Latest Odisha News

BREAKING NEWS

ମଧ୍ୟାହ୍ନଭୋଜନ ଖାଇ କନ୍ୟାଶ୍ରମର ଜଣଙ୍କର ମୃତ୍ୟୁ, ୨୫ ଅନ୍ତେବାସୀ ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ୱର: ଶନିବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ବାଲେଶ୍ୱର ଜିଲ୍ଲା ସୋରରେ ଥିବା ଏକ କନ୍ୟାଶ୍ରମର  ୨୫ ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏବେ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ଜିଲାର ନୀଳଗିରିରେ ଥିବା ଏକ କନ୍ୟାଶ୍ରମର…

ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ଗିରଫ ଦାବି କଲା ବିଜେପି ଓ କଂଗ୍ରେସ

ଜଗତସିଂହପୁର: ଯେତେବେଳେ ମହିଳା ଥାନା ଅଧିକାରୀଙ୍କୁ ଅସମ୍ମାନ ଅଭିଯୋଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେଡି ସେତେବେଳେ ବିଜେପି ମଧ୍ୟ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଛି। କଂଗ୍ରେସ ମଧ୍ୟ…

କିଲିମାଞ୍ଜରୋ ଆରୋହଣ ପରେ ବ୍ରହ୍ମପୁର ଫେରିଲେ ମଧୁସ୍ମିତା; ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବ୍ରହ୍ମପୁର: ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ (୫,୮୯୫ମି)କୁ ସଫଳତାର ସହ ଆରୋହଣ କରିବା ପରେ ବ୍ରହ୍ମପୁର ଘରକୁ ଫେରିଛନ୍ତି ମଧୁସ୍ମିତା ପାତ୍ର। ପରିବର ବର୍ଗଙ୍କ ତରଫରୁ ବ୍ରହ୍ମପୁର ଷ୍ଟେସନ ଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନ୍ୟପଟେ…

୧୦ ଫୁଟ ଲମ୍ବା ଗୋଡ଼ ବାଲା କଙ୍କଡ଼ା କଲା ୱାର୍ଲ୍ଡ ରେକର୍ଡ଼

ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ ପାଇଁ କାହାର ବା ଇଛା ନାହିଁ । ଏଥିପାଇଁ ତ ଲୋକେ ନିଜ ଆଗ୍ରହ ମୁତାବକ ଉଦ୍ୟମ କରିଥାନ୍ତି । ଅନେକ ଏ କ୍ଷେତ୍ରରେ ସଫଳ ହୋଇଥିବା ବେଳେ ଆଉ ଅନେକ ଲକ୍ଷ୍ୟରେ ପହଞ୍ôଚପାରନ୍ତି ନାହିଁ । ଇଏତ ଗଲା ନିଜ ଉଦ୍ୟମରେ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ କଥା । କିନ୍ତୁ…

ଟି୨୦ ମହିଳା ବିଶ୍ୱକପ କ୍ରିକେଟ: ସଂଘର୍ଷ କରି ହାରିଲା ଭାରତ

କ୍ୱେବାରାହ: ଏଠାରେ ଚାଲିଥିବା ଟି୨୦ ବିଶ୍ୱକପ କ୍ରିକେଟର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ୧୧ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ୱିକେଟ ବିନିମୟରେ ୧୫୧ ରନ ସଂଗ୍ରହ କରିଥିଲା । ନାଟ ସ୍କାଇଭର ବ୍ରାଂଟ ୫୦ ଓ ଆମୀ ଜୋନ୍ସ ୪୦ ରନର ଇନିଂସ ଖେଳିଥିଲେ ।…

ଅସ୍ତ୍ରୋପଚାର କରି ବିଶ୍ୱ ରେକର୍ଡ଼ କଲେ, ହେଲେ ଚେହେରା ଦେଖି ଲୋକେ ଭୟ କରୁଛନ୍ତି

ନିଜକୁ ସୁନ୍ଦର କରିବା ପାଇଁ ଆଗ୍ରହ ସହ ସେ ଉଦ୍ୟମ ଆରମ୍ଭ କଲେ । ଏଥିପାଇଁ ଏକାଧିକବାର ତାଙ୍କୁ ଶରୀରରେ ଅସ୍ତ୍ରୋପଚାର କରିବାକୁ ପଡ଼ିଲା । ତାହାସହିତ ପାଣି ପରି ପଇସା ବି ଖର୍ଚ୍ଚ କଲେ । ହେଲେ ଫଳ ହେଲା ଓଲଟା । ଏବେ ତାଙ୍କ ଶରୀର ଏମିତି ଆକୃତି ହୋଇଯାଇଛି, ଯାହାକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ…

ରଣଜୀ ଟ୍ରଫି ଫାଇନାଲ: ସୌରାଷ୍ଟ୍ର ଦୃଢ଼ ସ୍ଥିତିରେ

କୋଲକାତା: ସ୍ଥାନୀୟ ଇଡେନଗାର୍ଡେନରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଫାଇନାଲରେ ସୌରାଷ୍ଟ୍ର ସୁବିଧାଜନକ ସ୍ଥିତିରେ ରହିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ଦଳ ଏବେ ବି ୬୧ ରନରେ ଆଗୁଆ ରହିଛି । ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ୧୭୪ ରନ ଜବାବରେ ସୌରାଷ୍ଟ୍ର ୪୦୪ ରନ କରି…

ପୁଣି ଜେରା କରିବ CBI, ସିସୋଦିଆ କହିଲେ ‘ବିରୋଧରେ ବ୍ୟବହାର ହେଉଛି ସବୁ କ୍ଷମତା’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତିକୁ ନେଇ ସିବିଆଇ ପୁଣି ଥରେ ମନୀଷ ସିସୋଦିଆଙ୍କୁ ପଚରାଉଚରା ପାଇଁ ଡାକିଛି । ଯାହାକୁ ନେଇ ସିସୋଦିଆ କହିଛନ୍ତି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପକ୍ଷରୁ ଏଜେନ୍ସି ଗୁଡ଼ିକ ମୋତେ ହଇରାଣ କରିବା ଲାଗି ସବୁ କ୍ଷମତା ଲଗାଇଛନ୍ତି । ସିସୋଦିଆ ଟ୍ୱିଟ୍ କରି…

ରାଜନୀତିରେ ମହିଳା ଅସ୍ତ୍ର !

ଭୁବନେଶ୍ୱର: ବିଜେଡି ଫୋକସରେ ସବୁବେଳେ ମହିଳା ରହି ଆସିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା କଥା ହେଉ କିମ୍ବା ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଂରକ୍ଷଣ କଥା ସବୁଥିରେ ବିଜେଡି ମହିଳାଙ୍କୁ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହୁଏ। ଏବେ ବିରୋଧୀ ଦଳ ନେତା…

ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବିଜେପି: ବିଜେଡି

ଭୁବନେଶ୍ୱର: ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମ ସହ କଥା ହେବାବେଳେ କହିଛନ୍ତି ଯେ ତାଙ୍କ ପୂର୍ବରୁ ନେତାମାନେ ଶାସକ ଦଳ ଦ୍ୱାରା ପରିଚାଳିତ (ମାନେଜ୍‍ଡ) ହୋଇଥିଲେ କିନ୍ତୁ ସେ ସେଭଳି ହୋଇପାରିବେ ନାହିଁ; ତେଣୁ ଶାସକ ଦଳ ତାଙ୍କ ପଛରେ ପଡିଛନ୍ତି । ଏଭଳି…