Latest Odisha News

BREAKING NEWS

ଅଶ୍ଳୀଳ ଭିଡିଓ ଭାଇରାଲ ଧମକ: ମହିଳାଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଗିରଫ

ସୁବର୍ଣ୍ଣପୁର: ସହରର ବଡବଜାର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ସୋନପୁର ପୋଲିସ। ଅଶ୍ଳୀଳ ଭିଡ଼ିଓ ମାଧ୍ୟମରେ ବ୍ଲାକମେଲିଂ କରି ପ୍ରାୟ ୩ ଲକ୍ଷ ୭୮ ହଜାର ଟଙ୍କା ନେଇଥିଲା ଅଭିଯୁକ୍ତ। ଏହାସହ ମହିଳାଙ୍କୁ ବ୍ଲାକମେଲିଂ କରି ଶାରୀରିକ…

ରାଜଧାନୀରୁ ଅଢେଇ କିଲୋ ବେଆଇନ ସୁନା ଜବତ କଲା ଡିଆରଆଇ

ଭୁବନେଶ୍ୱର: ବେଆଇନ୍ ସୁନା ଚାଲାଣ  କରୁଥିବା ଅଭିଯୋଗରେ ଡାଇରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସି (DRI) ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ  ପାଖରୁ ଫରେନ ମାର୍କ ଥିବା ୨.୪୬୫ କେଜି ବେଆଇନ ସୁନା ଜବତ କରିଛି । ଏହି ସୁନା ବିସ୍କୁଟ ଭୁବନେଶ୍ୱରରୁ ଜବତ କରାଯାଇଛି ।…

ବିଶ୍ୱକପ ପରେ କୋଚ ପଦ ଛାଡି ପାରନ୍ତି ଡ୍ରାଭିଡ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଅକ୍ଟୋବର ୫ରୁ ଆରମ୍ଭ ହେବ । ତୃତୀୟ ଥର ପାଇଁ ଟାଇଟଲ ହାସଲ ଲକ୍ଷ୍ୟରେ ଟିମ ଇଣ୍ଡିଆ ଓହ୍ଲାଇବ । ଏଥିପାଇଁ ଟିମର ଘୋଷଣା ମଧ୍ୟ ହୋଇସାରିଛି । ମିଡିଆ ରିପୋର୍ଟ୍ସ ଅନୁସାରେ ବିଶ୍ୱକପ ପରେ ମୂଖ୍ୟ କୋଚ ରାହୁଲ ଡ୍ରାଭିଡ ତାଙ୍କ ପଦ ଛାଡି ପାରନ୍ତି ।…

ଜାଗା ମିଶନକୁ ନେଇ ବର୍ଷିଲା ବିଜେପି; କହିଲା, ନୀଳବର୍ଣ୍ଣ ଶୃଗାଳ ରୂପ ବସ୍ତିବାସିନ୍ଦା ଚିହ୍ନି ସାରିଲେଣି

ଭୁବନେଶ୍ୱର:  ବିଏମସି କମିଶନର ବିଜେଡିର ମୁଖପାତ୍ର ସାଜି ବିଭ୍ରାନ୍ତକର ତଥ୍ୟ ଦେଉଛନ୍ତି । ବିଏମ୍‌ସି କମିଶନ  ପଟ୍ଟା ବଣ୍ଟନ କରି  ପ୍ରତିବଦଳରେ ଟଙ୍କା ନେଉଛନ୍ତି ।  ଆଇପିସି ଧାରା-୪୨୦ ଅନୁସାରେ କମିଶନଙ୍କ ନାଁରେ ମକଦ୍ଦମା ରୁଜୁ କରାଯିବ । ବସ୍ତିବାସିନ୍ଦାଙ୍କୁ ପଟ୍ଟା ନୁହେଁ ସାଧାରଣ କାଗଜ…

ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା, କିଏ କେତେ ପାଇବେ ଜାଣନ୍ତୁ !

କୋଲକାତା: ପଶ୍ଚିମବଙ୍ଗର ବିଧାୟକମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାୟକଙ୍କ ଦରମା ନେଇ ଏକ ବଡ଼ ଉପହାର ଦେଇଛନ୍ତି। ରାଜ୍ୟସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇବା ନେଇ ଘୋଷଣା କରିଛନ୍ତି। ମନ୍ତ୍ରୀ ଓ…

ବଞ୍ଚିଥିବା ଝିଅକୁ ମାରିଦେଲେ ବାପା-ମା’: ବାହାଘର ଦିନ ପାଳିଲେ ଶୁଦ୍ଧିକ୍ରିୟା

କେନ୍ଦ୍ରାପଡା: ଏପଟେ ଚାଲିଥିଲା ବାହାଘର । ସେପଟେ ଚାଲିଥିଲା ଶୁଦ୍ଧଘର । ଏପଟେ ଚାଲିଥିଲା ଭୋଜି, ସେପଟେ ବି ଚାଲିଥିଲା ଭୋଜି । ଗୋଟିଏ ପଟେ ପଡୁଥିଲା ହାତଗଣ୍ଠି, ଅନ୍ୟପଟେ ଛିଣ୍ଡୁଥିଲା ସମ୍ପର୍କର ଗଣ୍ଠି । ଏପଟେ ଆଖିରେ ଆଖିଏ ସ୍ୱପ୍ନ ନେଇ ଝିଅ ଗଢିବାକୁ ଯାଉଥିଲା ନୂଆ ସଂସାର, ହେଲେ…

ପ୍ରତିବର୍ଷ ଏପ୍ରିଲ ୧୫କୁ ବଙ୍ଗଳା ଦିବସ ଭାବେ ପାଳନ କରାଯିବା ନେଇ ବିଧାନସଭାରେ ପ୍ରସ୍ତାବ ପାରିତ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଆଜି ବଙ୍ଗଳା ଦିବସ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ପ୍ରତିବର୍ଷ ଏପ୍ରିଲ ୧୫ରେ ବଙ୍ଗଳା ଦିବସ ବା ପହିଲା ବୈଶାଖ (ବଙ୍ଗାଳୀ ନବବର୍ଷ) ଭାବେ ପାଳନ କରାଯିବ। ଏହି ସମୟରେ ତୃଣମୂଳ କଂଗ୍ରେସ…

ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଠାରୁ ଶାହିନ୍ ଆଫ୍ରିଦି ପର୍ଯ୍ୟନ୍ତ, ଏସିଆ କପ୍ ସୁପର-୪ରେ ଅନ୍ତର୍ଭୁକ୍ତ ଥିବା…

ଭୁବନେଶ୍ୱର: ଏସିଆ କପ୍ ୨୦୨୩ରେ ଏପର୍ଯ୍ୟନ୍ତ ଅନେକ ଖେଳାଳିମାନେ ଗୁରୁତ୍ୱପୂର୍ଣ୍ଣ ସମୟରେ ନିଜ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏସିଆ କପ୍ ୨୦୨୩ରେ ଗ୍ରୁପ୍ ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଓ ବାଙ୍ଗ୍ଲାଦେଶ ଗ୍ରୁପ୍ ପର୍ଯ୍ୟାୟ…

ପ୍ରକାଶ ପାଇଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଦଳୀୟ କାର୍ଯ୍ୟକର୍ତ୍ତା ତାଲିକା

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଅନୁସୂଚିତ ଜାତି (ଏସସି) ମୋର୍ଚ୍ଚା ରାଜ୍ୟ ସଭାପତି ଡା.ବିଭୁପ୍ରସାଦ ତରାଇ ଆଜି ଅନୁସୂଚିତ ଜାତି (ଏସସି) ମୋର୍ଚ୍ଚାର ବିଭିନ୍ନ ପଦାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି । ସେ  ରାଜ୍ୟ ପଦାଧିକାରୀ, ରାଜ୍ୟ…