Latest Odisha News

BREAKING NEWS

ବ୍ରହ୍ମପୁରରେ ଗୋପାଳ ଓ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ

ବ୍ରହ୍ମପୁର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ ଏମକେସିଜି ମେଡିକାଲ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇ ଗୋପାଳ ଓ ତାଙ୍କ ପରିବାର ଲୋକଙ୍କ ନାଁରେ…

ପ୍ରେସ ମିଟରେ କାନ୍ଦି ପକାଇଲେ ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପିଟି ଉଷା ଏଠାରେ ଅନୁଷ୍ଠିତ ଏକ ପ୍ରେସ କନଫେରେନ୍ସରେ କାନ୍ଦି ପକାଇଥିଲେ । କେରଳର କୋଝିକୋଡରେ ତାଙ୍କ ଦ୍ୱାରା ନିର୍ମିତ ଉଷା ସ୍କୁଲ ଅଫ ଆଥଲେଟିକ୍ସ ଅବୈଧ ଭାବେ ନିର୍ମାଣ କରିବା ଅଭିଯୋଗ ଆସିଛି । ଏକାଡେମୀର ଜମିରେ ସ୍ଥାନୀୟ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ରିଲେରେ ଓଡିଶାକୁ ସ୍ୱର୍ଣ୍ଣ

ଭୋପାଳ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଏ ପର୍ଯ୍ୟନ୍ତ ଓଡିଶା ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଶନିବାର ୧୭ ବର୍ଷରୁ କମ ବାଳକ ୪ ଗୁଣନ ୧୦୦ ରିଲେରେ ଓଡିଶା ସ୍ୱର୍ଣ୍ଣ ପଦକ ହାସଲ କରିଛି । ଜୟରାମ, ରାଜେନ୍ଦ୍ର, ନୀତିଶ ଓ ଏମ.ରେୟାଙ୍କ ଟିମ ପ୍ରଥମ ସ୍ଥାନ ହାସଲ କରିଥିଲେ । ଏମାନେ ସମସ୍ତେ…

ମାଆ ହେବେ ଟ୍ରାନ୍ସଜେଣ୍ଡର: ଭାରତରେ ପ୍ରଥମ ଘଟଣା

ଭାରତୀୟ ଟ୍ରାନ୍ସଜେଣ୍ଡର ଦମ୍ପତ୍ତି ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ଅଛନ୍ତି । କାରଣ ହେଲା ସେମାନଙ୍କ ଭିତରୁ ଜଣେ ମାଆ ହେବାକୁ ଯାଉଛନ୍ତି । ନିଜ ଗର୍ଭରେ ସେମାନେ ପାଳିବେ ନିଜ ସନ୍ତାନକୁ । ଖବର ଅନୁସାରେ, ମାର୍ଚ୍ଚ ମାସରେ ସେମାନଙ୍କର ସନ୍ତାନ ପ୍ରସବ ହେବ । ଭାରତରେ ଟ୍ରାନ୍ସଜେଣ୍ଡର…

ଗାଭାସ୍କର-ବର୍ଡର ସିରିଜ : ଅଭ୍ୟାସ ପାଇଁ ସାମିଲ ହେଲେ ୪ ନେଟ ବୋଲର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ନେଟ୍ସରେ ବ୍ୟାଟିଂ ଅଭ୍ୟାସକୁ ଆହୁରି ଶାଣୀତ କରିବା ପାଇଁ ଅତିରିକ୍ତ ୪ଜଣ ନେଟ ବୋଲରଙ୍କୁ ସାମିଲ କରାଯାଇଛି । ଏହି ବୋଲରମାନେ ହେଲେ ୱାଶିଂଟନ ସୁନ୍ଦର, ସୌରଭ…

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା: ପୁଣି ୪ ଦିନିଆ ରିମାଣ୍ଡରେ ଅଭିଯୁକ୍ତ

ଝାରସୁୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସର ୪ ଦିନ  ରିମାଣ୍ଡ ଶେଷ ହେଇଛି । ଆଜି ପୁଣି ତାଙ୍କୁ ରିମାଣ୍ଡରେ ନେବା ପାଇଁ  କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲା । ଗୋପାଳ ଦାସଙ୍କୁ ଆଉ ୪ ଦିନ ରିମାଣ୍ଡ ନେବା ପାଇଁ  କୋର୍ଟ …

ଆମେରିକା ଆକାଶରେ ପୁଣି ଗୁଇନ୍ଦା ବେଲୁନ; ପବନରେ ଉଡି ଯାଇଛି ବୋଲି ସଫେଇ ଦେଲା ଚାଇନା

ୱାଶିଂଟନ: ଆମେରିକା ଆକାଶରେ ପୁଣି ଉଡିଲା ଚାଇନା ପଠାଇଥିବା ଗୋଇନ୍ଦା ବେଲୁନ । ୨ ଥର ପାଇଁ ନିଜ ଆକାଶରେ ଏପରି ବେଲୁନ ଦେଖି ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ପେଣ୍ଟାଗନ ପକ୍ଷରୁ କୁହାଯାଇଛି, ଲାଟିନ ଲାଟିନ ଆମେରିକା ଆକାଶରେ ଠାବ…

ରଣଜୀ ଟ୍ରଫି: ସେମିଫାଇନାଲ ଲାଇନ ଅପ ଚୂଡାନ୍ତ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ସୌରାଷ୍ଟ୍ର ୭୧ ରନରେ ପଞ୍ଜାବକୁ ପରାସ୍ତ କରିଛି । ଏଥିସହ ରଣଜୀ ଟ୍ରଫିର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ସୌରାଷ୍ଟ୍ର, କର୍ଣ୍ଣାଟକ, ବେଙ୍ଗଲ ଓ ଆନ୍ଧ୍ରପ୍ରଦେଶ ସେମିରେ ପ୍ରବେଶ କରିଛନ୍ତି । ଇନ୍ଦୋରରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ…

କାୟା ବିସ୍ତାରୁଛି ଧଳାଜହର

ପୁରୀ : କାୟା ବିସ୍ତାରୁଛି ଧଳାଜହର ବ୍ୟବସାୟ । ବ୍ରାଉନସୁଗାର କବଜାରେ ଶ୍ରୀକ୍ଷେତ୍ର ।ପୋଲିସ ହାତରେ ଧରାପଡୁଛି ଗୋଟିଏ ପରେ ଗୋଟିଏ ଗ୍ୟାଙ୍ଗ । ହେଲେ ଅପରାଧର ମୂଳଚେର ପାଖରେ ପହଞ୍ଚିପାରୁନି ପୋଲିସ । ପୁରୀରୁ ଜବତ ହେଲା ୨୫ ଲକ୍ଷ ଟଙ୍କାର ଧଳା ଜହର। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି…

କୋରାପୁଟ ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍

କୋରାପୁଟ: କୋରାପୁଟ ଜିଲା ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍। ଗତ କାଲି ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଶୈବ ପୀଠ ପରିଦର୍ଶନ କରିବା ପରେ ଆଜି ବୋରିଗୁମ୍ମା ବ୍ଲକ ଗସ୍ତ କରଛନ୍ତି। ଦକ୍ଷିଣ ଓଡ଼ିଶାର ସବୁଠାରୁ ପୁରାତନ  ନାରାୟଣପାଟଣା ଜଗନ୍ନାଥ ମନ୍ଦିର ଆସି ସେଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ…