୍ବାର। ଆଗକୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି ହେଉଛି। ଏହି ସମୟରେ ବିଜୁ ଛାତ୍ର ଜନତା ଦଳ ଓ ଏବିଭିପି ମଧ୍ୟରେ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି। ଗୋଟିଏ ପଟେ ବିଶ୍ବବିଦ୍ୟାଳୟ କାନ୍ଥରେ ଆଇଏଏସ ଅଫିସର ତଥା 5-ଟି ସଚିବ ଭି. କେ.…

ସେପ୍ଟେମ୍ବର ୨୦ରେ ଧାର୍ଯ୍ୟ ହେଲା ନୂଆଁଖାଇ ପାଇଁ ଶୁଭ ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପର୍ବ ପାଇଁ ସେପ୍ଟେମ୍ବର ୨୦ ତାରିଖ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ଶୁଭ ସମୟ ଧାର୍ଯ୍ୟ କରାଯାଇଛି। ଏହି ଦିନ ଲୋକେ ନୂଆ କରି କଟାଯାଇଥିବା ଧାନ (ନବାନ୍ନ)କୁ ମା' ସମଲେଶ୍ୱରୀଙ୍କୁ ଅର୍ପଣ କରିବେ। ଏହି ପର୍ବ ଫସଲ ଅମଳର ଉତ୍ସବ ଓ ପରିବାରର ଏକତ୍ରୀତ…

ଇଂଲଣ୍ଡ କାଂଉଟି ଟିମ ୟର୍କଶାୟରକୁ କିଣିପାରେ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ଆଇପିଏଲର ରାଜସ୍ଥାନ ରୟାଲ୍ସ ଟିମ ଇଂଲଣ୍ଡର କାଂଉଟି ଟିମ ୟର୍କଶାୟରକୁ କିଣିପାରେ । ରାଜସ୍ଥାନ ଟିମ ଏଥିପାଇଁ ୨୬୦ କୋଟି ଟଙ୍କା ଦେବା ପାଇଁ ରାଜି ହୋଇଛି । ରିପୋର୍ଟ ଅନୁସାରେ କ୍ଲବ ଏହି ଡିଲକୁ ଗ୍ରହଣ କରିବା ପାଇଁ ଏକପ୍ରକାର ରାଜି ହୋଇଯାଇଛି । ରାଜସ୍ଥାନ ରୟାଲ୍ସର ଅର୍ଥରେ…

ଚୀନ ଲୋକେ ବ୍ୟବହାର କରୁଥିବା ନିର୍ଦ୍ଦିଷ୍ଟ ପୋଷାକ ଉପରେ ଲାଗିବ ରୋକ୍?

ବେଜିଂ: ଚୀନ ଲୋକେ ବ୍ୟବହାର କରୁଥିବା କିଛି ପୋଷାକ ଉପରେ ଲାଗିପାରେ ରୋକ୍। ଯେଉଁ ପୋଷାକ ପିନ୍ଧିଲେ ଦେଶର ଭାବମୂର୍ତ୍ତି ଉପରେ ଆଘାତ ଲାଗୁଛି ତା ଉପରେ ଏକଛତ୍ରବାଦ ଶାସକ ରୋକ୍ ଲୋକ୍ ଲାଗାଇପାରେ। ନିକଟରେ ଚୀନରେ ଏହି ପ୍ରସ୍ତାବିତ ଡ୍ରେସ୍ କୋଡ୍ ଆଇନକୁ ନେଇ ଦେଶ ଭିତରେ ଏକ ବିବାଦୀୟ…

ଆସନ୍ତୁ ଜାଣିବା କେଉଁଠାରେ ଜନ୍ମାଷ୍ଟମୀ ଅବସରରେ ରାଧାକୃଷ୍ଣ ପିନ୍ଧିଲେ ୧୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଆଭୂଷଣ

ଗ୍ୱାଲିୟର: ଜନ୍ମାଷ୍ଟମୀ ଅବସରରେ ସାରା ଦେଶ ଏବେ ଶ୍ରୀକୃଷ୍ଣମୟ ହୋଇ ଉଠିଛି । ଗ୍ୱାଲିୟରର ଫୁଲବାଗରେ ଐତିହାସିକ ଗୋପାଳ ମନ୍ଦିରରେ ଏହାକୁ ଧୂମଧାମରେ ପାଳନ କରାଯାଉଛି । ଏଠାରେ ଭଗବାନ ଶ୍ରୀକୃଷ୍ଣ ଓ ରାଧାରାନୀଙ୍କୁ ମୂଲ୍ୟବାନ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି । ରିପୋର୍ଟ ମୁତାବକ ୧୦୦ କୋଟିରୁ…

ହରିୟାଣାରେ ବିଜେପିକୁ ଦମ୍ ଦେଖାଇବ ‘ଇଣ୍ଡିଆ’ !

ଭୁବନେଶ୍ୱର: ନିର୍ବାଚନ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଏବେ ପ୍ରସ୍ତୁତି ଜୋର ଧରିଛି। ଦେଶର ସାଧାରଣ ନିର୍ବାଚନ ସହ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଦଳଗୁଡିକ ବେଶ ତତ୍ପର ହୋଇଛନ୍ତି। ବିଶେଷ କରି ଏନଡିଏ ଓ ଇଣ୍ଡିଆ ମେଣ୍ଟରେ ଥିବା ବିଭିନ୍ନ ଦଳ ତତ୍ପର…

ଅକ୍ଟୋବର ୪ରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା, ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ

କଟକ: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ (ଅର୍ଦ୍ଧ ବାର୍ଷିକ) ପରୀକ୍ଷା ଅକ୍ଟୋବର ୪ ତାରିଖରୁ ହେବା ନେଇ ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ। ଦିନ ୧୦ଟାରୁ ୧୨ଟା ୩୦ ଯାଏ ପ୍ରଥମ ସିଟିଂ ରହିଥିବା ବେଳେ ଦିନ ସାଢ଼େ ୧ଟାରୁ ୪ଟା ଯାଏ ଦ୍ବିତୀୟ ସିଟିଂ ରଖାଯିବା ନେଇ ସମୟ ନିର୍ଘଣ୍ଟ…