ମନ ମୋହୁଛି ନନ୍ଦନବନ, ଲାଗୁଛି ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ
ବୌଦ୍ଧ: ରାଜ୍ୟର ପ୍ରଥମ ପରିବେଶ ଭିତ୍ତିକ ପାର୍କ ଭାବରେ ମାନ୍ୟତା ପାଇଛି ବୌଦ୍ଧ ଜିଲ୍ଲା ବୀରନରସିଂପୁରରୁ ପ୍ରାୟ ୧୫ଶହ ଏକର ପରିମିତ ଅଞ୍ଚଳର ଥିବା ନନ୍ଦନବନ ସଫାରୀ । ରାତି ପାହିଲେ ଏହି ସଫାରୀରେ ଦେଖିବାକୁ ମିଳୁଛି ପର୍ଯ୍ୟଟକଙ୍କ ଭିଡ । ଏଠାକାର ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ…