ଏଲନ ମସ୍କ ଲଞ୍ଚ କଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ: ଓପେନ ଏଆଇ, ଗୁଗୁଲକୁ ଦେବ ଚାଲେଞ୍ଜ
ୱାଶିଂଟନ: ଏଲନ ମସ୍କ ଲଞ୍ଚ କଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ xAI । ଏଲନ ମସ୍କଙ୍କ ଏହି ନୂଆ କମ୍ପାନୀ OpenAI ଏବଂ ଗୁଗୁଲକୁ ଦେବ ଟକ୍କର । ଏଥିସହିତ ଏଲନ ମସ୍କ ChatGPTର ଦାୟିତ୍ୱବୋଧ ପ୍ରତି ପ୍ରଶ୍ନ ଉଠାଇଛନ୍ତି । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମଧ୍ୟ ଅଭିଯୋଗ…