Latest Odisha News

BREAKING NEWS

୩୦ରେ ଥାନାରେ ହାଜର ହୋଇ ପକ୍ଷ ରଖିବେ ହ୍ୟୁମାନ-ଶ୍ରେୟା

ଭୁବନେଶ୍ୱର : ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲା । ଆସନ୍ତା ୩୦ରେ ଥାନାରେ ହାଜର ହେବେ ହ୍ୟୁମାନ-ଶ୍ରେୟା । ପୂର୍ବରୁ ୨ ଦିନ ନେଇଥିଲେ ଉଭୟ । ଗତ ୧୯ ତାରିଖରେ ପୋଲିସ ଉଭୟଙ୍କୁ କାଉନସେଲିଂ କରିଥିବା ବେଳେ ଗତକାଲି ଶ୍ରେୟା ପ୍ରେସମିଟ୍‌ କରି ଗଣମାଧ୍ୟମକୁ ସମସ୍ତ କଥା ଜଣାଇଛନ୍ତି  ।…

ଅଟା, ଗ୍ୟାସ ପରେ ପାକିସ୍ତାନରେ ବିଜୁଳି ସଙ୍କଟ; ଅନ୍ଧାରରେ ଇସଲାମବାଦ, କରାଚି ସହ ଅନେକ ସହର

ଇସଲାମବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନାର ସମସ୍ୟା ପୁଣି ବଢିଯାଇଛି । ଦରଦାମ ବୃଦ୍ଧି ସାଙ୍ଗକୁ ବିଜୁଳି ସମସ୍ୟା ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି ।  ପ୍ରଥମେ ଅଟା, ତା ପରେ ଗ୍ୟାସ, ପେଟ୍ରୋଲ ସଙ୍କଟ ପରେ ଏବେ ଦେଶରେ ବିଦ୍ୟୁତ ସମସ୍ୟା ଭୟଙ୍କର ହୋଇଛି ।  ଦେଶର…

ବିଶ୍ୱକପରେ ଭାରତର ସ୍ୱପ୍ନ ବାରମ୍ବାର ଭାଙ୍ଗୁଛି ନ୍ୟୁଜିଲାଣ୍ଡ

ଭୁବନେଶ୍ୱର: ହକି ବିଶ୍ୱକପ କ୍ରସ ଓଭର ମ୍ୟାଚରେ ଭାରତ ପେନାଲ୍ଟି ଶୁଟ ଆଉଟରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଛି । ଏଥିସହ ୧୯୭୫ ପରେ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ତେବେ ସବୁଠାରୁ ମଜା କଥା ସେ ହକି ହେଉ କିମ୍ବା କ୍ରିକେଟ ଭାରତ ବିଶ୍ୱକପ ଜିତିବା ପଥରେ ନ୍ୟୁଜିଲାଣ୍ଡ…

ଟ୍ରଲି ବ୍ୟାଗରୁ ମୃତଦେହ ଉଦ୍ଧାର ମାମଲାରେ ସ୍ତ୍ରୀ ସହ ୩ ଗିରଫ

ଖୋର୍ଦ୍ଧା : ଟ୍ରଲି ବ୍ୟାଗରୁ ମୃତଦେହ ମିଳିବା ଘଟଣା । ମୃତକଙ୍କ ସ୍ତ୍ରୀ ଓ ସମ୍ପର୍କୀୟ ଭାଇ ସହ ୩ ଜଣଙ୍କୁ ଗିରଫ କଲା ପୋଲିସ । ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରେ ଭର୍ତ୍ତି ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୃତ ଯୁବକ ଜଣକ ହେଲେ ଲାଖପଡା…

ବିନା ବ୍ୟୟରେ ବ୍ୟାଧିର ବିନାଶ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଏଇ ଆଠଶହ କୋଟି ଜନସଂଖ୍ୟା ପୃଥିବୀର ସମସ୍ତ ଜନଗଣ ଚାହାଁନ୍ତି – ରୋଗମୁକ୍ତ, କ୍ଷୁଧାମୁକ୍ତ, ପାପମୁକ୍ତ ସମାଜ । ଏ ତିନୋଟି ମହା ଶକ୍ତିଶାଳୀ ଶଦ୍ଧ ରୋଗ, କ୍ଷୁଧା, ପାପ ଯେଉଁଦିନ ବିନାଶ ହେବ – ସେଦିନ ଜାଣିବ ସମଗ୍ର ବିଶ୍ୱରେ ଶାନ୍ତି, ସୁଖ,…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବଡ଼ ବଡ଼ ଡ଼ୋଳା ନେଇ ଉମା ଯୁବକର ଆଖି ସହ ଆଖି ମିଶାଇଲା । - ଆରେ ହୁଣ୍ଡି, ମୁଁ ତତେ ଭଲ ପାଏ ନି, ଏକଥା କିଏ ତତେ କହିଲା? - ତମ ଭାଉଜ । - ଏଁ, ଭାଉଜ । ଚମକି ଉଠିଲା ଯୁବକ ଜଣକ । - କ’ଣ କହିଲେ କହିଲୁ?…

କଥା ଗଣତନ୍ତ୍ରର କଥା ସମ୍ବିଧାନର……..

ସ୍ଵାଧୀନତାର ୭୫ ବର୍ଷ ଭିତରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି ।  ଆମ ସମ୍ବିଧାନ ଆମେ ତିଆରି କରିଛୁ । ଆମ ଦେଶକୁ ଆମେ ଶାସନ କରୁଛୁ ।  ଏ ଦୀର୍ଘ ବର୍ଷ ଭିତରେ ଆମେ ଅନେକ ଉତ୍ଥାନ ପତନ ଦେଇ ରେ ଗତି କରିଛୁ । ବଦଳିଛି ସରକାର ପରେ ସରକାର । ଦେଶରେ ଅନେକ ବିକାଶର ଚିତ୍ର ଅଙ୍କା ଯାଇଛି…

କବିତା : ନିଃଶବ୍ଦ ଅତିଥି

ସୁଜାତା ମିଶ୍ର  ବିନା ଶବ୍ଦରେ ସବୁରି ଅଲକ୍ଷ୍ୟରେ ପାଦ ଥାପି ଥାପି ତୁମେ ଆସ.. ଫୁଲ ପାଖୁଡ଼ାରେ କାକରର ମହୁ ଝରିଲା ବେଳେ.. ଅରଣ୍ୟର ଘଞ୍ଚ ସବୁଜିମା ଅନ୍ଧାରର ପଣତ ବିଛେଇବା ବେଳେ.. ଘୁମନ୍ତ ପ୍ରହରେ ଝିଁକାରିର ସ୍ୱର ନୀରବି ଗଲା ପରେ ତୁମେ ଆସ..। ମହାମାରୀର ଆତଙ୍କମୁଖର…

ଭାଷା ଭାଗବତ : ସ୍ବଭାଷୀଂକ ସ୍ପୃହା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାରଣ ବିନା ଜଣେ ହସି ସତରେ ପାଇପାରେ ଖୁସି ଅଯଥା ଚିଂତା କରି କାଂଦି କାହିଁକି ହେଉଥିବ ଛଂଦି ଭଲ ଓ ମଂଦର ବିଚାର କରି ଚଂଚଳ ପରିହାର ନ ହେଲେ ମିଛେ ବିଚାରକ ମଣିଷ ପାଏ ସବୁ ସୁଖ ନିର୍ମଳ ହୃଦ, ସଫା ମନ ସଫଳ…

ବଦଳିବ ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଡ୍ରେସ କୋଡ: ଗୋଲାପି ନୁହେଁ ପିନ୍ଧିବେ ମଠାରଙ୍ଗର ଶାଢୀ

ଭବନେଶ୍ୱର: ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଶିକ୍ଷୟିତ୍ରୀମାନେ ଆଉ ଗୋଲାପି ଶାଢୀ ପିନ୍ଧିବେନି କି ଶିକ୍ଷକମାନେ କଳାପ୍ୟାଣ୍ଟ ନୀଳ ସର୍ଟ ପିନ୍ଧିବେନି । ବଦଳିବ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଡ୍ରେସ କୋଡ । ପ୍ରାଥମିକଠୁ ହାଇସ୍କୁଲ ପର୍ଯ୍ୟନ୍ତ ସବୁ ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ଗୋଟିଏ…