ରଣଜୀ ଟ୍ରଫି: ଶାନ୍ତନୁଙ୍କ ଶତକ ସତ୍ୱେ ପୁନର୍ବାର ବ୍ୟାକଫୁଟରେ ଓଡିଶା
ମୀରଟ:ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଶାନ୍ତନୁ ମିଶ୍ରଙ୍କ ଆକର୍ଷଣୀୟ ଶତକ ସତ୍ୱେ ଉତରପ୍ରଦେଶ ବିପକ୍ଷରେ ଓଡିଶା ପୁନର୍ବାର ବ୍ୟାକଫୁଟରେ ରହିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୨୬ ରନରେ ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ୧୦୯ ରନ କରିଥିବା ବେଳେ ରାଜେ ଧୂପର ୬୨ ଓ ଅଭିଷେକ ରାଉତ…