Latest Odisha News

BREAKING NEWS

ନବ ଦାସ ହତ୍ୟା ମାମଲାରେ ଜୟ ନାରାୟଣଙ୍କ ବିସ୍ଫୋରକ ବୟାନ; କହିଲେ ପାଣ୍ଡିଆନ, ବବି ଦାସଙ୍କ କଲ ରେକର୍ଡ ଯାଞ୍ଚ ହେଉ

ଭୁବନେଶ୍ୱର: ପୁଣି ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ରଙ୍କ ବିସ୍ଫୋରକ ବୟନା । ନବ ଦାସଙ୍କ ହତ୍ୟା ମାମଲାରେ ସିଧା ଟାଣିଲେ 5T ସଚିବ ଭିକେ ପାଣ୍ଡିଆନ୍‌ ଓ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ । ଉଭୟଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ବିଧାନସଭା ପରିସରରେ ଧାରଣା…

ସ୍ୱଳ୍ପ ଗଳ୍ପ : ଗାଧୁଆ ବେଳ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୬ " ଗାଧୁଆ ବେଳ " ଶୀର୍ଷକ ଗୋଟିଏ କବିତା ସଙ୍କଳନ ସହ ଓଡ଼ିଆ କବିତାରେ ଅଭିଷିକ୍ତ ହୋଇଥିବା କବି ଅଖିଳ ନାୟକଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ଏଇଠି କିନ୍ତୁ କୌଣସି କବିତା ଚର୍ଚ୍ଚା କରାଯାଉନାହିଁ । ଯାହା କିଛି ଏଇଠି…

ବୈଦିକ ବ୍ରାହ୍ମଣମାନେ ଭଗବାନ: ଆଇଏଏସ ନିୟାଜ ଖାନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ : ବୈଦିକ ବ୍ରାହ୍ମଣମାନେ ଭଗବାନ। ବ୍ରାହ୍ମଣଙ୍କ ଜ୍ଞାନକୁ ବ୍ୟବହାର କରି ଦେଶ ସୁପର ପାଓ୍ୱାର ହୋଇପାରିବ। ଜଣେ ଆଇଏଏସ ଅଧିକାରୀ ଯିଏକି ଜଣେ ମୁସଲମାନ ଏପରି କହିଛନ୍ତି। ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ନିୟାଜ ଖାନ ବ୍ରାହ୍ମଣମାନଙ୍କ ଜ୍ଞାନକୁ କେନ୍ଦ୍ର କରି…

ଏଣିକି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ହେବ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଂଗାପୁର ପ୍ରଧାମନ୍ତ୍ରୀ ଲି ସୁନା ଲୁଂଗ ଆଜି ଭିଡିଓ କନଫରେନ୍ସି ଜରିଆରେ ଭାରତର ୟୁପିଆଇ ଏବଂ ସିଂଗାପୁରର ପେ-ନାଁଓ କେନେକ୍ଟିଭିଟିର ଶୁଭାରମ୍ଭ କରିଛନ୍ତି । ଏଣିକି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ମନି ଟ୍ରାନ୍ସଫରର…

ପ୍ରଥମ ଦିନରେ ଗୃହରେ ହଟ୍ଟଗୋଳ; କକ୍ଷତ୍ୟାଗ କଲା ବିଜେପି, ପୋଡିୟମ ତଳେ କଂଗ୍ରେସର ଧାରଣା

ଭୁବନେଶ୍ୱର:ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ବିରୋଧୀ କରିଛନ୍ତି ଗୃହରେ ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ପ୍ରତିବାଦ କରି କକ୍ଷତ୍ୟାଗ କରିଥିବାବେଳେ କଂଗ୍ରେସ ପୋଡିୟମ ତଳେ ପ୍ରତିବାଦ ଜଣାଯାଇଛି । ଆଜି ବଜେଟ ଅଧିବେଶ ଆରମ୍ଭ ହେବାକ୍ଷଣି…

ଶିବସେନା ନାଁ ଓ ନିର୍ବାଚନ ଚିହ୍ନକୁ ନେଇ ବିବାଦ: ଉଦ୍ଧବ ଠାକରେଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହେଲେ…

ମୁମ୍ବାଇ: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେଙ୍କ ଆବେଦନର ତ୍ୱରିତ ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଫଳରେ ଆସନ୍ତାକାଲି(୨୨ ଫେବ୍ରୁଆରୀ) ଦିନ ୩.୩୦  ବେଳେ ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଶିବସେନା ନାଁ ଓ…

ଜାମିନ୍‌ରୁ ଆସିବା ପରେ ପୃଥ୍ୱୀ ଶ’ଙ୍କ ବିରୋଧରେ ଓଲଟା କେସ ଦାୟର କଲେ ସପ୍ନା ଗିଲ୍

ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ’ ଓ ସପ୍ନା ଗିଲ୍‌ଙ୍କ ମଧ୍ୟରେ ଝଗଡ଼ା ବଢ଼ିବାରେ ଲାଗିଛି। ସେଲ୍‌ଫୀ ପାଇଁ ମାର୍‌ପିଟ୍ ଘଟଣାରେ ଗତକାଲି ସପ୍ନାଙ୍କୁ ଜାମିନ୍ ମିଳିବା ପରେ ସେ ପୁଣିଥରେ ପୃଥ୍ୱୀ ଶ’ ଓ ତାଙ୍କ ବନ୍ଧୁ ଆଶିଷ ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ଏକ ନୂଆ ମାମଲା ଦାୟର କରିଛନ୍ତି। ମୁମ୍ବାଇ…

ମହିଳା ଟି-୨୦ ବିଶ୍ୱକପ୍‌: ଆୟରଲାଣ୍ଡକୁ ୫ ରନ୍‌ରେ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍‌ରେ ସୋମବାର ଆୟରଲାଣ୍ଡ ୫ ରନ୍‌ରେ ପରାସ୍ତ କରିଛି ଭାରତ। ଡିଏଲ୍ ମେଥଡ୍‌ରେ ମାତ୍ର ୫ ରନ୍‌ରେ ହାରିଛି ଆୟରଲାଣ୍ଡ। ଦକ୍ଷିଣ ଆଫ୍ରିକାର ଏସ୍‌.ଟି ଜର୍ଜ ପାର୍କରେ ଏହି ମ୍ୟାଚ୍ ଖେଳାଯାଉଥିଲା। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି  ୧୫୫ ରନ୍ କରିଥିଲା।…

ବାଲେଶ୍ୱରରେ ପ୍ରତିଷ୍ଠା ହେବ ଇଏସଆଇସି ହସ୍ପିଟାଲ

ଓଡ଼ିଶା ସମ୍ବାଦ ବ୍ୟୁରୋ : ବାଲେଶ୍ୱରରେ ୧୦୦ ବେଡ ବିଶିଷ୍ଟ ଇଏସଆଇସି ହସ୍ପିଟାଲ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପିନ୍ଦର ଯାଦବ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଦେଶର ୭ଟି ରାଜ୍ୟରେ ୭ଟି ଇଏସଆଇସି ହସ୍ପିଟାଲ ପ୍ରତିଷ୍ଠା ହେବ…