ଜାଗ୍ରେବ ରେସଲିଂରେ ଭାଗ ନେବା ପାଇଁ ଅନୁମତି ଦେଲେ କ୍ରୀଡା ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଜାଗ୍ରେବ ରେସଲିଂ ର୍ୟାଙ୍କିଙ୍ଗ ସିରିଜରେ ଭାଗ ନେବା ପାଇଁ କ୍ରୀଡା ମନ୍ତ୍ରଣାଳୟ ଆଜି ଭାରତୀୟ ରେସଲରଙ୍କୁ ଅନୁମତି ପ୍ରଦାନ କରିଛି । କ୍ରୋଏସିଆରେ ୧ରୁ ୫ ଫେବୃୟାରୀ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏହି ର୍ୟାଙ୍କିଙ୍ଗ ଚାମ୍ପିୟନଶିପରେ ଫ୍ରି ଷ୍ଟାଇଲରେ ୧୩…