Latest Odisha News

BREAKING NEWS

ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ତୈଳ କମ୍ପାନୀକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ

ଲକ୍ଷ୍ନୌ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ରବିବାର ଦିନ ତୈଳ କମ୍ପାନୀମାନଙ୍କୁ ତେଲ ଦର ହ୍ରାସ କରିବାକୁ ଏକ ବିଶେଷ ଅନୁରୋଧ କରିଛନ୍ତି। ଉତ୍ତର ପ୍ରଦେଶ ବାରାଣାସୀ ଗସ୍ତରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ତୈଳ…

ଟ୍ରକ ପଛରେ ପିଟିଲା ବାଇକ୍ , ଆରୋହୀ ମୃତ

ରାୟଗଡ଼ା: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପଞ୍ଚାୟତର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରକ ପଛରେ ପିଟି ହେଲା ବାଇକ୍ । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ତାଙ୍କ ଘର ବୃନ୍ଦାବାଡ଼ି ଗ୍ରାମର ବୋଲି ଜଣା ପଡ଼ିଛି…

ପୁଣି ପିତାତଲି ଗାଁ ଅଶାନ୍ତ; ୨ ଯୁବକଙ୍କୁ ଆକ୍ରମଣ

ଗଞ୍ଜାମ: ରବିବାର ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ହେବାରୁ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ଗୋଳନ୍ଥରା ଥାନା ଅଧୀନ ପିତାତଲି ଗ୍ରାମ ଅଶାନ୍ତ ହୋଇପଡ଼ିଛି । ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ କେ. ଲୋକନାଥ ଓ କେ.ରାବଣା । ସେମାନଙ୍କୁ ଚିକିଟି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି…

ମୋଦୀଙ୍କୁ ଟେନସେନ ଦେବାକୁ ଚାହୁଁନାହାନ୍ତି ମମତା: ଅଧୀର ରଞ୍ଜନ

କୋଲକାତା: ଦେଶର ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଳି ସମସ୍ତଙ୍କୁ ଜଣା। ଏବେ କିନ୍ତୁ ଏହି ଦୁଇ ନେତାଙ୍କ ମଧ୍ୟରେ ଗୋଟିଏ ସହମତି ହୋଇଛି। ଯେଉଁଥିପାଇଁ ପଶ୍ଚିମବଙ୍ଗ ମମତା ବାନାର୍ଜୀ ମୋଦୀଙ୍କ ବିରୋଧରେ ଆଗ ଭଳି କିଛି…

ବିଜେପି ସମ୍ପର୍କରେ ନୀତୀଶ କୁମାର? ଦଳର ବରିଷ୍ଠ ନେତାଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା

ପାଟଣା: କ'ଣ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ୟୁ-ଟର୍ଣ୍ଣ ନେବେ ? ବିଜେପିକୁ ଫେରିବାକୁ ସେ ପୁଣିଥରେ ଚିନ୍ତା କରୁଛନ୍ତି କି? ଜନତା ଦଳ (ୟୁନାଇଟେଡ୍) ର ସଂସଦୀୟ ବୋର୍ଡର ସଭାପତି ଉପେନ୍ଦ୍ର କୁଶୱା ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏକ ବୟାନ ଦେଇଛନ୍ତି। ଏହାପରେ…

ରାସ୍ତାକଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢିଗଲା ଡମ୍ପର; ୬ ମୃତ

ଲକ୍ଷ୍ନୌ: ଉନ୍ନାବ ଜିଲ୍ଲାର ଲକ୍ଷ୍ନୌ-କାନପୁର ହାଇୱେ ଉପରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି । ଭାରସାମ୍ୟ ହରାଇ ଏକ ଡମ୍ପର ରାସ୍ତା କଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢାଇ ଦେଇଛି । ଫଳରେ ୬ ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନେକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି ।…

ଶନି ଦେବତାଙ୍କୁ ମନ୍ତ୍ରୀ ଦାନ କଲେ କୋଟିଏ ଟଙ୍କାର ସୁନା କଳସ !

ଝାରସୁଗୁଡା: ଚଳିତ ସପ୍ତାହରେ ଶନି ଚଳନ ଆରମ୍ଭ ହୋଇଛି। ଅନେକ ଲୋକ ଘରେ ଶନି ଓ ମନ୍ଦିରରେ ଶନି ପୂଜା କରିଛନ୍ତି। ଏହାରି ଭିତରେ ଏକ ଖବର ଆସିଛି ଜଣେ ଓଡ଼ିଆ ମହାରାଷ୍ଚ୍ରରେ ଶନି ଶିଙ୍ଗଣାପୁର ମନ୍ଦିରରେ କୋଟିଏ ଟଙ୍କାର ଏକ ସୁନା କଳସ ଦାନ କରିଛନ୍ତି। ତେବେ କିଏ ଏହି ଦାନ କରିଛନ୍ତି ସେ ନେଇ…

ଆଇଟି ପରେ ଆମେରିକା ଗଣମାଧ୍ୟମରେ ଆରମ୍ଭ ହେଲା କର୍ମଚାରୀ ଛଟେଇ

ନ୍ୟୁୟର୍କ:ଗୁଗୁଲ, ଟୁଇଟର, ଆମାଜନ ପରେ ଏବେ ଆମେରିକା ଗଣମାଧ୍ୟମ ପାଇଁ କଠିନ ସମୟ । ଅନେକ ବଡ ବଡ ଗଣମାଧ୍ୟମ ମାନ୍ଦାବସ୍ଥା କାରଣରୁ କର୍ମଚାରୀ ଛଟେଇ କରିବା ପାଇଁ ଘୋଷଣା କରିଛନ୍ତି । ଶୀତ ଆରମ୍ଭରୁ ଛଟେଇ ଆରମ୍ଭ ହେବ ବୋଲି ଅନେକ କମ୍ପାନୀ ଘୋଷଣା କରି ସାରିଛନ୍ତି । ଭକ୍ସ ମିଡିଆ (Vox…

ରାହୁଲ-ସଞ୍ଜୟଙ୍କ କଦମତାଳ; ଏକ ନୂଆ ସମୀକରଣର ସୂଚନା

ନୂଆଦିଲ୍ଲୀ: କଂଗ୍ରେସର ଭାରତଯୋଡୋ ଯାତ୍ରାରେ ଶିବସେନା କଶ୍ମୀରରେ ଦ୍ଵିତୀୟ ଥର ପାଇଁ ଏଣ୍ଟ୍ରି ମାରିଛି ଯାହା ଖାଲି ମହାରାଷ୍ଟ୍ର ନୁହେଁ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ୨୦୨୪ ପାଇଁ ଏକ ନୂଆ ସମୀକରଣର ସଙ୍କେତ ଦେଉଛି । କଂଗ୍ରେସ ହାତ ଧରି ଶିବସେନା ଖାଲି ବିଏମସି ନିର୍ବାଚନରେ ନିଜକୁ…

ନକଲି ଆକ୍ୱାଗାର୍ଡ କାରଖାନା ଠାବ

କଟକ: ନକଲି ତେଲ, ଘିଅ, ମସଲା,ସସ୍‌, ଡିଟରଜେଣ୍ଟ, ଜର୍ଦ୍ଦା କାରଖାନା ଠାବ ହେବା ପରେ ଏବେ ନକଲି ଆକ୍ୱାଗାର୍ଡ କାରଖାନା ଠାବ କରିଛି ପୋଲିସ । କଟକ ବାଦାମବାଡ଼ିର ଜଗନ୍ନାଥ ଲେନ୍‌ରେ ଦୀର୍ଘ ଦିନରୁ ଚାଲିଥିବା ଏହି କାରଖାନାରୁ ନକଲି ଆକ୍ୱାଗାର୍ଡ ସହ ନକଲି ଯନ୍ତ୍ରାଂଶ ଜବତ କରିଛି । କୌଣସି…