Latest Odisha News

BREAKING NEWS

ଏଲଟିଟିଇ ପ୍ରମୁଖ ପ୍ରଭାକରନ ଜୀବିତ !

କଲମ୍ବୋ: ତାମିଲନାଡୁର ପୂର୍ବତନ କଂଗ୍ରେସ ନେତା ତଥା ୱାର୍ଲ୍ଡ କନଫେରେନ୍ସ ଅଫ ତାମିଲର ଅଧ୍ୟକ୍ଷ ପାଝା ନେଦୁମାରନ ସୋମବାର ଏଲଟିଟିଇ ପ୍ରମୁଖ ବେଲୁପିଲ୍ଲାଇ ପ୍ରଭାକରନ ଜୀବିତ ଅଛନ୍ତି ବୋଲି କହି ହଇଚଇ ସୃଷ୍ଟି କରିଛନ୍ତି । ସେ ଜୀବିତ ଓ ସୁସ୍ଥ ଅଛନ୍ତି ଏବଂ ଖୁବ ଶୀଘ୍ର ସମସ୍ତଙ୍କ ସମ୍ମୁଖକୁ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ; ଜିଲ୍ଲାବାସୀଙ୍କୁ ଦେଲେ ୪,୭୦୩ କୋଟିର ଭେଟି

କେନ୍ଦୁଝର: କେନ୍ଦୁଝରବାସୀଙ୍କୁ ୪,୭୦୩ କୋଟିର ଭେଟି ଦେଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ  ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଅନେକ ବିକାଶ ମୂଳକ କାମର ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲା ପାଇଁ  ୪୭୦୩କୋଟି ମୂଲ୍ୟର ୨୫୯ଟି…

ଆଜି ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୧୪ରେ ଦିଆଯିବ ‘ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର’

ଭୁବନେଶ୍ୱର :  ବହୁ ବାଦ ବିବାଦ ପରେ ଆଜି ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଉତ୍କଳ ମଣ୍ଡପରେ ଦିଆଯିବ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ସେହିପରି ୧୪ ତାରିଖ ମଙ୍ଗଳବାରରେ ଦିଆଯିବ '୮ମ ରାଜ୍ୟ ଟେଲି ପୁରସ୍କାର'। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ…

ଏମିତି ବି ଆସେ ମୃତ୍ୟୁ, ଲିଫ୍ଟରେ ଚାପି ହୋଇ ଖଣ୍ଡ ଖଣ୍ଡ ହୋଇଗଲେ ବାଳକ

ନୂଆଦିଲ୍ଲୀ: ମୃତ୍ୟୁ କେଉଁଠି କେମିତି କେତେବଳେ ଆସୁଥାଏ, ତାହା କେହି କହିପାରିବେ ନାହିଁ। କେତେବେଳେ ଯେ କାଳ କାହାକୁ କେମିତି କୋଳେଇ ନେବ ତାହା କାହାରିକୁ ଜଣା ନଥାଏ। ଠିକ୍ ଏମିତି ଅଚାନକ ଭାବେ ମୃତ୍ୟୁ କୋଳେଇ ନେଇଛି ଜଣେ ୧୫ ବର୍ଷୀୟ ବାଳକକୁ। ଦୁର୍ଭାଗ୍ୟବଶତଃ ଗୋଡ଼ ଖସି ଯିବାରୁ ବାଳକ ଜଣକ…

୬୧ ତମ ପୁରୀ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା: ସୁପ୍ରତିଭା ହେଲେ ପୁରୀ ଶ୍ରୀ

ପୁରୀ: ସ୍ଥାନୀୟ ଅଡଙ୍ଗ ତିଆଡି ଜାଗାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ୬୧ତମ ପୁରୀ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସୁପ୍ରତିଭା ଖୁଂଟିଆ ପୁରୀ ଶ୍ରୀ ଟାଇଟଲ ହାସଲ କରିଥିଲେ…

ସାରା ବିଶ୍ୱ ଦେଖିଲା ଭାରତୀୟ ବାୟୁସେନାର ପରାକ୍ରମ

ବେଙ୍ଗାଲୁର: ଆକାଶରେ ବୀରତ୍ୱ ଦେଖାଇଲା ବାୟୁସେନା । ସାରା ବିଶ୍ୱ ଦେଖୁଥିଲା ଭାରତୀୟ ବାୟୁସେନାର ପରାକ୍ରମ । ଆଖି ପିଛୁଳାକେ ଏକାଧିକ ଲଢୁଆ ବିମାନ ପଇଁତରା ମାରୁଥିଲେ । ଆଜି ବେଙ୍ଗାଲୁରରେ ଆରମ୍ଭ ହୋଇଛି ଏସିଆର ସବୁଠାର ବଡ ଏରୋ ଇଣ୍ଡିଆ-୨୦୨୩ ଶୋ  । ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ…

କଥା ଦେଇ ୨ବର୍ଷ ପରେ କଥା ପୂରଣ କଲେ ସୋନୁ ସୁଦ୍

ମୁମ୍ବାଇ: ଲକଡାଉନ୍ ସମୟରେ ଯେତେବେଳେ ଦେଶର ବଡ ସେଲିବ୍ରିଟିମାନେ ଘରେ ରହି ସୋସିଆଲ ମିଡିଆରେ  ଭିଡିଓ ସେୟାର କରୁଥିଲେ । ସେତେବେଳେ ଅଭିନେତା ସୋନୁ ସୁଦ ଗରିବ ଶ୍ରମିକମାନଙ୍କ ପାଇଁ ରାସ୍ତାକୁ ଓହ୍ଲାଇ ଥିଲେ । ଏବେ ସେ କେବଳ ଏକ ଷ୍ଟାର ନୁହଁନ୍ତି ଗରିବ ଲୋକଙ୍କ ଭଗବାନ । ସୋନୁ ସୁଦ ପରଦାରେ…

କେଉଁ ଜେଲରେ ରହିବ ଗୋପାଳ ? ଜେଲ କର୍ତ୍ତୃପକ୍ଷଙ୍କୁ ଘାରିଲା ଅଭିଯୁକ୍ତର ସୁରକ୍ଷା ଚିନ୍ତା

ଝାରସୁଗୁଡା: ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ଜେଲ ଯାଇଛି ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ । ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର ହେବା ପରେ ତାକୁ ଝାରସୁଗୁଡା ଜେଲକୁ ପଠାଇ ଦିଆଯାଇଛି । ତେବେ ସେ ଝାରସୁଗୁଡା ଜେଲରେ ରହିବ ନାଁ ଚୌଦ୍ୱାର ଜେଲରେ ତାହା ସ୍ଥିର…

ହୀରା ଚାଖିଲେ ହୁଏ ମୃତ୍ୟୁ, ଏହା ସତ ନା କଳ୍ପନା

ପୃଥିବୀର ସବୁଠୁ ମହଙ୍ଗା ଜିନିଷ ଭିତରୁ  ହୀରା ହେଉଛି ଅନ୍ୟତମ । ଏହା ଅଳଙ୍କାର ତିଆରି ଏବଂ କାଚ କାଟିବା ପରି ଅନେକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଆପଣ ନିଶ୍ଚୟ ବିଜ୍ଞାନରେ ପଢିଥିବେ ଯେ ହୀରା ପୃଥିବୀର ସବୁଠୁ କଠିନ ପଦାର୍ଥ । ଏହା ବ୍ୟତୀତ ହୀରାକୁ କାର୍ବନର ଶୁଦ୍ଧ ରୂପ ମଧ୍ୟ କୁହାଯାଏ ।…

ଶୃଙ୍ଖଳିତ ହେବେ ସରକାରୀ ସ୍କୁଲ ପିଲା: ଛାତ୍ରୀ ବାନ୍ଧିବେ ରିବନ ଫିତା, ଛାତ୍ର କାଟିବେ ସାଇଡ କଟ

ଭୁବନେଶ୍ୱର:ଏଣିକି ସରକାରୀ ସ୍କଲକୁ ପିଲା ଆଉ ବିଶୃଙ୍ଖଳିତ ହୋଇ ସ୍କଲକୁ ଆସିବେ ନାହିଁ । ଝିଅପିଲାମାନେ ଚୁଟି ଖୋଲା କରିବେନି । ମୁଣ୍ଡରେ ରିବନ ଫିତା ବାନ୍ଧିବେ ନଚେତ ହେୟାର କ୍ଲିପ ଲଗାଇବେ । ଛାତ୍ରମାନେ ସାଇଡ କଟ ଚୁଟି ରଖିବେ । ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ…