କାନାଡାର ମୂଳ ନିବାସୀ ପିଲାଙ୍କ ଶବ ମିଳିବା ପଛରେ କଣ ରହିଛି ରହସ୍ୟ
ଟୋରେଟୋଂ: ନିକଟରେ କାନାଡାରେ ଏକ କବରରୁ ୧୭୧ ପିଲାଙ୍କ ଶବ ମିଳିଛି । ରାଡାର ସିଷ୍ଟମ ମାଧ୍ୟମରେ ତଦନ୍ତ କରିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା କାନାଡାର ମୂଳ ବାସିନ୍ଦାଙ୍କ ଏହି ସବୁ ଶବ । ଇଂରେଜମାନେ ଏହି ଅଂଚଳକୁ କବଜା କରିବା ପରେ ଜୋର ଜବରଦସ୍ତ…