Latest Odisha News

BREAKING NEWS

ଆରମ୍ଭ ହେଲା ଅନୁଗୋଳ ମହୋତ୍ସବ, ବେନି ଦୟାଲଙ୍କ ଗୀତରେ ଝୁମିଲେ ଦର୍ଶକ

ଅନୁଗୋଳ: ଗତକାଲିଠୁ ଆରମ୍ଭ ହୋଇଛି ଅନୁଗୋଳ ମହୋତ୍ସବ । ପ୍ରଥମ ସନ୍ଧ୍ୟାରେ ମହୋତ୍ସବର ମଜାନେବା ସହ ଭରପୁର ଝୁମିଛନ୍ତି ହଜାର ହଜାର ଦର୍ଶକ । ଅନୁଗୋଳ ଷ୍ଟାଡିୟମ୍‌ରେ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରସିଦ୍ଧ ପପ୍ ଗାୟକ ବେନି ଦୟାଲଙ୍କ ସହ ଅନୁଗୁଳିଆ ବଣ୍ଟିଙ୍କ କମାଲ ଦେଖିବାକୁ ମିଳିଥିଲେ ।…

୧ ଲକ୍ଷ ଡଲାରରେ ନିଲାମ ହେଲା ଟୁଇଟର ଲୋଗୋ

ନୂଆଦିଲ୍ଲୀ: ନିଲାମ ହେଲା ଟୁଇଟରର ପ୍ରସିଦ୍ଧ ଲୋଗୋ ‘ପକ୍ଷୀ’ । ପ୍ରାୟ ୧ଲକ୍ଷ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୮୧,୨୫,୦୦୦ ଟଙ୍କାରେ ବିକ୍ରୟ କରାଯାଇଥିବା   ‘ବିବିସି’ ରିପୋର୍ଟ ତରଫରୁ ପ୍ରକାଶ ପାଇଛି । ମଙ୍ଗଳବାର ସାନ୍ ଫ୍ରାନସିସକୋସ୍ଥିତ କାର୍ଯ୍ୟାଳୟରୁ ପୁରୁଣା ସାମଗ୍ରୀ ହଟାଇବା ପାଇଁ…

ଶିକାରୀଙ୍କ ଟାର୍ଗେଟରେ ବାଘ; ବାରିପଦା ପରେ ମାଲକାନଗିରିରୁ ଜବତ ହେଲା ବାଘ ଛାଲ

ମାଲକାନଗିରି : ଶିକାରୀଙ୍କ ଟାର୍ଗେଟରେ ବାଘ ।   ବାଘ ମାରି ବିକ୍ରି କରୁଛନ୍ତି ବାଘ ଛାଲ । ବନ ବିଭାଗ ଆଖି ସାମ୍ନାରେ ଏପରି କାମ ବାରମ୍ବାର ଘଟିଚାଲିଛି । ଗତକାଲି ବାରିପଦାରୁ ବାଘ ଛାଲ ଜବତ ହେବା ପରେ ଆଜି ମାଲକାନଗିରିରୁ  ଜବତ ହୋଇଛି ବାଘ ଛାଲ । ମାଲକାନଗିରି ଜିଲ୍ଲା ମୋଟୁ…

ଶାଢୀ ପିନ୍ଧି ହାତରେ ତ୍ରିରଙ୍ଗା ଧରି ମାରାଥନରେ ଦୌଡୁଛନ୍ତି ୮୦ ବର୍ଷର ବୃଦ୍ଧା

ମୁମ୍ବାଇ: ମାରାଥନରେ ଦୌଡୁଛନ୍ତି ମହିଳା । ଆପଣ ଭାବୁଥିବେ ଏଥିରେ ନୂଆ କ’ଣ ଅଛି ? ଗୋଟିଏ ନୁହେଁ ଅନେକ କିଛି ନୂଆ ଘଟଣା ଏହି ମାରାଥନ ଦୌଡରେ ଯୋଡି ହୋଇ ରହିଛି । ଏହାର ଭିଡିଓ​ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମହିଳା ଜଣକ ଶାଢୀ ପିନ୍ଧି ମାରାଥନରେ ଦୌଡୁଛନ୍ତି । ସବୁଠାରୁ…

ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଶ୍ୱଶୁର

କଟକ: ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ଶ୍ୱଶୁର ଶ୍ରୀକାନ୍ତ ମିଶ୍ର ଆଣିଛନ୍ତି ସାଂଘାତିକ ଅଭିଯୋଗ । କନ୍ୟା ସନ୍ତାନ ଜନ୍ମ ହେବା ପରଠାରୁ ହ୍ୟୁମାନ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ପତ୍ନୀ ଶ୍ରୀୟଙ୍କୁ ମାରଧର କରିବା ସହ ଧର୍ମ ପରିବର୍ତ୍ତନ କରିବା…

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ଦ୍ବିତୀୟ ବିବାହ କରନ୍ତି ସ୍ବାମୀ

ଜୟପୁର : ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ ହେଉଛି ଭାରତ। ଏଠରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ହେଲେ ଆମ ଦେଶରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ ପଟେ ପାହାଡ଼ ରହିଛି। ଏହି…

ଥାନାରେ ହାଜର ହେଲେ ହ୍ୟୁମାନ ସାଗର ଓ ପତ୍ନୀ

କଟକ: ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ନିର୍ଯାତନା ଅଭିଯୋଗ ଆଣିବା ପରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି ହ୍ୟୁମାନ ସାଗର । ଥାନାରେ ହାଜର ହେବା ପାଇଁ ତାଙ୍କୁ ସମନ ହୋଇଥିଲା ।  ପତ୍ନୀ ଶ୍ରୀୟା ମିଶ୍ର ତାଙ୍କ ବିରୋଧରେ ଘରୋଇ ହିଂସା ଓ ଦାମ୍ପତ୍ୟ କଳହ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଡ଼ିଆଳ ବ୍ଲକ୍ ବିଡିଓ ଗିରଫ

ନୂଆପଡ଼ା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖଡ଼ିଆଳ ବିଡିଓ ନାରାୟଣ ସାହୁ। ତାଙ୍କ ପାଖରେ ଆୟ ଠାରୁ ୧୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରାଯାଇଛି।  ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ବିଡିଓଙ୍କ ବାସଭବନରେ ଚଢାଉ କରିଥିଲା।  ଏହି ଚଢ଼ାଉରେ…

ଠାକୁର ଜିତିଲେ ଗିଲଙ୍କ ଦିଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଦ୍ୱିଶତକ ହାସଲ କରି ଭାରତର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଯେତିକି ଚର୍ଚ୍ଚିତ ହୋଇଛନ୍ତି ତାହାଠାରୁ ଅଧିକ ଶାର୍ଦ୍ଦୁଳ ଠାକୁର ପ୍ରଶଂସା ସାଉଁଟୁଛନ୍ତି । ଶାର୍ଦ୍ଦୁଳ ତ୍ୟାଗ କରି ନ ଥିଲେ ଗିଲ ଦ୍ୱିଶତକ ହାସଲ କରିପାରି ନ…

ବ୍ୟାଙ୍କ ଲୁଟିବାକୁ ଆସିଥିଲେ, ମହିଳା ସିପାହୀଙ୍କଠାରୁ ପାନେ ପାଇ ଧାଇଁ ପଳାଇଲେ

ପାଟଣା: ବ୍ୟାଙ୍କ ଲୁଟ ପାଇଁ ଆସିଥିଲେ ସଶସ୍ତ୍ର ଡକାୟତ । ୩ ଜଣ ଡକାୟତଙ୍କ ହାତରେ ଥିଲା ଭୟଙ୍କର ମାରଣାସ୍ତ୍ର । ଦେଖିଲେ, ମହିଳା ସିପାହୀ ବସିଛନ୍ତି । ତେଣୁ ସହଜରେ ଲୁଟି ନେବେ ବ୍ୟାଙ୍କ । ହେଲେ ଘଟିଲା ଓଲଟା । ଦୁଇ ମହିଳା ସିପାହୀ ଏମାନଙ୍କୁ ଏମିତି ପାନେ ଦେଲେ ଯେ, ବ୍ୟାଙ୍କ ଲୁଟ ନିଶା…