Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କରଣ ଓ ତେଜସ୍ୱୀ

ମୁମ୍ବାଇ : ବଲିଉଡର ସବୁଠୁ କ୍ୟୁଟ୍‌ କପଲ ହେଉଛନ୍ତି କରଣ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶ  । ଏହି କପଲ୍‌ ପ୍ରଶଂସକଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ଏକ ସାକ୍ଷାତକାରରେ କରଣ କୁନ୍ଦ୍ରା ତେଜଶ୍ୱୀଙ୍କ ସହ ବିବାହ ସମ୍ପର୍କରେ ଖୁଲାସା କରିଛନ୍ତି। ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରାଙ୍କ…

ଭାରତ ବିରୋଧୀ ଶକ୍ତି ସୁପ୍ରିମକୋର୍ଟଙ୍କୁ ମାଧ୍ୟମ ଭାବେ ଗ୍ରହଣ କରୁଛନ୍ତି: ପଂଚଜନ୍ୟ

ନୂଆଦିଲ୍ଲୀ: ଭାରତ ବିରୋଧୀ ଶକ୍ତି ସୁପ୍ରିମକୋର୍ଟଙ୍କୁ ଏକ ମାଧ୍ୟମ ଭାବେ ବ୍ୟବହାର କରିବାକୁ ଉଦ୍ୟମ କରୁଛୁ ବୋଲି ଆରଏସଏସର ସାପ୍ତାହିକ ପତ୍ରିକା ପଂଚଜନ୍ୟରେ ଏକ ଲେଖା ପ୍ରକାଶ ପାଇଛି । ଏ ନେଇ ଏବେ ଆଲୋଡନ ସୃଷ୍ଟି ହୋଇଛି । ବିବିସି ଡକ୍ୟୁମେଂଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର…

ଭାରତରେ ଫେକ ସୋସିଆଲ ମିଡିଆ କ୍ୟାମ୍ପେନ ଚଲାଉଛି ଇସ୍ରାଏଲର ସପ୍ଟଓୟାର କମ୍ପାନୀ!

ଲଣ୍ଡନ: ଇସ୍ରାଏଲର ଏକ ସ୍ପାଇ ଫାର୍ମ ଟିମ ବିଶ୍ୱର ୩୦ରୁ ଅଧିକ ଦେଶର ନିର୍ବାଚନରେ ନାକ ପୁରାଉଥିବା ଅଭିଯୋଗ ହେବା ପରେ ଏବେ ଏହି ଫାର୍ମ ବିରୋଧରେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । ଏହି ଇସ୍ରାଏଲ ଫାର୍ମ ଏବେ ଏକ ସପ୍ଟଓୟାର କମ୍ପାନୀ ସାହାଯ୍ୟରେ ଭାରତ ସମେତ ଅନେକ ଦେଶରେ ଫେକ ସୋସିଆଲ…

ନିଆରା ବିବାହ, ତିନି ଫୁଟର ବରକୁ ତିନି ଫୁଟର କନ୍ୟା

ଉତ୍ତରପ୍ରଦେଶ: କୁହାଯାଏ ଯୋଡି ଉପରବାଲା ବନେଇଥାଏ, ଏଠାରେ ସେମାନେ ପରସ୍ପର ସହ ମିଶନ୍ତି । କୌଣସି ନା କୌଣସି ପ୍ରକାରେ ସମସ୍ତଙ୍କୁ ନିଜର ଜୀବନ ସାଥୀ ମିଳିଥଏ । ଏମିତି ଏକ ନିଆରା ବିବାହକୁ ନେଇ ଉତ୍ତରପ୍ରଦେଶରେ ଚର୍ଚ୍ଚା ଧରିଛି । ଉତ୍ତରପ୍ରଦେଶର ଆଲିଗଡ଼ରେ ୩ଫୁଟର ବର ଓ ବଧୂଙ୍କ ବିବାହ…

ଜୟ ନାରାୟଣଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ୱର: ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଗତକାଲି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ପଦରୁ ଜୟନାରାୟଣଙ୍କୁ ହଟାଇବା ପାଇଁ ଦାବି କରିବା ପରେ ବିଜୁ ମହିଳା…

ବାପା ଓ ପୁଅ ବାଇକ୍‌ରେ ଯାଉଥିବା ବେଳେ ସାମ୍ନାରୁ ଧକ୍କା ଦେଲା ଟ୍ରକ୍; ଦୁଇ ମୃତ

ନୂଆପଡା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ। ବାଇକ୍‌ରେ ଯାଉଥିବା ବେଳେ ପଛରୁ ପିଟିଲା ଟ୍ରକ୍। ନୂଆପଡ଼ା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେରେ ଏଭଳି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ କୋମନା ଥାନା ମିଛାପାଲି ଗାଁର କମଳ ପାଟକୀନାରା (୩୫) ଓ ତାଙ୍କ ପୁଅ ଦୀପକ୍…

ଆଧ୍ୟାତ୍ମିକ ଭାବନା ସହ ମୃଦଙ୍ଗର ତାଳେ ତାଳେ ୪ ବର୍ଷର ବାଳକ

କାମାକ୍ଷାନଗର : କଥାରେ ଅଛି ମଣିଷ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ । ଅର୍ଥାତ ସବୁ ମଣିଷଙ୍କ ପାଖେ କିଛି ନା କିଛି ଅନ୍ତର୍ନିହିତ ଗୁଣ ରହିଥାଏ । ଯାହାକୁ ଦେଖି ଭଗବାନ ସନ୍ତୋଷ ଲାଭ କରନ୍ତି । ସେଭଳି ଦିବ୍ୟଜ୍ଞାନ ଦେଖିବାକୁ ମିଳିଛି ୪ବର୍ଷର ଶିଶୁପୁତ୍ର ଗୋବିନ୍ଦଙ୍କ ପାଖରେ । ବୟସ ୪…

ଖୁବ ଶୀଘ୍ର ପଦ୍ମପୁରକୁ ମିଳିପାରେ ଜିଲ୍ଲା ମାନ୍ୟତା

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ବିରୋଧୀ ବଳ ଯୋଗାଡୁଥିବାବେଳେ ସରକାର ପ୍ରତିଶ୍ରୁତି ପୂରଣ କରିବାରେ ଲାଗିଛନ୍ତି । ଆସନ୍ତ ନିର୍ବାଚନ ପୂର୍ବରୁ ନୀବନ ପଟ୍ଟନାୟକ ବି ତାଙ୍କର ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି    । ପଦ୍ମପୁର…

ଆଇଏଏସ ଅଫିସରଙ୍କ ଉପରେ ଲଦା ହୋଇଛି ବିଭାଗ, ଘାରିଲା ନାମଫଳକ ଚିନ୍ତା

ପାଟନା: ବିହାରରେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ରାହୁଲ କୁମାରଙ୍କୁ ଏବେ ଚିନ୍ତା ଘାରିଛି | ଆଉ ଏବାବଦରେ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି | ବାସ୍ତବରେ ରାଜ୍ୟ ସରକାର ରାହୁଲ କୁମାରଙ୍କ ଉପରେ ଏତେ ବିଭାଗ ଲଦି ଦେଇଛନ୍ତି ଯେ ଯାହାକୁ ନେଇ ସେ ଚିନ୍ତାରେ…

ଋଷର ୬ଟି ଗୁଇନ୍ଦା ବେଲୁନକୁ ମିସାଇଲ୍ ମାଡ କରି ଖସାଇଲା ୟୁକ୍ରେନ୍; ଆକ୍ରମଣ ନେଇ ରାଜଧାନୀରେ ଆଲର୍ଟ ଜାରି

କିଭ୍: ବର୍ଷେ ହେଲା ଋଷ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବା ବେଳେ ୟୁକ୍ରେନ୍‌ର ସୈନ୍ୟ ଠିକଣା ଖୋଜିବାକୁ ଗୁଇନ୍ଦା ବେଲୁନ ଛାଡ଼ିଥିଲା ଋଷ। କିଭ୍ ଆକାଶରେ ବେଲୁନ ଦେଖିବା ପରେ ମିସାଇଲ୍ ମାଡ଼ କରି ଖସାଇଲା ୟୁକ୍ରେନ୍। ଏନେଇ ୟୁକ୍ରେନ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି। କିଭ୍ ଆକାଶରେ ଦେଖାଯାଇଥିବା…