ପତ୍ନୀ, ଝିଅକୁ ହତ୍ୟା ପରେ ବାପାର ଆତ୍ମହତ୍ୟା!
ଲକ୍ଷ୍ମୀପୁର : କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୋୟାପୁଟ ଗାଁରେ ରବିବାର ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ଘର ଭିତରେ ଝୁଲି ରହିଥିବା ବେଳେ ସ୍ତ୍ରୀଙ୍କ ମୃତଦେହ ସୋଫା ସେଟ୍ ଉପରେ ପଡ଼ିଥିଲା। ଉଭୟଙ୍କ ଚାରି ବର୍ଷର ଝିଅ ମୃତଦେହ ମଧ୍ୟ ସୋଫା ତଳେ ପଡ଼ିଥିବା…