ଭାରତ ଯୋଡ଼ ଯାତ୍ରାରେ ସାମିଲ୍ ହୋଇ ରାହୁଲଙ୍କ ସହ ଚାଲିଲେ ମେହେବୁବା ମୁଫ୍ତୀ
ଶ୍ରୀନଗର: ସୁରକ୍ଷାରେ ଅବହେଳା ଅଭିଯୋଗ କରି ଗତକାଲି ଜାମ୍ମୁ-କାଶ୍ମୀରରେ ଭାରତ ଯୋଡ଼ ଯାତ୍ରା ବନ୍ଦ କରିଥିଲା କଂଗ୍ରେସ। ଶନିବାର ସକାଳୁ ପୁଣି ଜମ୍ମୁର ଅୱନ୍ତିପୋରାରୁ ଯାତ୍ରା ଆରମ୍ଭ ହୋଇଛି। ଆଜିର ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଯୋଗ ଦେଇଛନ୍ତି ପିଡିପି ମୁଖ୍ୟ ମେହେବୁବା ମୁଫ୍ତୀ।…