କ୍ରିକେଟର ଦୀପକ ଚହରଙ୍କ ପତ୍ନୀଙ୍କୁ ହତ୍ୟା ଧମକ
ମୁମ୍ବାଇ: କ୍ରିକେଟର ଦୀପକ ଚହରଙ୍କ ପତ୍ନୀ ଜୟା ଭରଦ୍ୱାଜଙ୍କୁ ହତ୍ୟା ଧମକ ମିଳିଛି । ଏହି ଧମକ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ପୂର୍ବ ପଦାଧିକାରୀ ଓ ତାଙ୍କ ପୁଅ ଦେଇଛନ୍ତି । ଜୟାଙ୍କଠାରୁ ଆସୋସିଏଶନର ଅଧିକାରୀ ଓ ତାଙ୍କ ପୁଅ ୧୦ ଲକ୍ଷ ଟଙ୍କା ବ୍ୟବସାୟ ବାବଦକୁ ନେଇଥିଲେ । ଜୟା ଏହି ଅର୍ଥ…