ଶିବବେଶରେ ଦୋକାନୀଙ୍କୁ କଚୋଡ଼ି ମାଗିବା ପଡ଼ିଲା ମହଙ୍ଗା: ପ୍ରଯୋଜକ,ଅଭିନେତାଙ୍କୁ ନୋଟିସ୍
ମୁମ୍ବାଇ: ଆସନ୍ତା ୧୧ ତାରିଖରେ ରିଲିଜ୍ ହେବ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ‘ଓଏମଜି ଟୁ’ । ଏହାର ଟ୍ରେଲର ରିଲିଜ୍ ହେବା ପରେ ବିବାଦ ଦେଖାଦେଇଛି । ଏହି ଫିଲ୍ମର କିଛି ଦୃଶ୍ୟକୁ ନେଇ ଉଜ୍ଜେନ ମହାକାଳ ମନ୍ଦିରର ପୂଜାରୀମାନେ ଆପତ୍ତି ଉଠାଇଛନ୍ତି ।
ମହାକାଳ ମନ୍ଦିରର ପୂଜାରୀମାନେ…