Latest Odisha News

BREAKING NEWS

ରାଇଡର ଲୁକରେ ନଜର ଆସିଲେ ରାହୁଲ ଗାନ୍ଧୀ: ଇନଷ୍ଟାରେ ସେୟାର କଲେ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି  ।  ପ୍ରଥମ କରି ଲଦାଖ୍‌ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଆଜି ବାଇକ୍‌ ଚଳାଇ ପାଙ୍ଗୋଙ୍ଗ ହ୍ରଦ ଆଡ଼କୁ ଯାଇଛନ୍ତି। ତାଙ୍କର କିଛି ଫଟୋ ସେ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ…

ଖୁବଶିଘ୍ର ମୁକ୍ତିଲାଭ କରିବ NMA ଦିଦିଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ

ଗଞ୍ଜାମ: ଓଡିଆ ସିନେମା ଜଗତକୁ ନୁଆ ଏକ ଆଶା ଓ ଦିଗଦର୍ଶନ ଦେଖାଇଛି ମହିଳା ସ୍ଵାସ୍ଥ୍ୟକର୍ମୀ କେ.କ୍ରୀଷ୍ଣାଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ । ଏହି ସିନେମା ଲୋକମାନଙ୍କ ପାଖରେ ଆଦୃତ ହେଉଥିବା ବେଳେ ଆନ୍ତର୍ଯ୍ୟାତିକ ସ୍ତରରେ ପୁରଷ୍କୃତ ମଧ୍ୟ ହେଉଛି । ୨୦୧୬ ମସିହାରେ…

ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ; ଜଣେ ଗିରଫ

ପୁରୀ: ସାକ୍ଷୀଗୋପାଳ କଲେଜରେ ୫-ଟି ସଚିବଙ୍କୁ କାଳିମାଡ ।  ପୁରୀ ଜିଲ୍ଲା ଗସ୍ତରେ ଯାଇଥିବା ୫ଟି ସଚିବ ଭିକେ ପାଣ୍ଡିଆାନଙ୍କୁ ଉପରକୁ  ସତ୍ୟବାଦୀସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ  ପରିସରରେ କାଳିମାଡ ହୋଇଛି । ସଚିବ ଉକ୍ତ କଲେଜରେ ଆୟାେଜିତ ଏକ କାର୍ଯ୍ୟକ୍ରମକୁ ଯାଉଥିବା…

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ, ଆସନ୍ତା ୨୪ରେ ହାଜର ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ଜମି ଘୋଟାଲା ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ କରିଛି  । ଆସନ୍ତା ୨୪ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ଗତ ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଥିବା ବେଳେ ହେମନ୍ତ…

ରାଜ୍ୟସଭାର ୧୨% ସାଂସଦ ଅରବପତି; ତେଲେଙ୍ଗାନାରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: ରାଜ୍ୟସଭାରେ ଅଛନ୍ତି ଧନୀ ସାଂସଦ ।ରାଜ୍ୟସଭାରେ ଥିବା ସାଂସଦଙ୍କ ମଧ୍ୟରୁ  ୧୨ ପ୍ରତିଶତ ଅରବପତି । ଏମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ସର୍ବାଧିକ ସାଂସଦ ରହିଛନ୍ତି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR) ପକ୍ଷରୁ ପ୍ରକାଶ ପାଇଛି ଏପରି ତଥ୍ୟ । ଏଡିଆର…

ଲାଲ ବାହିନୀ କ୍ୟାମ୍ପ ଧ୍ବଂସ, ହେଲେ ଖସିଗଲେ ମାଓବାଦୀ

ନୂଆପଡ଼ା: ନୂଆପଡ଼ା ଲାଲ ବାହିନୀ କ୍ୟାମ୍ପ ଧ୍ବଂସ, ହେଲେ ଖସିଗଲେ ମାଓବାଦୀ । ଓଡ଼ିଶା-ଛତିଶଗଡ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରୁ  ଠାବ ହେଲା ମାଓ କ୍ୟାମ୍ପ। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । କ୍ୟାମ୍ପରୁ ବିପୁଳ ପରିମାଣର…

ବଲାଙ୍ଗୀରରେ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର:  ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ସମୟ ଧାର୍ଯ୍ୟ ହୋଇଛି । ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସ ୨୦ ତାରିଖରେ ଭାଦ୍ରବ…

ଧୋନୀ, କୋହଲି, ରୋହିତଙ୍କୁ ପଛରେ ପକାଇଲେ ବୁମରାହ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ଭାରତ କ୍ରିକେଟ ଦଳର ଅଧିନାୟକ ଯଶପ୍ରୀତ ବୁମରାହ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତ ଏହି ମ୍ୟାଚକୁ ଡକ୍ୱୱର୍ଥ ଲୁଇସ ନିୟମ ଅନୁସାରେ ୨ ରନରେ ବିଜୟୀ ହୋଇଛି । ପ୍ରଥମ ଭାରତୀୟ ଭାବେ ବୁମରାହ ଆନ୍ତର୍ଜାତୀୟ ଟି୨୦ ପ୍ରଥମ ମ୍ୟାଚରେ…

ଲୁଗା ସଫା କରିବାକୁ ଘରେ ନାହିଁ କି ଡିଟରଜେଣ୍ଟ ପାଉଡର? ତେବେ କରନ୍ତୁ ଏହି ଉପାୟ, ଚକ୍ ଚକ୍ ଦିଶିବ ପୋଷାକ

ଭୁବନେଶ୍ଵର: କୌଣସି ପୋଷାକ ପିନ୍ଧିସାରିବା ପରେ ତାହାକୁ ଧୋଇବା ଏକ ନିୟମିତ ପ୍ରକ୍ରିୟା । ଏଥିପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ । ଅନେକ ଲୋକ ପୋଷାକ ହାତରେ ସଫା କରୁଥିବା ବେଳେ କେହିକେହି ୱାଶିଂ ମେସିନ ବ୍ୟବହାର କରନ୍ତି । କିନ୍ତୁ ପୋଷାକ ସଫା କରିବା ପାଇଁ ସର୍ଫ ପାଉଡର୍…

ଅପହରଣର ୧୫ ଘଣ୍ଟା ପରେ ୫ ମତ୍ସ୍ୟଜୀବୀ ଠାବ; ସମୁଦ୍ର ଅଶାନ୍ତ ଥିବାରୁ ଆସିପାରୁ ନାହାନ୍ତି କୂଳକୁ

ବ୍ରହ୍ମପୁର : ଉଦ୍ଧାର ହେଲେ ନିଖୋଜ ମତ୍ସ୍ୟଜୀବୀ । ଆନ୍ଧ୍ର ମାଛ ମାଫିଆ ସମୁଦ୍ର ମଧ୍ୟରୁ ୫ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ନିଖୋଜ ହେବାର ୧୫ ଘଣ୍ଟା ପରେ ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରୁ ସେମାନଙ୍କୁ ଠାବ କରାଯାଇଛି ।  ତେବେ ସମୁଦ୍ର ଅଶାନ୍ତ…