Latest Odisha News

BREAKING NEWS

ସାରା ବିଶ୍ୱ ଦେଖିଲା ଭାରତୀୟ ବାୟୁସେନାର ପରାକ୍ରମ

ବେଙ୍ଗାଲୁର: ଆକାଶରେ ବୀରତ୍ୱ ଦେଖାଇଲା ବାୟୁସେନା । ସାରା ବିଶ୍ୱ ଦେଖୁଥିଲା ଭାରତୀୟ ବାୟୁସେନାର ପରାକ୍ରମ । ଆଖି ପିଛୁଳାକେ ଏକାଧିକ ଲଢୁଆ ବିମାନ ପଇଁତରା ମାରୁଥିଲେ । ଆଜି ବେଙ୍ଗାଲୁରରେ ଆରମ୍ଭ ହୋଇଛି ଏସିଆର ସବୁଠାର ବଡ ଏରୋ ଇଣ୍ଡିଆ-୨୦୨୩ ଶୋ  । ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ…

କଥା ଦେଇ ୨ବର୍ଷ ପରେ କଥା ପୂରଣ କଲେ ସୋନୁ ସୁଦ୍

ମୁମ୍ବାଇ: ଲକଡାଉନ୍ ସମୟରେ ଯେତେବେଳେ ଦେଶର ବଡ ସେଲିବ୍ରିଟିମାନେ ଘରେ ରହି ସୋସିଆଲ ମିଡିଆରେ  ଭିଡିଓ ସେୟାର କରୁଥିଲେ । ସେତେବେଳେ ଅଭିନେତା ସୋନୁ ସୁଦ ଗରିବ ଶ୍ରମିକମାନଙ୍କ ପାଇଁ ରାସ୍ତାକୁ ଓହ୍ଲାଇ ଥିଲେ । ଏବେ ସେ କେବଳ ଏକ ଷ୍ଟାର ନୁହଁନ୍ତି ଗରିବ ଲୋକଙ୍କ ଭଗବାନ । ସୋନୁ ସୁଦ ପରଦାରେ…

କେଉଁ ଜେଲରେ ରହିବ ଗୋପାଳ ? ଜେଲ କର୍ତ୍ତୃପକ୍ଷଙ୍କୁ ଘାରିଲା ଅଭିଯୁକ୍ତର ସୁରକ୍ଷା ଚିନ୍ତା

ଝାରସୁଗୁଡା: ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ଜେଲ ଯାଇଛି ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ । ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର ହେବା ପରେ ତାକୁ ଝାରସୁଗୁଡା ଜେଲକୁ ପଠାଇ ଦିଆଯାଇଛି । ତେବେ ସେ ଝାରସୁଗୁଡା ଜେଲରେ ରହିବ ନାଁ ଚୌଦ୍ୱାର ଜେଲରେ ତାହା ସ୍ଥିର…

ହୀରା ଚାଖିଲେ ହୁଏ ମୃତ୍ୟୁ, ଏହା ସତ ନା କଳ୍ପନା

ପୃଥିବୀର ସବୁଠୁ ମହଙ୍ଗା ଜିନିଷ ଭିତରୁ  ହୀରା ହେଉଛି ଅନ୍ୟତମ । ଏହା ଅଳଙ୍କାର ତିଆରି ଏବଂ କାଚ କାଟିବା ପରି ଅନେକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଆପଣ ନିଶ୍ଚୟ ବିଜ୍ଞାନରେ ପଢିଥିବେ ଯେ ହୀରା ପୃଥିବୀର ସବୁଠୁ କଠିନ ପଦାର୍ଥ । ଏହା ବ୍ୟତୀତ ହୀରାକୁ କାର୍ବନର ଶୁଦ୍ଧ ରୂପ ମଧ୍ୟ କୁହାଯାଏ ।…

ଶୃଙ୍ଖଳିତ ହେବେ ସରକାରୀ ସ୍କୁଲ ପିଲା: ଛାତ୍ରୀ ବାନ୍ଧିବେ ରିବନ ଫିତା, ଛାତ୍ର କାଟିବେ ସାଇଡ କଟ

ଭୁବନେଶ୍ୱର:ଏଣିକି ସରକାରୀ ସ୍କଲକୁ ପିଲା ଆଉ ବିଶୃଙ୍ଖଳିତ ହୋଇ ସ୍କଲକୁ ଆସିବେ ନାହିଁ । ଝିଅପିଲାମାନେ ଚୁଟି ଖୋଲା କରିବେନି । ମୁଣ୍ଡରେ ରିବନ ଫିତା ବାନ୍ଧିବେ ନଚେତ ହେୟାର କ୍ଲିପ ଲଗାଇବେ । ଛାତ୍ରମାନେ ସାଇଡ କଟ ଚୁଟି ରଖିବେ । ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ…

ଫ୍ଲିପକାର୍ଟ ସମେତ ୨୦ଟି ଅନଲାଇନ ଔଷଧ ବିକ୍ରି କରୁଥିବା କମ୍ପାନୀକୁ ନୋଟିସ

ନୂଆଦିଲ୍ଲୀ: ଆମାଜନ ଏବଂ ଫ୍ଲିପକାର୍ଟ ହେଲଥ ପ୍ଲସ୍ ସହିତ ୨୦ଟି ଅନଲାଇନ୍ କମ୍ପାନୀକୁ ନୋଟିସ। ବିନା ଲାଇସେନ୍ସରେ ଔଷଧ ବିକ୍ରି ଅଭିଯୋଗରେ ନୋଟିସ ଜାରି କରିଛି ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)। ଏହି ନିୟମ ଉଲ୍ଲଂଘନ ବୋଲି ଦର୍ଶାଇ ଡିସିଜିଆଇ ଏହି କମ୍ପାନୀମାନଙ୍କୁ…

ରାଜ୍ୟସଭାରେ ଜୟା ବଚ୍ଚନ କାହାକୁ ଏପରି ଅଙ୍ଗୁଳି ନିର୍ଦ୍ଦେଶ କଲେ?

ନୂଆଦିଲ୍ଲୀ: ରାଜ୍ୟସଭାରେ ଫେବୃଆରୀ ୯ ତାରିଖରେ ହୋଇଥିବା ଏକ ଘଟଣାକ୍ରମକୁ ନେଇ ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚା। ଭାଇରାଲ ହେଉଥିବା ଭିଡିଓ ଏବଂ ଫଟୋରେ ସାଂସଦ ଜୟା ବଚ୍ଚନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ…

ରାତିରେ କମିବ, ଦିନରେ ବଢ଼ିବ ତାପମାତ୍ରା: ଫେବୃଆରୀରେ ଏପ୍ରିଲ-ମେ’ର ଅନୁଭୂତି!

ଭୁବନେଶ୍ୱର: ରାତିରେ ଶୀତ, ଦିନରେ ଖରା। ଏପରି କିଛି ସ୍ଥାନରେ ଅନୁଭୂତ ହେବ ତାପମାତ୍ରା। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାତିରୁ ୨ ଦିନ ଯାଏ ପାରଦ ପାଖାପାଖି ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ତେଣୁ କିଛି ସ୍ଥାନରେ ହାଲୁକା ଶୀତ ଅନୁଭୁବ ହେବ। ଅନ୍ୟପଟେ ରାଜ୍ୟରେ ଦିନର ତାପମାତ୍ରା…

ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ଏମସି ଷ୍ଟାନ

ନୂଆଦିଲ୍ଲୀ : ଲୋକପ୍ରିୟ ରିଆଲିଟି ସୋ' ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ଏମସି ଷ୍ଟାନ । ଗ୍ରାଣ୍ଡ ଫିନାଲେରେ ବାଜି ମାରି ନେଇଛନ୍ତି ଷ୍ଟାନ୍‌। ରବିବାର ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ସିଜନ୍‌ ରାତି ୧୨ଟା ୩୧ରେ ଶୋ’ର ହୋଷ୍ଟ ସଲମାନ ଖାନ୍‌ ଷ୍ଟାନ୍‌ ଓ୍ବିନର ଏବଂ ଶିବ ଠାକ୍ରେଙ୍କୁ…

ଜଷ୍ଟିସ ନାଜିର ହେଲେ ରାଜ୍ୟପାଳ, କଂଗ୍ରେସ କହିଲା ଯିଏ ମୋଦୀ ପାଇଁ କାମ କରନ୍ତି… ରାଜ୍ୟପାଳ ହୁଅନ୍ତି

ନୂଆଦିଲ୍ଲୀ: ୨୦୧୯ରେ ଐତିହାସିକ ଅଯୋଧ୍ୟା ରାୟ ପ୍ରଦାନ କରିଥିବା ବେଞ୍ଚର ସଦସ୍ୟଙ୍କ ମଧ୍ୟରେ ଥିବା ଜଷ୍ଟିସ ଏସ ଅବଦୁଲ ନାଜିର ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୀ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏହାପରେ ଏହାକୁ ନେଇ ରାଜନୈତିକ ବୟାନବାଜି…