ହୀନ ରାଜନୀତି ଛାଡୁନି ପାକିସ୍ତାନ: ୱାଘା ସୀମାରେ ୧୯୦ ହିନ୍ଦୁଙ୍କୁ ଅଟକାଇଲେ ପାକ ଅଧିକାରୀ
ଇସଲାମବାଦ: ଗୋଟିଏ ପଟେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଦେଶର ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଅନ୍ୟ ରାଷ୍ଟ୍ର ପାଖରେ ହାତ ପତଉଛି । ଦେଶ ଭିକାରୀ ହୋଇଗଲାଣି କହି ମୁଣ୍ଡ ପିଟୁଛନ୍ତି ପାକ ପ୍ରଧାନମନ୍ତ୍ରୀ । ହେଲେ ଭାରତ ବିରୋଧୀ ବୟାନବାଜିରୁ କିନ୍ତୁ ଓହରି…