Latest Odisha News

BREAKING NEWS

‘ଭଗବାନ ରାମ ପ୍ରତିଦିନ ଅପରାହ୍ନରେ ସୀତାଙ୍କ ସହ ବସି ମଦ ପିଉଥିଲେ’

ବାଙ୍ଗାଲୋର: ଖ୍ୟାତନାମା ଲେଖକ କେ.ଏସ୍ ଭଗବାନଙ୍କ ବିବାଦୀୟ ମନ୍ତବ୍ୟ। 'ବାଲ୍ମିକୀ ରାମାୟଣ'ରେ କୁହାଯାଛି ଯେ ଭଗବାନ ରାମ ପ୍ରତିଦିନ ଅପରାହ୍ନରେ ତାଙ୍କ ପତ୍ନୀ ସୀତାଙ୍କ ସହ ବସି ମଦ ପିଉଥିଲେ। ଶୁକ୍ରବାର (ଜାନୁଆରୀ ୨୦)ରେ କର୍ଣ୍ଣାଟକର ମାଣ୍ଡିଆରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ…

ରେସଲର ଆନ୍ଦୋଳନ ମାମଲା: WFI ଅତିରିକ୍ତ ସଚିବ ବିନୋଦ ତୋମାର ନିଲମ୍ବିତ

ନୂଆଦିଲ୍ଲୀ: ରେସଲର ଆନ୍ଦୋଳନ ମାମଲାରେ କ୍ରୀଡ଼ା ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହେଲେ ଭାରତୀୟ କୁସ୍ତି ସଂଘ(WFI)ର ଅତିରିକ୍ତ ସଚିବ ବିନୋଦ ତୋମାର। ଜାନୁଆରୀ ୧୮ ତାରିଖରୁ WFI ଓ ଏହାର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଭାରତର ଷ୍ଟାର…

ନୀତୀଶଙ୍କୁ ଲାଗିପାରେ ଝଟକା, କୁଶଓ୍ୱା ଦଳ ଛାଡିବା ନେଇ ବଢ଼ିଲା ଚର୍ଚ୍ଚା

ପାଟଣା: ବିହାରର ଜନତା ଦଳ ୟୁନାଇଟେଡରେ ବଡ ଗଡବଡ ହୋଇପାରେ। ଦଳର ସଂସଦୀୟ ବୋର୍ଡର ମୁଖ୍ୟ ଉପେନ୍ଦ୍ର କୁଶଓ୍ୱା ଦଳ ଛାଡ଼ିବା ନେଇ ଚର୍ଚ୍ଚା ବଢ଼ିଛି। ଗୋଟିଏ ପଟେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସମାଧାନ ଯାତ୍ରା କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଦଳରେ ତାଙ୍କର ପ୍ରମୁଖ…

ଏହି ଦିନ ଭାରତରେ ଲଞ୍ଚ ହେବ ବିଶ୍ୱର ପ୍ରଥମ କୋଭିଡ୍-୧୯ ନାଜାଲ୍ ଭ୍ୟାକ୍ସିନ୍‌, ଦାମ କେତେ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କୋଭିଡ୍-୧୯ ନାସାଲ୍ ଭ୍ୟାକ୍ସିନ ଭାରତରେ ଲଞ୍ଚ୍ ହେବାକୁ ଯାଉଛି। ଏହାକୁ ପ୍ରସ୍ତୁତ କରିଛି ସ୍ୱେଦେଶୀ କମ୍ପାନୀ ଭାରତ ବାୟୋଟେକ୍। ଜାନୁଆରୀ ୨୬ ତାରିଖରେ ଏହି ଇଣ୍ଟ୍ରାନାସାଲ କୋଭିଡ୍ ଭ୍ୟାକ୍ସିନ iNCOVACC ଲଞ୍ଚ୍ ହେବ। ଶନିବାର କମ୍ପାନୀର ଚେୟାରମ୍ୟାନ୍ ତଥା…

କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ: ୩ରେ ମହାସମାବେଶ କରିବ ୬୬୨ ବର୍ଗ ଅଧ୍ୟାପକ ସଂଘ

ଭୁବନେଶ୍ୱର: ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡକୁ ନେଇ ଯେଉଁ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ ତାକୁ ବିରୋଧ । ନିଖିଳ ଓଡ଼ିଶା ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ କ୍ୟାବିନେଟର ଏପରି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ଆସନ୍ତା…

ରବିବାରଠୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ। ବୈଠକରେ ରାଜ୍ୟ ତଥା ଜାତୀୟ ପଦାଧିକାରୀ, ପ୍ରଭାରୀ ସମେତ ନିର୍ବାଚିତ ବିଧାୟକ, ସାଂସଦଙ୍କ ସମେତ ଜିଲ୍ଲା ସଭାପତି ଯୋଗ ଦେବେ। ଏହାପୂର୍ବରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିଥିଲା। ନିକଟରେ ଦିଲ୍ଲୀରେ…

ସ୍ୱାମୀ ହ୍ୟୁମାନ ସାଗରଙ୍କ ପରକୀୟା ପ୍ରୀତିର ପ୍ରମାଣ ରଖିଛି: ଶ୍ରେୟା

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। କେବଳ ସେଲିବ୍ରିଟି ସ୍ୱାମୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁ ନ ଥିବାରୁ ଦୀର୍ଘ ଦିନ ଧରି ନିର୍ଯାତନା ବାବଦରେ କିଛି ନକହି ଚୁପ୍…

ବାରମ୍ବାର ବଦଳି ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟାଙ୍କ କର୍ମଚାରୀ

ଖୋର୍ଦ୍ଧା: ବାରମ୍ବାର ଚାକିରି ବଦଳିରେ ଅସନ୍ତୋଷ ପ୍ରକାଶ କରି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ନିଜ ହାତଗୋଡ଼ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାମ ରାଜଶ୍ରୀ ଭାରତୀ ବୋଲି ଜଣାପଡ଼ିଛି। ବଦଳିକୁ ବିରୋଧ…

କଳିଙ୍ଗା ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ

ଫୁଲବାଣୀ: ଆଜି ସନ୍ଧ୍ୟାରେ କଳିଙ୍ଗା ଘାଟିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସନ୍ଧ୍ୟାରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ କଳିଙ୍ଗାରୁ ଭଞ୍ଜନଗର ଅଭିମୁଖେ ଯାଉଥିଲେ । ଅନ୍ଧାରକୋଟ ନିକଟରେ ବାଇକ୍‌ଟି ରାସ୍ତା ପାର୍ଶ୍ୱ…

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ କାଠ

ପୁରୀ: ଆସନ୍ତା ରଥ ନିର୍ମାଣ ପାଇଁ ଶନିବାର ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ôଚଛି । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ୩ଟି ଟ୍ରକ୍‌ରେ ୧୦୪ ଟି କାଠ ଆସିଛି । ୧୨ ଫୁଟ୍ ଓ ୨୦ ଫୁଟ୍‌ର ଅସନ ଓ ଧଉରା କାଠ ଆସିଛି । ଏଥିରୁ ୩ ଟି ଧଉରା କାଠ ଆସନ୍ତା ସରସ୍ୱତୀ ପୂଜାରେ ରଥଖଳାରେ…