ଚୀନ ସହ ବିବାଦ ନୁହେଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛୁ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍
ନୂଆଦିଲ୍ଲୀ: ଚୀନର ଗୁଇନ୍ଦା ବେଲୁନକୁ ଆମେରିକା ଗୁଳି କରି ଖସାଇ ଦେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଛି। ଏପରିକି ଚୀନ ଉଚିତ ସମୟରେ ଏହାର ଜବବା ଦେବ ବୋଲି କହିଛି। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକା ଚୀନ…