ବ୍ରିଜ ଉପରୁ ତଳକୁ ଠେଲିଦେଲେ ମା’ଙ୍କ ପ୍ରେମିକ: ଜାଣନ୍ତୁ, ବୁଦ୍ଧି ବଳରେ କେମିତି ଜୀବନ ବଞ୍ଚାଇଲା କୁନିଝିଅ
ଗୁଣ୍ଟୁର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଜଣେ ୧୩ ବର୍ଷର ନାବାଳିକାଙ୍କୁ ତାଙ୍କ ମା’ଙ୍କ ଲିଭ ଇନ୍ ପାର୍ଟନର ବ୍ରିଜ ଉପରୁ ତଳକୁ ଠେଲି ଦେଲେ । ହେଲେ କୁନିଝିଅଟିର ସାହସ ଏବଂ ଧୈର୍ଯ୍ୟକୁ ଶତ ସଲାମ । ଝିଅଟି କିପରି ଜୀବନ ବଞ୍ଚାଇଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ମୃତ୍ୟୁର କରାଳ…