ଆମେରିକାରେ ପଙ୍କ କାଦୁଅରେ ଫସି ରହିଛନ୍ତି ୭୦ ହଜାର ଲୋକ
ନ୍ୟୁୟର୍କ: ଆମେରିକାର ନେୱାଡ ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବର୍ଣ୍ଣିଂ ମ୍ୟାନ ଫେଷ୍ଟିଭାଲ ପାଇଁ ୭୦ ହଜାର ଲୋକ ଏକତ୍ର ହୋଇଥିଲେ । ମାତ୍ର କ୍ରମାଗତ ଭାବେ ବର୍ଷା ହେବା ଯୋଗୁ ପୂରା ଅଂଚଳ କାଦୁଅ ଓ ପଙ୍କରେ ଭରି ଯାଇଛି । ଲୋକମାନେ ଚାଲିବାକୁ ସକ୍ଷମ ମଧ୍ୟ ହେଉ…