ବିବାହ ସାର୍ଟିଫିକେଟ ଟାଟୁ କରି ପତ୍ନୀଙ୍କୁ ସରପ୍ରାଇଜ୍ ଗିଫ୍ଟ
ଫେବୃଆରୀ ୧୪ ତାରିଖରେ ପ୍ରେମୀଯୁଗଳ ଧୁମ୍ଧାମରେ ଭାଲେଣ୍ଟାଇନ୍ ଡ଼େ ପାଳନ କରିଛନ୍ତି । ଉଭୟ ଉଭୟଙ୍କୁ ଦାମି ଉପହାର ମଧ୍ୟ ଦେଇଛନ୍ତି । ହେଲେ ଏହି ଦିବସରେ ଏମିତି ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଅଜବ ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଯୁବକ ଜଣକ କ’ଣ ଉପହାର ଦେଇଥିଲେ ଜାଣିଲେ ନିଶ୍ଚୟ…