ଗିନିଜ ୱାର୍ଲ୍ଡ ରେକର୍ଡରେ ବିଶ୍ବର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନନ୍ଦିନୀ ଅଗ୍ରୱାଲ
ଭୋପାଲ: ମଧ୍ୟପ୍ରଦେଶର ଚମ୍ବଲ ଅଞ୍ଚଳ । ଦିନେ ଏହି ଅଞ୍ଚଳ ଚୋରି ଡକାୟତି ପାଇଁ ପ୍ରଖ୍ୟାତ ଅର୍ଜନ କରିଥିବା ବେଳେ ଏବେ ଅର୍ଜନ କରିଛି ସୁନାମ । ଚମ୍ବଲ ଅଞ୍ଚଳର ଝିଅ ନନ୍ଦିନୀ ଅଗ୍ରୱାଲ ହୋଇପାରିଛନ୍ତି ବିଶ୍ବର ସର୍ବକନିଷ୍ଠ ମହିଳା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ । ଏହାସହ ସେ ଗିନିଜ ୱାର୍ଲ୍ଡ…