ପ୍ରତିଦିନ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ
ଭୁବନେଶ୍ଵର: ଆଜିଯାଏଁ ଆପଣ ଅନେକ ଫଳର ଫାଇଦା ଆଉ ସେଥିରୁ ଦୂର ହେଉଥିବା ରୋଗ ବିଷୟରେ ଜାଣିଥିବେ । ହେଲେ କଣ ଆପଣ ଖଜୁରୀରୁ ମିଳୁଥିବା ଫାଇଦା ସମ୍ପର୍କରେ ଜାଣିଛନ୍ତି? ତେବେ ଆସନ୍ତୁ ଜାଣିବା ଖଜୁରୀ କୋଳିରୁ ହେଉଥିବା ସ୍ଵାସ୍ଥ୍ୟଗତ ଫାଇଦା ସମ୍ପର୍କରେ ।
ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ…